• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମହାପ୍ରଭୁଙ୍କ ରୋଷଘର – ପୁରୀ

Proprietor Abhimanyu Maharana by Proprietor Abhimanyu Maharana
March 1, 2021
in ଓଡ଼ିଶା, ପୁରୀ, ହୋମ୍
0
ମହାପ୍ରଭୁଙ୍କ ରୋଷଘର – ପୁରୀ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୮ ଫେବୃଆରି,ରବିବାର) ପୁରୀ :- କଥାରେ ଅଛି ଶ୍ରୀକ୍ଷେତ୍ର ପୁରୀରେ ପାଦ ଥାପିଲେ ପାପ ଧୋଇ ହୋଇଯାଏ । ସେହିପରି ଶ୍ରୀମନ୍ଦିରରେ ପାଦ ଦେଲେ କେହି ଭୋକିଲା ରୁହେ ନାହିଁ । ଜଣେ ପ୍ରକୃତ ଭକ୍ତ କେବେ ହେଲେ ଉପାସରେ ଏଠାରୁ ଯିବ ନାହିଁ । ଏହା ଶ୍ରୀଜଗନ୍ନାଥଙ୍କ ଲୀଳା କ୍ଷେତ୍ର । ଯେତେ ଲୋକ ହେଲେ ମଧ୍ୟ ଏଠାରେ ମହାପ୍ରସାଦ ନିଅଂଟ ହୁଏ ନାହିଁ । ଜଗନ୍ନାଥଙ୍କ ଦକ୍ଷିଣ ହାତ କେବେ ଶୁଖେ ନାହିଁ । ଏହାର କାରଣ ହେଲେ ଏହି ହାତ ନ ଶୁଖିବା ପାଇଁ ରୋଷଘରର ବ୍ୟବସ୍ଥା ହେଉଛି ।

“ଯେତେ ଦେଉଥିବୁ ସେତେ ଖାଉଥିବି ନ ସୁଖିବ ମୋର ହାତ, ଲୋକେ କହୁଥିବେ ଖାଇବା ଠାକୁର ନୀଳାଚଳେ ଜଗନ୍ନାଥ”

ରୋଷଘରର ଦୈର୍ଘ୍ୟ ୧୫୦ ଫୁଟ, ପ୍ରସ୍ତ ୧୦୦ ଓ ଉଚ୍ଚତା ୨୦ ଫୁଟ । ପ୍ରତ୍ୟେକ ଦିନ ପାଖାପାଖି ୬୦୦ ସୁଆର ଓ ୪୦୦ ସହଯୋଗୀ ରନ୍ଧା କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି । ରୋଷଘରେ ୭୪୨ ଚୁଲି ଅଛି ବୋଲି ଲେଖା ଯାଇଥିଲେ ମଧ୍ୟ ପ୍ରକୃତରେ ୨୪୩ ଚୁଲି ରହିଛି । ଚୁଲିଗୁଡିକ ୩ ପ୍ରକାର ଭାଗ କରାଯାଇଛି । ସେଗୁଡିକ ହେଲା ଅନ୍ନ ଚୁଲି, ଅହିଆ ଚୁଲି ଓ ପିଠା ଚୁଲି । ଏହା ଭିତରକୁ ପ୍ରବେଶ କରୁଥିବା ସେବକମାନେ କେବଳ ଦକ୍ଷିଣ କାଳୀଙ୍କ ସିନ୍ଦୁର ବ୍ୟତୀତ ଅନ୍ୟ କେଉଁ ଦେବା ଦେବୀଙ୍କର ସିନ୍ଦୁର, ଚନ୍ଦନ ଲଗାଇ ଯାଇପାରିବେ ନାହିଁ । ପ୍ରତିଦିନ ୧୦ ହଜାରରୁ ଲକ୍ଷେ ପର୍ଯ୍ୟନ୍ତ ମହାପ୍ରସାଦ ପ୍ରସ୍ତୁତ ହୋଇଥାଏ । ବିଶ୍ୱାସ ରହିଛି ମହାଲକ୍ଷ୍ମୀ ନିଜେ ଏଠାକୁ ଚତୁର୍ଦ୍ଧାମୁର୍ତିଙ୍କ ପାଇଁ ରାନ୍ଧିବାକୁ ଆସିଥାନ୍ତି । ସର୍ବସାଧାରଣଙ୍କୁ ମହାପ୍ରଭୁଙ୍କ ରୋଷଘର ଦେଖିବା ମନା । ଉକ୍ରଳୀୟ ସଂସ୍କୃତି ଅନୁସାରେ ଆମ ରୋଷେଇ ଘର ବାହାର ଲୋକ ଦେଖିଲେ ମାରା ।

ସେହି ଦୃଷ୍ଟିରୁ ମହାପ୍ରଭୁଙ୍କ ରୋଷଘର ମଧ୍ୟ ନିର୍ଦ୍ଦିଷ୍ଟ ସେବକଙ୍କ ବ୍ୟତୀତ ଅନ୍ୟ କେହି ପ୍ରବେଶ କରିପାରିବେ ନାହିଁ । ରଥଯାତ୍ରା ବେଳେ ଶ୍ରୀଜଗନ୍ନାଥ ଗୁଣ୍ଡିଚାଘର ଯାଇଥିବା ବେଳେ ଚୁଲି ସବୁ ଭଙ୍ଗା ହୋଇ ଯାଇଥାଏ । କାରଣ ସେହି ଚୁଲି ଯେପରି ଅନ୍ୟ କେଉଁମାନେ ଦେଖିପାରିବେ ନାହିଁ । ମହାପ୍ରଭୁଙ୍କ ରୋଷଘର ଚୁଲି ସମ୍ପୂର୍ଣ୍ଣ ବୈଦିକ ବିଧାନ ଅନୁସାରେ ପ୍ରସ୍ତୁତ । ଅଗ୍ନିଙ୍କର ୭ଟି ଜିହ୍ୱା ଥିବାରୁ ଏଠାରେ ଚୁଲିର ୭ଟି ଜିହ୍ୱା ବା ମୁଖ ରହିଛି । ପ୍ରତ୍ୟେକ ମୁଖାରେ ଗୋଟିଏ ଗୋଟିଏ କୁଡୁଆ ରଖାଯାଏ ଏବଂ ସେହି କୁଡୁଆ ଉପରେ ୭ଟି କୁଡୁଆ ରଖାଯାଇ ରୋଷେଇ କରାଯାଏ । ସବୁଠାରୁ ବଡ କଥା ସମସ୍ତ ଖାଦ୍ୟ ବାମ୍ଫରେ ପ୍ରସ୍ତୁତ ହୋଇଥାଏ । ସବା ଉପରେ ଥିବା କୁଡୁଆ ଆଗ ପ୍ରସ୍ତୁତ ହୋଇଥାଏ ।

