• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଉପକୂଳ ସୁରକ୍ଷା ପାଇଁ ଜିଓ-ଟେକ୍ସଟାଇଲ୍‌ ଟ୍ୟୁବ୍ ବେଶ୍ ଉପଯୋଗୀ

Proprietor Abhimanyu Maharana by Proprietor Abhimanyu Maharana
February 8, 2020
in ଓଡ଼ିଶା, ବାଣିଜ୍ୟ, ହୋମ୍
0
ଉପକୂଳ ସୁରକ୍ଷା ପାଇଁ ଜିଓ-ଟେକ୍ସଟାଇଲ୍‌ ଟ୍ୟୁବ୍ ବେଶ୍ ଉପଯୋଗୀ
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡିଶା ତାଜା ନିଉଜ ) ଭୁବନେଶ୍ୱର 8.2.2020 :- ଗରଓା୍ୱରେ ଟେକ୍ନିକାଲ ଫାଇବର ଲିଃ. (ଯାହାକି ପୂର୍ବରୂ ଗରଓା୍ୱରେ ୱାଲ ରୋପ୍ ଲିଃ. ଭାବେ ଭାରତ ତଥା ବିଶ୍ୱ ବଜାରରେ ବେଶ୍ ପରିଚିତି ହାସଲ କରିଥିଲା) ପକ୍ଷରୁ ସମ୍ପ୍ରତି ଏହାର ପେନ୍ଥା ପ୍ରକଳ୍ପର ସଫଳତା ସମ୍ପର୍କରେ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା ।

ଓଡ଼ିଶାରେ ଏହି ପ୍ରକଳ୍ପ ୨୦୧୩ରୁ୨୦୧୬ ମଧ୍ୟରେ ଗତ ୩ ବର୍ଷ ମଧ୍ୟରେ ସମ୍ପନ୍ନ ହୋଇ ପାରିଛି । ପେନ୍ଥା ପ୍ରକଳ୍ପ ଉପକୂଳ ସୁରକ୍ଷା କ୍ଷେତ୍ରରେ ୩ସ୍ତରୀୟ ଜିଓ-ଟେକ୍ସଟାଇଲ ଉପଯୋଗ କରି ବେଶ୍ ସଫଳ ହୋଇପାରିଛି । ଫାଇଲିନ୍‌, ହୁଡ୍ ହୁଡ୍‌ ଏବଂ ଫନି ବାତ୍ୟା ସମୟରେ ଜିଓ-ଟେକ୍ସଟାଇଲ୍‌ର ବ୍ୟବହାର ଦ୍ୱାରା ଉପକୂଳ ଅଂଚଳର ସୁରକ୍ଷାକୁ ରୁଦ୍ଧିମନ୍ତ କରାଯାଇପାରିଛି । ଏହା ସୁନାମୀ ତଥା ଉଚ୍ଚ ଜୁଆରରୁ ଉପକୂଳକୁ ସୁରକ୍ଷିତ ରଖି ପାରିଥାଏ । ୨୦୧୯ ଏପ୍ରିଲ୍ ବାତ୍ୟା ସମୟରେ ପେନ୍ଥା ଗାଁ ତଥା ନିକଟବର୍ତୀ ଗାଁ ଗୁଡ଼ିକ ଜିଓ ସିନ୍ଥେଟିକ୍ ଟ୍ୟୁବ୍‌ର ଉପଯୋଗ ଯୋଗୁ ବିଶେଷ ପ୍ରଭାବିତ ହୋଇ ନ ଥିଲା ।

