• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବଜାଜ ଫାଇନାନ୍ସ ସହିତ ଆପଣଙ୍କର ସଞ୍ଚୟ ସୁରକ୍ଷିତ ରହିବାର ୫ଟି କାରଣ

Proprietor Abhimanyu Maharana by Proprietor Abhimanyu Maharana
March 7, 2021
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
ବଜାଜ ଫାଇନାନ୍ସ ସହିତ ଆପଣଙ୍କର ସଞ୍ଚୟ ସୁରକ୍ଷିତ ରହିବାର ୫ଟି କାରଣ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୭ ମାର୍ଚ୍ଚ ରବିବାର ) ଭୁବନେଶ୍ୱର :- “ଏକ ଟଙ୍କା ସଞ୍ଚୟର ଅର୍ଥ ଏକ ଟଙ୍କା ଆୟ ” । ସେ ବରିଷ୍ଠ ନାଗରିକ ହୁଅନ୍ତୁ ବା ପ୍ରଥମ ଚାକିରୀ ଆରମ୍ଭ କରୁଥିବା କଲେଜ ଛାତ୍ର ହୁଅନ୍ତୁ ପ୍ରାୟତଃ ସମସ୍ତେ ଉପରୋକ୍ତ କଥାକୁ କେବେ ନା କେବେ ତାଙ୍କର ଜୀବନରେ ଶୁଣିଥିବେ । ଜୀବନର ବିଭିନ୍ନ ନିବେଶ ଲକ୍ଷ୍ୟ ସତ୍ତ୍ୱେ, ଅଧିକାଂଶ ବ୍ୟକ୍ତି ତାଙ୍କର ସଞ୍ଚୟ ଉପରେ ଆକର୍ଷଣୀୟ ରିଟର୍ଣ୍ଣ ଓ ସୁରକ୍ଷା ଚାହିଁଥାନ୍ତି । ଏହା ହିଁ ବଜାଜ ଫାଇନାନ୍ସ ଫିକ୍ସଡ ଡିପୋଜିଟ ପ୍ରଦାନ କରିଥାଏ ଯେଉଁଥିରେ ଆକର୍ଷଣୀ ସୁଧା ହାର ସହିତ ଜମାର ସୁରକ୍ଷା ମଧ୍ୟ ରହିଛି । ବଜାଜ ଫାଇନାନ୍ସ ଏଫଡି ସହିତ ୭.୨୫ % ପର୍ଯ୍ୟନ୍ତ ଆଶ୍ୱସ୍ତି ରିଟର୍ଣ୍ଣ ପାଆନ୍ତୁ ନିକଟରେ ଆରବିଆଇ ଦ୍ୱାରା ବଜାରରେ ଲିକ୍ୟୁଡିଟିକୁ ବୃଦ୍ଧି କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି, ରେପୋ ରେଟକୁ ଗତ ବର୍ଷ ଅନେକ ଥର ହ୍ରାସ କରାଯାଇଛି । ଏହା ଦ୍ୱାରା ଅଧିକାଂଶ ଫାଇନାନ୍ସକାରୀମାନଙ୍କ ଦ୍ୱାରା ଏଫଡି ସୁଧ ହାରରେ ହ୍ରାସ ହୋଇଛି । ଏହି କାରଣରୁ ବର୍ତ୍ତମାନ ଏଫଡି ହାର ମାତ୍ର ୪ରୁ ୬ ପ୍ରତିଶତ ରହିଛି । ବର୍ତ୍ତମାନ ବଜାର ଅବସ୍ଥାକୁ ତୁଳନା କଲେ ବଜାଜ ଫାଇନାନ୍ସ ଏଫଡି ସର୍ବାଧିକ (ଏଫଡି ସୁଧ ହାର ) ୭.୨୫ ପ୍ରତିଶତ ପର୍ଯ୍ୟନ୍ତ ପ୍ରଦାନ କରୁଛି ଯାହାକି ବଜାରରେ ପ୍ରାୟତଃ ସର୍ବାଧିକ ଅଟେ ।

