ଓଡ଼ିଶା ତାଜା ନ୍ୟୁଜ୍ (୧୨ ଫେବୃଆରୀ ଶୁକ୍ରବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ରେ ନୂତନ ବିଡ଼ିଓ ବିବୁଧ ଗଡ଼ନାୟକ ଯୋଗ ଦେଇଛନ୍ତି । ନୂଆଗାଁ ବ୍ଲକ୍ ବିଡ଼ିଓ ଦାୟିତ୍ୱରେ ଥିବା ନୟାଗଡ ବିଡ଼ିଓ ଙ୍କ ଠାରୁ ନୂତନ ବିଡ଼ିଓ ବିବୁଧ ଗଡ଼ନାୟକ ଦାୟିତ୍ଵ ଗ୍ରହଣ କରିଛନ୍ତି । ପୂର୍ବରୁ ନୂତନ ବିଡ଼ିଓ ଶ୍ରୀ ଗଡ଼ନାୟକ ଧରାକୋଟ ବ୍ଲକ୍ ରେ ବିଡ଼ିଓ ଭାବେ କାର୍ଯ୍ୟକାରୀ ପ୍ରଶଂସନୀୟ ହୋଇଥିଲେ ।














