No Result
View All Result
ଓଡ଼ିଶା ତାଜା ନ୍ୟୁଜ (୮ ମାର୍ଚ୍ଚ ସୋମବାର ) କଟକ :- କଟକ ଏସ ସି ବି ବଡ଼ ମେଡ଼ିକାଲ ର ସର୍ଜରି ବିଭାଗ ରେ ଘଟିଛି ଅଭାବନୀୟ ଘଟଣା । ସର୍ଜରୀ ବିଭାଗରେ ଛାତରୁ ଫ୍ୟାନ ଖସି, ଚିକିତ୍ସାଧିନ ଜଣେ ମହିଳା ରୋଗୀଙ୍କ ଦେହରେ ବାଜିବାରୁ ରୋଗୀ ଗୁରୁତର। ଏନେଇ ରୋଗୀଙ୍କ ମଧ୍ୟରେ ଭୟ ସୃଷ୍ଟି ସୋଇଛି ।
ଖବର ପାଇ ମେଡ଼ିକାଲ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରୁଛନ୍ତି । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ) ।
No Result
View All Result