ଅଣ ବରିଷ୍ଠ ନାଗରିକମାନେ ୭ ପ୍ରତିଶତ ସୁଧ ହାରରେ ଲାଭ ଉଠାଇ ପାରିବେ ଯେଉଁଥିରେ ବଜାଜ ଫିନସର୍ଭ ୱେବସାଇଟ ଜରିଆରେ ଅନଲାଇନରେ ନିବେଶ କ୍ଷେତ୍ରରେ ୦.୧୦ପ୍ରତିଶତର ଅତିରିକ୍ତ ସୁବିଧା ରହିଛି । ବରିଷ୍ଠ ନାଗରିକମାନେ ନିବେଶର ମାଧ୍ୟମ ନିର୍ବିଶେଷରେ ୭.୨୫ ପ୍ରତିଶତର ଆଶ୍ୱସ୍ତ ରିଟର୍ଣ୍ଣ ସହିତ ତାଙ୍କର ସଞ୍ଚୟକୁ ବୃଦ୍ଧି କରିପାରିବେ । ଏହି ଆକର୍ଷଣୀୟ ଏଫଡି ହାର ସହିତ ଆପଣ ଆପଣଙ୍କର ଜୀବନର ଆର୍ଥିକ ଲକ୍ଷ୍ୟକୁ ପୂରଣ କରିପାରିବେ, ତଥା ନିଜକୁ ସୁରକ୍ଷିତ ରଖିପାରିବେ । ଏଠାରେ ୫ଟି କାରଣ ପ୍ରଦାନ କରାଯାଇଛି ଯାହାକି ବର୍ତ୍ତମାନ ସମୟରେ ବଜାଜ ଫାଇନାନ୍ସ ଅନଲାଇନ ଏଫଡିକୁ ଏକ ନିରାପଦ ନିବେଶ ବିକଳ୍ପ ଭାବରେ ଉପସ୍ଥାପିତ କରିଥାଏ ।

୧. ସର୍ବାଧିକ ନିରାପତ୍ତା ରେଟିଂ : ବଜାଜ ଫାଇନାନ୍ସ ଏଫଡିର ସର୍ବାଧିକ ନିରାପତ୍ତା ରେଟିଂ ଏଫଏଏଏ କ୍ରିଜିଲ ଦ୍ୱାରା ଏମଏଏଏ ରେଟିଂ ଆଇସିଆରଏ ଦ୍ୱାରା ପ୍ରଦାନ କରାଯାଇଛି ଯାହା ସୁନିଶ୍ଚିତ କରିଥାଏ ଯେ, ଆପଣଙ୍କର ସଞ୍ଚୟ ନରାପଦ ଭାବରେ ବୃଦ୍ଧି ହୋଇଥାଏ ।

୨. ଗ୍ରାହକଙ୍କ ବିଶ୍ୱାସ : ୨,୫୦,୦୦୦ରୁ ଅଧିକ ଏଫଡି ଗ୍ରାହକଙ୍କର ବିଶ୍ୱାସ ଏହା ପ୍ରମାଣ କରିଥାଏ ଯେ ଆପଣଙ୍କର ଜମା ବଜାଜ ଫାଇନାନ୍ସ ଏଫଡି ସହିତ ସର୍ବଦା ସୁରକ୍ଷିତ ରହିଛି ।

୩. ଆକର୍ଷଣୀୟ ଡିପୋଜିଟ ବୁକ : ବଜାଜ ଫାଇନାନ୍ସର ଟଙ୍କା ୨୩, ୦୦୦ କୋଟିର ଆକର୍ଷଣୀୟ ଜମା ବହି ରହିଛି ପୁନଶ୍ଚ ଗ୍ରାହକଙ୍କ ବିଶ୍ୱାସକୁ ଦର୍ଶାଇଥାଏ ।

୪. ୦ ଅଣଦାବୀକୃତ ଜମା : ଏକମାତ୍ର ଏନବିଏଫସି ଯାହାଙ୍କର ୦ ଅଣଦାବୀକୃତ ଜମା ରହିଛି, ବଜାଜ ଫାଇନାନ୍ସ ଡିଫଲଟ-ମୁକ୍ତ ଅନୁଭବ ପ୍ରଦାନ କରିବା ସହିତ ସମୟ ଅନୁସାରେ ପେମେଣ୍ଟ କରିଥାଏ ।

୫. କମ୍ପାନୀର ଦୃଢ ପରିଚୟ : କୌଣସି ଏଫଡିରେ ନିବେଶ କରିବା ପୂର୍ବରୁ, ପ୍ରଥମେ କମ୍ପାନୀର ମାନକକୁ ଆକଳନ କରିବା ଆବଶ୍ୟକ ଓ ଏହାର କାର୍ଯ୍ୟକାରୀତା ବିଷୟରେ ବୁଝିନେବା ଉଚିତ ।

