ଭୁବନେଶ୍ୱର (ଓଡିଶା ତାଜା ନିଉଜ ) ଭୁବନେଶ୍ୱର 2.2.2020 :- ଆମେ ସମସ୍ତେ ସାହିତ୍ୟକୁ ସମାଜର ଆଇନା ବୋଲି କହିଥାଉ ।
ହେଲେ ତାହା ଭୁଲ । କାରଣ ଆଇନା କେବଳ ବାସ୍ତବତାକୁ ଦେଖାଏ । ମାତ୍ର ସାହିତ୍ୟ ଉଭୟ ବାସ୍ତବ ଓ କଳ୍ପନାକୁ ଦେଖାଇ ଥାଏ । ଆଜି ଏ ଭୁଲ ଧାରଣା ପ୍ରସିଦ୍ଧ ସିନ୍ଧି କବି ଡ଼ ବାସୁଦେବ ମୋହିଙ୍କ ବକ୍ତବ୍ୟ ଶୁଣିବା ପରେ ଦୂର ହେଲା ।
ତାଙ୍କ ଭଳି ଜଣେ ପ୍ରଚଣ୍ଡ ପ୍ରତିଭାର ଅଧିକାରୀଙ୍କୁ ଭେଟି ନିଜକୁ ଧନ୍ୟ ମନେ କରୁଛି । ସୋଆ ସାହିତ୍ୟ ଉତ୍ସଵର ଉଦଘାଟନ ଅବସରରେ …