ଓଡ଼ିଶା ତାଜା ନ୍ୟୁଜ (୩୧ ଜାନୁଆରି,ରବିବାର) ରଣପୁର/ଅଭିମନ୍ୟୁ ମହାରଣା :- ରଣପୁର ବିସି ହାଇସ୍କୁଲ ଓ ଗାର୍ଲସ୍ ହାଇସ୍କୁଲ ର ୧୯୮୭ ମସିହା ମାଟ୍ରିକ ବ୍ୟାଚ୍ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ରଣପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଣୀନାଗ ଙ୍କ ନିକଟରେ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଶତାଧିକ ଛାତ୍ର ଛାତ୍ରୀ ଙ୍କ ସହ ତାଙ୍କର ପରିବାର ବର୍ଗ ସାମିଲ ହୋଇଥିବାର ଜଣା ଯାଇଛି ।

