ଜାନୁଆରୀ ୨୦୨୧ରେ ପ୍ରକାଶିତ ତ୍ରୟମାସିକ ଫଳାଫଳ ଏହା ଦର୍ଶାଇଥାଏ ଯେ, ଏହାର ନେଟ ଲାଭରେ ବର୍ଷ ପରେ ବର୍ଷ ୧୫ ପ୍ରତିଶତର ସମନ୍ୱିତ ବୃଦ୍ଧି ଦେଖା ଦେଇଛି । ଉତ୍କୃଷ୍ଠ ଲାଭ, ବିକାଶ, ସମ୍ପତ୍ତିର ମାନ ଓ କ୍ୟାପିଟାଲ ଆଡିକ୍ୱେସି ଅନୁପାତ ସହିତ ଆପଣ ଆପଣଙ୍କର ଜମାର ସର୍ବାଧିକ ସୁରକ୍ଷାକୁ ସୁନିଶ୍ଚିତ କରିପାରିବେ ଯେତେବେଳେ ଆପଣ ଏହାକୁ ବଜାଜ ଫାଇନାନ୍ସ ଏଫଡି ସହିତ କରୁଛନ୍ତି । ଆପଣଙ୍କ ଜମା ଉପରେ ସର୍ବାଧିକ ସୁରକ୍ଷା ସହିତ, ବଜାଜ ଫାଇନାନ୍ସ ମଧ୍ୟ ଆପଣଙ୍କୁ ଆପଣଙ୍କର ଘରେ ରହି ବଜାଜ ଫାଇନାନ୍ସ ଅନଲାଇନ ଏଫଡି ମାଧ୍ୟମରେ ନିବେଶ କରିବାର ସୁଯୋଗ ପ୍ରଦାନ କରୁଛି । ଆପଣ ୧୨ ମାସରୁ ୬୦ ମାସ ପର୍ଯ୍ୟନ୍ତ ଅବଧିକୁ ବାଛି ପାରିବେ ଓ ନିବେଶ କରିବା ପୂର୍ବରୁ ଆପଣଙ୍କର ରିଟର୍ଣ୍ଣ ବିଷୟରେ ଏଫଡି ରିଟର୍ଣ୍ଣ କାଲକୁଲେଟର ଜରିଆରେ ମଧ୍ୟ ଜାଣିପାରିବେ ।

ଏହା ସହିତ ଯେଉଁମାନେ ମାସିକ ଭାବରେ ସଞ୍ଚୟକୁ ବୃଦ୍ଧି କରିବାକୁ ଚାହୁଁଛନ୍ତି, ବଜାଜ ଫାଇନାନ୍ସ ସିଷ୍ଟେମାଟିକ ଡିପୋଜିଟ ପ୍ଲାନର ବିକଳ୍ପ ମଧ୍ୟ ପ୍ରଦାନ କରୁଛି । ଏହା ଉଦ୍ୟୋଗରେ ପ୍ରଥମ ସଞ୍ଚୟ ପ୍ଲାନ ଯାହାକି ଆପଣଙ୍କର ସଞ୍ଚୟକୁ ବ୍ୟାପକ ଭାବରେ ବୃଦ୍ଧି କରିଥାଏ ଯାହାକି ମାସିକ ଟ ୫୦୦୦ର ଜମାରୁ ଆରମ୍ଭ । ମାର୍କେଟ ଭୋଲାଟିଲିଟିରେ ବୃଦ୍ଧି ହେବା ସହିତ ବିଭିନ୍ନ ଆର୍ଥିକ ଲକ୍ଷ୍ୟ ପାଇଁ ଅର୍ଥ ସୃଷ୍ଟି କରିବା ଉଦ୍ଦେଶ୍ୟରେ, ବଜାଜ ଫାଇନାନ୍ସ ଅନଲାଇନ ଏଫଡି ହେଉଛି ଏକ ଉତ୍କୃଷ୍ଟ ନିବେଶ ମାଧ୍ୟମ । ବଜାଜ ଫାଇନାନ୍ସ ଅନଲାଇନ ଏଫଡି ସହିତ ଏକ ସ୍ମାର୍ଟ ପସନ୍ଦ କରନ୍ତୁ ଓ ଆପଣଙ୍କର ସଞ୍ଚୟକୁ ନିରାପଦ ଭାବରେ ବୃଦ୍ଧି କରନ୍ତୁ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

May 1, 2026
ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

May 1, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version