• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଜାତୀୟସ୍ତରୀୟ ହସ୍ତତନ୍ତ ମେଳା – କଳା ଓ ସଂସ୍କୃତି ସମୃଦ୍ଧ ରାଜ୍ୟ ଓଡ଼ିଶା

Proprietor Abhimanyu Maharana by Proprietor Abhimanyu Maharana
February 5, 2020
in ଓଡ଼ିଶା, ବାଣିଜ୍ୟ, ହୋମ୍
0
ଜାତୀୟସ୍ତରୀୟ ହସ୍ତତନ୍ତ ମେଳା –              କଳା ଓ ସଂସ୍କୃତି ସମୃଦ୍ଧ ରାଜ୍ୟ ଓଡ଼ିଶା
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡିଶା ତାଜା ନିଉଜ ) ଭୁବନେଶ୍ୱର ରିପୋର୍ଟ ସୋନାଲି 2020 :- କଳା ଓ ସଂସ୍କୃତି ସମୃଦ୍ଧ ରାଜ୍ୟ ଓଡ଼ିଶା । ଏହାର ହସ୍ତତନ୍ତ ଓ ହସ୍ତଶିଳ୍ପ କଳାପାଇଁ ବହୁ ଯୁଗରୁ ପରିଚିତ । ଆଜି ମଧ୍ୟ ଓଡ଼ିଶା ଭାରତର ଏକ ପ୍ରମୁଖ ହସ୍ତତନ୍ତ ବସ୍ତ୍ର ଉତ୍ପାଦନକାରୀ ରାଜ୍ୟ ଭାବେ ଖ୍ୟାତି ଅର୍ଜନ କରିଅଛି । ଉଚ୍ଚ କୋଟିର ହସ୍ତତନ୍ତ ବସ୍ତ୍ର ଉତ୍ପାଦନ କରିବା ଓଡ଼ିଶାର ଏକ ପରମ୍ପରା ଭାବେ ଚାଲିଆସୁଅଛି । ସମ୍ବଲପୁରୀ ଓ ସୋନପୁରୀ ବାନ୍ଧ ଶାଢୀ ନୂଆପାଟଣାର ଖଣ୍ଡୁଆ, ବରଗଡ଼ର ବାନ୍ଧ ବେଡ଼ସିଟ୍ ତଥା ସର୍ବୋପରି ବମ୍‌କାଇ କଟନ୍ ବସ୍ତ୍ର ବିଶେଷ ଭାବରେ ରାଜ୍ୟ ତଥା ରାଜ୍ୟ ବାହାରେ ବିଶେଷ ଭାବରେ ଆଦୃତ ହୋଇପାରିଛି । ବମ୍‌କାଇ କଟନ୍ ବସ୍ତ୍ର ତଥା ଡ୍ରେସ୍‌ ମାଟେରିଆଲ୍ସ ର ରଙ୍ଗ ଓ ଡିଜାଇନ୍ ଗ୍ରାହକମାନଙ୍କ ମଧ୍ୟରେ ବିଶେଷ ଆଦୃତ ହୋଇଅଛି । ବମକାଇ ବସ୍ତ୍ର ପ୍ରଥମେ ଗଞ୍ଜାମ ଜିଲ୍ଲାର ପାତ୍ରପୁର ତହସିଲ ମଧ୍ୟରେ ବମକାଇ ଗ୍ରାମରେ ସୃଷ୍ଟି ହୋଇଥିବାରୁ ଏହି ଡିଜାଇନ ବସ୍ତ୍ରକୁ ‘ବମକାଇ’ ବୋଲି କୁହାଯାଇଥାଏ । ପ୍ରଥମତଃ ଏହା ମୋଟା କାର୍ପାସ ସୁତାରେ ପ୍ରସ୍ତୁତ ହେଉଥିଲା । ମୁହଁରେ ଏକ୍ସଟ୍ରା ଭରଣି ସୂତା (ରଙ୍ଘଗ୍ଧକ୍ସବ ଙ୍ଗରଲଗ୍ଧ) ଲଗାଇ ବମକାଇ ଲୁଗା ପ୍ରସ୍ତୁତ କରାଯାଉଥିଲା । ବମକାଇ ଶାଢୀରେ କଲରା, କଣ୍ଠିଫୁଲ, ଅତସିଫୁଲ, ପଦ୍ମଫୁଲ, ମାଛ, କଇଁଛ, ମୟୁର ଓ ବିଭିନ୍ନ ଚଢେଇ ର ଛବି (ଜ୍ଞକ୍ଟଗ୍ଧସଲ) ବିଶେଷ ଆକର୍ଷଣୀୟ ହୋଇଥାଏ । ପ୍ରଥମତଃ ଜ୍ୟାମିତିକ ଜ୍ଞକ୍ଟଗ୍ଧସଲ ରେ ବମକାଇ କରାଯାଉଥିଲା । ମାଛକୁ ଶୁଭ ରୁପେ ମାନୁଥିବାରୁ ବିଭିନ୍ନ ମାଛର ଜ୍ଞକ୍ଟଗ୍ଧସଲ ମଧ୍ୟ ଏହି ଶାଢୀ ରେ ବ୍ୟବହାର କରାଯାଏ । ବମକାଇ କଟନ ଶାଢୀର ଦୁଇପଟକଡ଼ ରେ କୁମ୍ଭ ର ଡିଜାଇନ୍ ଧଡ଼ି (ଭକ୍ଟକ୍ସୟରକ୍ସ) ଦେଇ ଆକର୍ଷଣୀୟ କରାଯାଇଥାଏ ।

