No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ଫେବ୍ରୁଆରି,ରବିବାର ) ନୟାୟଗଡ଼ :- ଜ଼ିଲ୍ଲା ଶାନ୍ତି କମିଟି ଦ୍ୱାରା ଗ୍ରମବିବାଦର ସମାଧାନ । ତୁଳସୀପୁର ବିନୋଦ ପ୍ରଧାନ ଙ୍କ ପାରିବାରିକ ବିବାଦକୁ ନେଇ ଗ୍ରାମବାସୀରେ ଅସ୍ଥିରତା ଦେଖାଦେବାରୁ ସମାଧାନ ପାଇଁ ଜ଼ିଲ୍ଲା ଶାନ୍ତି କମିଟି ଡକାଯାଇଥିଲା । ଏଥିନେଇ ତା 10/02/2021ରିଖରେ ଶାନ୍ତି କମିଟିର ସା. ସମ୍ପାଦକ ମଧୁସୂଦନ ପଟ୍ଟନାୟକ ତୁଳସୀପୁର ପ୍ରାଥମିକ ବିଦ୍ୟାଳୟରେ ଏକ ବୈଠକ ଡକାଇ ବିବାଦର ଶାନ୍ତି ପୁର୍ଣ ଆପୋଷ ସମାଧାନ କରାଗଲା ।

ରାଜକିଶୋର ଦଳବେହେରାଙ୍କ ସଭାପତିତ୍ବରେ ଭରତ ପ୍ରଧାନ, ଅନ୍ତର୍ଯ୍ୟାମୀ ସାହୁ, ଗୋପାଳକୃଷ୍ଣ ସ୍ୱାଇଁ, ଦେବରାଜ ବରାଡ଼, ଚକ୍ରଧର ଜେନା, ଜଳଧର ଷଣ୍ଢ, ଗୌରାଙ୍ଗ ପ୍ରଧାନ, କୃପାସିନ୍ଧୁ ଭଟ୍ଟ, କାହ୍ନୁଚରଣ ବେହେରା ଅଂଶଗ୍ରହଣ କରିଥିଲେ । ( (ନୟାୟଗଡ଼ ଜ଼ିଲ୍ଲା,ରିପୋର୍ଟ -ରାମକୃଷ୍ଣ ରଥ)
No Result
View All Result