ନୟାଗଡ (ଓଡିଶା ତାଜା ନିଉଜ) ନୟାଗଡ ଜିଲ୍ଲା ପ୍ରତିନିଧି ସୋନାଲି 31/01/2020 :- ରଣପୁର ନିର୍ବାଚନ ମଣ୍ଡଳୀରେ ଦୁଇଟି ବ୍ଲକ ଗୋଟିଏ ରଣପୁର ବ୍ଲକ ଆଉ ଗୋଟିଏ ହେଉଛି ଓଡ଼ଗାଁ ବ୍ଲକ ଓଡ଼ଗାଁ ବ୍ଲକର ସାଂସଦ ପ୍ରତିନିଧି ସୁଶ୍ରୀ ଲିଙ୍କନ ସୁବୁଦ୍ଧି ।
ନୟାଗଡ଼ ଜିଲ୍ଲାର ଲୋକସଭା ସାଂସଦ ଶ୍ରୀଯୁକ୍ତ ପିନାକି ମିଶ୍ର ଆସ୍ଥା ପ୍ରକଟ କରି ବିଶିଷ୍ଠ ସମାଜସେବୀ
ଆଙ୍ଗିସିଙ୍ଗି ଗ୍ରାମ ଝିଅ ସୁଶ୍ରୀ ଲିଙ୍କନ ସୁବୁଦ୍ଧି ଙ୍କୁ ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ୍ ସାଂସଦ ପ୍ରତିନିଧି ଭାବେ କାର୍ଯ୍ୟ ଭାର ଦେଇଛନ୍ତି ।
ଏହା ମହାପ୍ରଭୁ ଲଡ୍ଡୁବାବାଙ୍କ ପାଦ ତଳେ ସେବାର ସୁବର୍ଣ୍ଣ ସୁଯୋଗ ବୋଲି ସୁଶ୍ରୀ ଲିଙ୍କନ ଜଣେଇଛନ୍ତି ।।