ଅନ୍ନ ବ୍ୟଞ୍ଜନ ଯେଉଁ ଚୁଲିରେ ହୁଏ ସେହି ଚୁଲିରେ ଡାଲି ତରକାରୀ ପ୍ରସ୍ତୁତ କରାଯାଏ ନାହିଁ । ଧର୍ମଶାସ୍ତ୍ର ଅନୁସାରେ ରୋଷଶାଳାର ରକ୍ଷକ ହେଉଛନ୍ତି ଦକ୍ଷିଣକାଳୀ । ପ୍ରଥମ ଚୁଲି ହେଉଛି ମା’ଦକ୍ଷିଣ କାଳୀଙ୍କର । ଦ୍ୱିତୀୟ ଚୁଲି ରାଘବ ଦାସ ମଠର, ତୃତୀୟ ଚୁଲି ବଡ ଓଡିଆ ମଠର, ୪ର୍ଥ ଚୁଲି ଭିତରଚ୍ଛ ମହାପାତ୍ର, ୫ମ ଏମାର ମଠର । ଏ ଭଳି ଭାବେ ଅନ୍ୟ ଚୁଲାଗୁଡିକ ମଧ୍ୟ ବଂଟାଯାଇଛି । ସୁଆରମାନେ କେବଳ ରାନ୍ଧିବା ପାଇଁ ଏଠାକୁ ଯିବେ । ରୋଷଘରେ ୧୦ଟି ଘର ରହିଛି । ଏହା ଦଶଦିଗପାଳ, ଦଶଅବତାର, ଦଶମହାବିଦ୍ୟାର ଆକ୍ଷା ପ୍ରଦାନ କରୁଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ରୋଷଘର ଉତାପ ବାହ୍ୟ ତାପମାତ୍ରାଠାରୁ ୧୫ରୁ ୨୦ ଡିଗ୍ରୀ ଅଧିକ । ମା’ଦକ୍ଷିଣକାଳୀ ପ୍ରବଳ ଉତାପରୁ ସେବକମାନଙ୍କ ଅଙ୍ଗକୁ ରକ୍ଷା କରିଥାନ୍ତି । ( ପୁରୀ/ଶ୍ରୀ ପ୍ରିୟବ୍ରତ ତ୍ରିପାଠୀ)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଆନ୍ତର୍ଜାତୀୟ ମହିଳା ଦିବସର ପ୍ରଥମ ଦିନରେ “ଶକ୍ତି ସ୍ୱରୂପିଣୀ” କାର୍ଯ୍ୟକ୍ରମ

ଆନ୍ତର୍ଜାତୀୟ ମହିଳା ଦିବସର ପ୍ରଥମ ଦିନରେ “ଶକ୍ତି ସ୍ୱରୂପିଣୀ” କାର୍ଯ୍ୟକ୍ରମ

March 8, 2026
ହାଇୱା ଗାଡି ଧକ୍କାରେ ତିନି ଯୁବକ ମୃତ୍ୟୁ

ହାଇୱା ଗାଡି ଧକ୍କାରେ ତିନି ଯୁବକ ମୃତ୍ୟୁ

March 8, 2026
ସ୍ୱାଧୀନତା ସଂଗ୍ରାମୀ ବୈକୁଣ୍ଠ ନାଥ ଦାସଙ୍କ ବିୟୋଗରେ ଶୋକ

ସ୍ୱାଧୀନତା ସଂଗ୍ରାମୀ ବୈକୁଣ୍ଠ ନାଥ ଦାସଙ୍କ ବିୟୋଗରେ ଶୋକ

March 8, 2026
ଡ଼ଃ ବାବା ସାହେବ ଆମ୍ବେଦକରଙ୍କୁ ଅସମ୍ମାନ, ବ୍ୟାନରକୁ ଚିରିଦେଲେ ଦୁର୍ବୃତ୍ତ, ତୁରନ୍ତ ଗିରଫ ପାଇଁ ଦାବୀ

ଡ଼ଃ ବାବା ସାହେବ ଆମ୍ବେଦକରଙ୍କୁ ଅସମ୍ମାନ, ବ୍ୟାନରକୁ ଚିରିଦେଲେ ଦୁର୍ବୃତ୍ତ, ତୁରନ୍ତ ଗିରଫ ପାଇଁ ଦାବୀ

March 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଆନ୍ତର୍ଜାତୀୟ ମହିଳା ଦିବସର ପ୍ରଥମ ଦିନରେ “ଶକ୍ତି ସ୍ୱରୂପିଣୀ” କାର୍ଯ୍ୟକ୍ରମ

ଆନ୍ତର୍ଜାତୀୟ ମହିଳା ଦିବସର ପ୍ରଥମ ଦିନରେ “ଶକ୍ତି ସ୍ୱରୂପିଣୀ” କାର୍ଯ୍ୟକ୍ରମ

March 8, 2026
ହାଇୱା ଗାଡି ଧକ୍କାରେ ତିନି ଯୁବକ ମୃତ୍ୟୁ

ହାଇୱା ଗାଡି ଧକ୍କାରେ ତିନି ଯୁବକ ମୃତ୍ୟୁ

March 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version