ଏ ସମ୍ପର୍କରେ ଗରଓା୍ୱରେ ଟେକ୍ନିକାଲ ଫାଇବର ଲିମିଟେଡ ର ଜିଓ ସିନ୍ଥେଟିକ୍ ଡିଭିଜନ୍‌ର ସଭାପତି ତିରୁ କୁଲକର୍ଣ୍ଣୀ କହିଲେ, ପେନ୍ଥା ପ୍ରକଳ୍ପ ଗରଓା୍ୱରେ ଟେକ୍ନିକାଲ ଫାଇବର ଲିଃ.ର ଏକ ଦୃଷ୍ଟାନ୍ତକାରୀ ପ୍ରକଳ୍ପ । ଏହି ପ୍ରକଳ୍ପ ଦ୍ୱାରା ଉପକୂଳବର୍ତୀ ଗାଁ ଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ରଦ୍ଧିମନ୍ତ ହୋଇପାରିଥାଏ । ଫଳରେ ଗାଁର ବାସିନ୍ଦାମାନେ ଉପୃକତ ହୋଇପାରିଥାନ୍ତି । ପେଣ୍ଠ ଅଂଚଳବାସୀଙ୍କ ମୁଖ୍ୟ ଜୀବନ ଜୀବୀକା ମୁଖ୍ୟତଃ ଚାଷ ଉପରେ ପର୍ଯ୍ୟବେସିତ । ଏପରିସ୍ଥଳେ ଜିଓ ସିନ୍ଥେଟିକ୍ ଟ୍ୟୁବ୍ ରଉପଯୋଗ ଦ୍ୱାରା ୬୦୦୦ ହେକ୍ଟର ଜମିରେ ଲୁଣାପାଣି ମାଡ଼ିବାକୁ ପ୍ରତିରୋଧ କରାଯାଇ ପାରିଛି । ଗରଓା୍ୱରେ ଟେକ୍ନିକାଲ ଫାଇବର ଲିଃ.ସମାଜର କଲ୍ୟାଣ କ୍ଷେତ୍ରରେ କାର୍ଯ୍ୟ ଜାରି ରଖିଛି । ପେନ୍ଥା ପ୍ରକଳ୍ପ ସମୁଦ୍ରରେ ବନ୍ଧ କାର୍ଯ୍ୟ ସମ୍ପନ୍ନ କରିଥାଏ । ଏହା ଓଡ଼ିଶାର ଜଳ ସମ୍ପଦ ବିଭାଗ ଦ୍ୱାରା ୟାରମ୍ଭ ହୋଇଛି । ଏହାର ଡିଜାଇନିଂ ଏବଂ ପ୍ରକଳ୍ପ ପରିଚାଳନା ପରାମର୍ଶ ମାଡ୍ରାସ୍ ଆଇଆଇଟି ଦ୍ୱାରା କରାଯାଉଛି । ପେନ୍ଥା କେନ୍ଦ୍ରାପଡ଼ା ଜିଲ୍ଲାର ଉପକୂଳରେ ଥିବା ଏକ ଛୋଟ ବସ୍ତି । ଏଠାକାର ବାସିନ୍ଦାଙ୍କ ସୁରକ୍ଷା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ । ଏହା ୪୫୫ ମିଟର କ୍ଷେତ୍ରକୁ ସୁରକ୍ଷିତ କରିଥାଏ । ଜିଓ ଟ୍ୟୁବ୍ ପରିବେଶ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପକାଇ ନ ଥାଏ ।

ଏହି ପ୍ରକଳ୍ପରେ ବିଶ୍ୱ ବ୍ୟାଙ୍କ ପକ୍ଷରୁ ଭାରତ ସରକାରଙ୍କ ଇଂଟିଗ୍ରେଟେଡତ କୋଷ୍ଟାଲ୍ ଜୋନ୍ ମ୍ୟାନେଜମେଂଟ୍‌ ପ୍ରୋଜେକ୍ଟ ଅନ୍ତର୍ଗତ ଏମ୍‌ଓଇଏଫ୍ ସହାୟତାରେ ୪.୬ ନିୟୁତ ଡଲାର ବିନିଯୋଗ କରାଯାଇଛି । ଏହି ପ୍ରକଳ୍ପ ଉପକୂଳକୁ ସୁରକ୍ଷିତ ରଖିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଜିଓ ସିନ୍ଥେଟିକ୍ ଟ୍ୟୁବ୍‌ର ସ୍ଥାୟିତ୍ୱ ୟୁଭି ରେଡିଏସନ୍ ଉପରେ ନିର୍ଭର କରିଥାଏ । ତେବେ ବାଲି ବସ୍ତା ଏହା ଉପରେ ପକାଇଲେ ଏହା ୟୁଭି ରେଡିଏସନ୍‌ରୁ ସୁରକ୍ଷିତ ରହିଥାଏ । ସୂଚନାଯୋଗ୍ୟ, ଗାରୱେର ଟେକ୍ନିକାଲ ଫାଇବର ଲିଃ. ଜିଓସିନ୍ଥେଟିକ୍ ଉତ୍ପାଦ ପ୍ରସ୍ତୁତିରେ ପରିଚିତି ହାସଲ କରିପାରିଛି । ଏହାର ନିର୍ମାଣ କାରଖାନା ୱାଇ ଏବଂ ପୁଣେ ଠାରେ ରହିଛି । ଏହା ୭୫ଟିରୁ ଅଧିକ ଦେଶରେ କାର୍ଯ୍ୟ ଜାରି ରଖିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ

Vedanta Aluminium Coal Mines showcases next-generation mining technologies at 6th CLI Expo 2026

September 10, 2026

Corrosion-resistant steel solution designed for construction, infrastructure, manufacturing and engineering applications

Corrosion-resistant steel solution designed for construction, infrastructure, manufacturing and engineering applications

September 10, 2026
ଅଭିନେତ୍ରୀ ଶ୍ରୀଲୀଳାଙ୍କ ଦ୍ୱାରା ରାୟଗଡ଼ାରେ କଲ୍ୟାଣ ଜୁଏଲର୍ସର ପ୍ରଥମ ସୋ’ରୁମ ଉନ୍ମୋଚିତ

Actress Ms. Sreeleela Unveils Kalyan Jewellers’ First Showroom in Rayagada

September 10, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ

Vedanta Aluminium Coal Mines showcases next-generation mining technologies at 6th CLI Expo 2026

September 10, 2026
ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ

ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ

September 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version