ଏହି ବମକାଇର ପୁରାତନ ଡିଜାଇନକୁ ନୂତନ ରୁପରେଖ ଦେଇ ୮୦ ରୁ ୯୦ ଦଶକ ପର୍ଯ୍ୟନ୍ତ ସୋନପୁର ମଧ୍ୟରେ ଥିବା ବୁଣାକାରଙ୍କ ଦ୍ୱାରା ଉତ୍ପାଦିତ ହେଉଥିଲା । ବିଭିନ୍ନ ଡିଜାଇନକୁ ପରୀକ୍ଷା ନିରୀକ୍ଷା ସହ ବାନ୍ଧ ଡିଜାଇନ୍ ଓ ଜରିକୁ ଏକ୍ସଟ୍ରା ବୁଣାରେ ବ୍ୟବହାର କରି ବମକାଇ କଟନ୍‌ ବସ୍ତ୍ର ପ୍ରସ୍ତୁତ କରାଯାଉଥିଲା । ପରେ ବଡ଼ି ବମକାଇ ଶାଢ଼ୀ ଓ ଏଥିରେ ଜରି ଲଗାଇ ବମକାଇ ଶାଢୀ ଉତ୍ପାଦନ କରାଗଲା । ବର୍ତମାନ ବମକାଇ କଟନ୍ ବସ୍ତ୍ର ସୁବର୍ଣ୍ଣପୁର, ବଲାଙ୍ଗୀର ଓ ବୌଦ୍ଧ ଜିଲ୍ଲାରେ ମେହେର ସମ୍ପ୍ରଦାୟ ବୁଣାକାରଙ୍କ ଦ୍ୱାରା ଉତ୍ପାଦିତ ହେଉଅଛି । ଏହି ବମକାଇ କଟନ୍ ବସ୍ତ୍ର ବିଶେଷ ଭାବରେ ଅନ୍ୟ ହସ୍ତତନ୍ତ ବସ୍ତ୍ର ତୁଳନାରେ ଖୁବ୍ ସୁନ୍ଦର ଓ ଆର୍କଷଣୀୟ ହେଉଥିବାରୁ, ଏହା ଗ୍ରାହକମାନଙ୍କ ମଧ୍ୟରେ ଖରିଦ୍ କରିବାପାଇଁ ବିଶେଷ ଆଗ୍ରହ ସୃଷ୍ଟି କରୁଛି । -୨- ବମକାଇ କଟନ୍ ବସ୍ତ୍ରକୁ ଆଧୁନିକ ସମାଜରେ ଅଧିକ ଲୋକପ୍ରିୟ କରିବାପାଇଁ ଏଥିରେ ଏକ୍ସଟ୍ରା ବୁଣା ସୁତାରେ ଫୁଲ, ନାଚୁଥିବା କଣ୍ଢେଇ, ବିଭିନ୍ନ ଗଛ, କଇଁଛ, ମାଛ ଓ ଲତା ଆଦିର ମୋଟିଭ୍ ବ୍ୟବହାର କରି ପ୍ରସ୍ତୁତ କରାଯାଉଅଛି । ବମକାଇ କଟନ୍ ବସ୍ତ୍ର ବୁଣୁଥିବା ବୁଣାକାରମାନେ ସ୍ୱଚ୍ଚ୍ଥଳ ଅଟନ୍ତି । ଏହି ବମକାଇ ଶାଢୀର ଚାହିଦା ବିଶେଷ ଭାବରେ ଥିବାରୁ ବୁଣାକାରମାନେ ଏହାର ବିକ୍ରିରେ କୌଣସି ଅସୁବିଧା ଅନୁଭବ କରିପାରୁନାହାନ୍ତି । ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ବମକାଇ ଶାଢୀ ଓ ଡ୍ରେସ୍ ମାଟେରିଆଲ ବୁଣାକାର ସମବାୟ ସମିତି, ସ୍ୱୟଂ ସହାୟକ ଗୋଷ୍ଠୀ, ମାଷ୍ଟର ବୁଣାକାର ଓ ନିଜ ଅଂଚଳର ଗ୍ରାହକମାନଙ୍କୁ ବିକ୍ରି କରନ୍ତି । ହସ୍ତତନ୍ତର ଅଗ୍ରଣୀ ସଂସ୍ଥା ଯଥା; ବୟନିକା, ଉତ୍କଳିକା, ସେରିଫେଡ଼୍ ତଥା ସମ୍ବଲପୁରୀ ବସ୍ତ୍ରାଳୟ ଏହି ବସ୍ତ୍ରର ବିକ୍ରି ପାଇଁ ଖରିଦ୍ କରି ନିଜସ୍ୱ ବିକ୍ରି କେନ୍ଦ୍ର ତଥା ବିଭିନ୍ନ ପ୍ରଦର୍ଶନୀରେ ବିକ୍ରି କରନ୍ତି । ବମକାଇ ବୁଣୁଥିବା ବୁଣାକାରଙ୍କୁ ରାଜ୍ୟ ତଥା କେନ୍ଦ୍ର ସରକାର ବିଭିନ୍ନ ଯୋଜାନା ମାଧ୍ୟମରେ ଆର୍ଥିକ ସହାୟତା କରୁଛନ୍ତି, ଯଦ୍ୱାରା ବୁଣାକାରମାନେ ସ୍ୱାବଲମ୍ବି ହୋଇ ବୁଣାକାର୍ଯ୍ୟ କରୁଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

March 8, 2026
ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

March 8, 2026
ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

March 8, 2026
ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

March 8, 2026

Recent News

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

March 8, 2026
ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

March 8, 2026
ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

March 8, 2026
ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

March 8, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

March 8, 2026
ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

March 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version