• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

24ଘଣ୍ଟା ନ ପୁରୁଣୁ ଧରା ପଡ଼ିଲେ ଡକାୟତି ଗ୍ୟାଙ୍ଗ । ମାଷ୍ଟର ମାଇଣ୍ଡ କୁ ଖୁବ୍ ଶୀଘ୍ର ଧରିବେ ପୋଲିସ – ରଶ୍ମି ରଂଜନ

Proprietor Abhimanyu Maharana by Proprietor Abhimanyu Maharana
February 1, 2020
in ଅପରାଧ, ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
0
24ଘଣ୍ଟା ନ ପୁରୁଣୁ ଧରା ପଡ଼ିଲେ ଡକାୟତି ଗ୍ୟାଙ୍ଗ । ମାଷ୍ଟର ମାଇଣ୍ଡ କୁ ଖୁବ୍ ଶୀଘ୍ର ଧରିବେ ପୋଲିସ – ରଶ୍ମି ରଂଜନ
Share on FacebookShare on TwitterWhatsapp

ନୟାଗଡ ଜିଲ୍ଲା (ଓଡିଶା ତାଜା ନ୍ୟୁଜ୍) ରଣପୁର – ପ୍ରତିନିଧି ସୋନାଲି 1/02/2020 :- ରଣପୁର ଏନଏସି ଅନ୍ତର୍ଗତ ପାଇକସାହି ରେ ଜୈନିକ ବ୍ୟକ୍ତିଙ୍କ ବାରିପଟ ଗ୍ରିଲ୍ ଭାଙ୍ଗି ଡକାୟତ ଅଭିଯୋଗରେ ପୁଲିସ ଆଜି ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିବା ଜଣାଯାଇଛି । ଥାନାରେ ଅଭିଯୋଗ ଅନୁଯାୟୀ ରଣପୁର ପାଇକସାହି ରେ ଗତ ମଙ୍ଗଳବାର ବିଳମ୍ବିତ ରେ ସତ୍ୟନାରାୟଣ ସାହୁଙ୍କ ବାରିପଟ ଗ୍ରିଲ୍ ଭାଙ୍ଗି ଏକ ଡକାୟତ ଦଳ ଘର ଭିତରକୁ ପ୍ରବେଶ କରିଥିଲେ । ଘର ଭିତରେ ପଶି ଶୋଇଥିବା ସମସ୍ତ ସଦସ୍ୟଙ୍କ ରୁମରେ ଚାବି ପକାଇ ଦେଇଥିଲେ । ଯାହାଫଳରେ ଘର ର କୌଣସି ସଦସ୍ୟ ଡକାୟତ ର କୌଣସି ସୁରାକ ପାଇନଥିଲେ । ଲୁଟେରା ମାନେ ଘର ଲୋକଙ୍କୁ ରୁମ ଭିତରେ ଶୋଇଥିବା ଅବସ୍ଥାରେ ବାହାର ପଟୁ ତାଲା ପକାଇ ଦେଇଥିଲେ । ପରେ ଦାଣ୍ଡଘର ପାଖକୁ ଲାଗି ରହିଥିବା ଏକ କୋଠରୀ ତାଲା ଭାଙ୍ଗି ଆଲମିରା ଥିବା ୧୨୦ ଗ୍ରାମ ସୁନା, ୫୦୦ ଗ୍ରାମ ରୂପା ଓ ନଗଦ ୨ ଲକ୍ଷ ୮୫ ହଜାର ଟଙ୍କା ଲୁଟି ନେଇଥିଲେ । ତେବେ ସକାଳ ସାଢେ ୬ ଟା ରେ ନିଦ ଭାଙ୍ଗିବା ପରେ ଘର ଲୋକେ ମୋବାଇଲ ଯୋଗେ ପଡୋଶୀ ଲୋକଙ୍କୁ ଡାକି ତାଲା ଭାଙ୍ଗିବାରୁ ଘର ର ସଦସ୍ୟ ମାନେ ବାହାରକୁ ବାହାରି ତୁରନ୍ତ ଥାନାରେ ଜଣାଇଥିଲେ । ପରେ ରଣପୁର ଥାନାରେ ୩୧/୨୦ ରେ ଏକ ମକଦ୍ଦମା ରୁଜ୍ଜୁ ହୋଇଥିଲା । ପୁଲିସ ତଦନ୍ତ କରି ରଣପୁର ଉପର ସାହିର ୩ ଜଣଙ୍କୁ ଆଣି ପଚରା ଉଚରା ଚଳାଇଥିଲା । ପ୍ରତି ମାସରେ ରଣପୁର ଅଚଂଳରେ ଏଭଳି କିଛି ଚୋରି ଡକାୟତି ହେଉଥିବାରୁ ପୁଲିସ ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ନେଇଥିଲା । ପରେ ଅଭିଯୁକ୍ତ ମାନଙ୍କର ଫୋନ କୁ ଟ୍ରାକିଙ୍ଗି କରିଥିଲା । ଆଜି ଏହି ଘଟଣାରେ ପୁଲିସ ରଣପୁର ଉପର ସାହିର ନବ ରଥିଙ୍କ ପୁଅ ମୁନ୍ନା ରଥି (୨୦) ,ଭଗବାନ ସ୍ୱାଇଁ ଙ୍କ ପୁଅ ଚନ୍ଦନ ସ୍ୱାଇଁ(୨୦) ଓ ଅନ୍ୟଜଣେ ନାବାଳକକୁ ଗିରଫ କରି କୋର୍ଟ ଚାଲଣ କରିଥିଲେ । ନାବାଳକ କୁ ଢେଙ୍କାନାଳ ଜେଲ କୁ ପଠାଇ ଦିଆ ଯାଇଥିବା ବେଳେ ଅନ୍ୟ ୨ ଜଣଙ୍କ ଜାମିନ ନାମଞୁର ହେବାରୁ ସେମାନଙ୍କୁ ଜେଲ କୁପଠାଇ ଦିଆଯାଇଛି । ଖୋର୍ଦ୍ଧା ଅଚଂଳର ମାଷ୍ଟର ମାଇଣ୍ଡ ନିର୍ଦ୍ଦେଶ ରେ ରଣପୁର ରେ ଏକ ଡକାୟତ ଟିମ୍ ଗଠନ ହୋଇଥିଲା । ଏହି ଟିମ୍ ଅତି ସତର୍କତାର ସହିତ ପ୍ରତିମାସରେ ରଣପୁର ଅଚଂଳରେ ୨ ଟି ଲେଖାଁଏ ଡକାୟତି କରି ଆସୁଥିଲେ । ଏମାନେ ନରସିଂହ ପୁର , ଆରଡା, ରଘୁନାଥ ପୁର , ରଣପୁର ଅମଲାପଡା ଓ ପାଇକ ସାହି ଡକାୟତି ଘଟଣାରେ ସଂପୃକ୍ତ ବୋଲି ପୁଲିସ କହିଛି । ଏମାନେ ସାଧାରଣତଃ ଦେହରେ ତେଲ ଘସି ହୋଇ ବିଭିନ୍ନ ପ୍ରକାର ମାରଣା ଅସ୍ତ୍ର ନେଇ ଡକାୟତ କରିଥାନ୍ତି । ଏବଂ ଯୋଉଁ ଘରେ ଡକାୟତ କରନ୍ତି ସେ ଘରେ ସେ ଘରେ ଭାତ ତରକାରୀ ଖାଇଥାନ୍ତି ବୋଲି ଜଣାଯାଇଛି । ଏହି ଘଟଣାରେ ଆଇଆଇସି ରଶ୍ମିରଞ୍ଜନ ଦାଶ ଙ୍କ ନିର୍ଦ୍ଦେଶରେ ସେକେଣ୍ଡ ଅଫିସର ପ୍ରୀତି ପ୍ରକାଶ ମହାନ୍ତି ଓ ବିନିତା ନାୟକ ଘଟଣାର ତଦନ୍ତ କରୁଥିଲେ । ମାଷ୍ଟର ମାଇଣ୍ଡ କୁ ଖୁବ୍ ଶୀଘ୍ର ଧରିବେ ବୋଲି ଆଇଆଇସି ରଶ୍ମି ରଞ୍ଜନ ଦାଶ ଜଣାଇଛନ୍ତି ।

ଜଣାଯାଇଛି

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ALL ODISHA CONTRACTORS WELFARE ASSOCIATION HAS WITHDRAWN FROM THE  PROTEST

ALL ODISHA CONTRACTORS WELFARE ASSOCIATION HAS WITHDRAWN FROM THE PROTEST

March 7, 2026
ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

March 7, 2026
ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

March 7, 2026
ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ – ମହତପଲ୍ଲାରେ ବାର୍ଷିକ ଉତ୍ସବ

ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ – ମହତପଲ୍ଲାରେ ବାର୍ଷିକ ଉତ୍ସବ

March 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ALL ODISHA CONTRACTORS WELFARE ASSOCIATION HAS WITHDRAWN FROM THE  PROTEST

ALL ODISHA CONTRACTORS WELFARE ASSOCIATION HAS WITHDRAWN FROM THE PROTEST

March 7, 2026
ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

March 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version