No Result
View All Result

ଓଡ଼ିଶା ତାଜା ନ୍ୟୁଜ (୪ ଫେବୃଆରୀ ଗୁରୁବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମାଳି ସାହି ପଞ୍ଚାୟତ ରେ ଥିବା ଗତିଃଶ୍ୱର ଡିଗ୍ରୀ ମହାବିଦ୍ୟାଳୟ ପରିଦର୍ଶନ କରିଛନ୍ତି ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା । ଗତିଃଶ୍ଵର ଡିଗ୍ରୀ ମହାବିଦ୍ୟାଳୟ ରେ ନୂତନ ପୁସ୍ତକ ସଂଗ୍ରହାଳୟ ସ୍ଥାପନ , ଶୈଖିକ ବାତାବରଣ

ଶ୍ରେଣୀ ଗୃହ ନିର୍ମାଣ ଏବଂ ଶିକ୍ଷାର୍ଥୀ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ଉପରେ ଗୁରୁତ୍ୱାରୋପ କରିବା ସହ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଓ ଅଧ୍ୟାପକ ମାନଙ୍କ ସହ ମହାବିଦ୍ୟାଳୟ ର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା।ଶିକ୍ଷା ଏବଂ ଅଞ୍ଚଳର ଉନ୍ନତି ପାଇଁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ଅହରହ ପ୍ରଚେଷ୍ଟା କୁ ପଞ୍ଚାୟତ ବାସୀ ପ୍ରଶଂସା କରିଛନ୍ତି । ( ରିପୋର୍ଟ – ପୁଷ୍ପଲତା ପ୍ରଧାନ )
No Result
View All Result