No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୮ ଜାନୁୟାରୀ ଗୁରବାର ) ପାରଳାଖେମୁଣ୍ଡି :-ଗଜପତି ଜିଲ୍ଲାର ସଦର ମହକୂମା ପାରଳାଖେମୁଣ୍ଡି ବଡ଼ଦାଣ୍ଡ ସ୍ଥିତ ମହାରାଜଙ୍କ ଉଆସ ପରିସରରେ ମହାରାଜା ସ୍ୱର୍ଗତ ଗୋପିନାଥ ଗଜପତି ନାରାୟଣ ଦେବଙ୍କ ପ୍ରଥମ ଶ୍ରାଦ୍ଧ ଦିବସ ପାଳିତ ହୋଇ ଯାଇଛି l ମହାରାଜଙ୍କ ଏହି ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବରେ ମହାରାଣୀ କଲ୍ୟାଣୀ ଗଜପତି , ମୁରୂତ ପାଳ , ରାଜେନ୍ଦ୍ର ବେହେରା , ଗଜପତି ଜିଲ୍ଲା

ମହିଳା ବିଜେଡିର କାର୍ଯ୍ୟକାରି ଅଧକ୍ଷ ସଂଯୁକ୍ତା ବେହେରା , ସୁଧି ରଞ୍ଜନ ମହପାତ୍ର ପ୍ରମୁଖ ଏହି ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବରେ ଯୋଗଦେଇ ମହାରାଜା ସ୍ୱର୍ଗତ ଗୋପିନାଥ ଗଜପତି ନାରାୟଣ ଦେବଙ୍କ ଫୋଟାରେ ପୁଷ୍ପମାଳ ଅର୍ପଣ କରି ଥିଲେ l ବହୁ ମାନ୍ୟଗଣ ବ୍ୟକ୍ତିପ୍ରଥମଶ୍ରାଦ୍ଧ ବାର୍ଷିକୀରେ ଯୋଗଦେଇ ଶ୍ରଦ୍ଧାଞ୍ଜଳିଦେଇଥିଲେ l ଏହି ଅବସରରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ବ୍ରାହ୍ମଣ ଭୋଜନର ଆୟୋଜନ କରାଯାଇଥିଲା l (ରିପୋର୍ଟ – ଗରୁଡ଼ ଧ୍ୱଜ ଚୌଧୁରୀ )
No Result
View All Result