No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୭ ଜାନୁଆରି,ବୁଧବାର ) ଭୁବନେଶ୍ୱର :- “ମୋ ସ୍କୁଲ ଅଭିଯାନରେ” କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଇନ୍ଦୁପୁର ସରକାରୀ ଉଚ୍ଚ ବିଦ୍ୟାଳୟକୁ ବରିଷ୍ଠ ପ୍ରଶାସକ ଶ୍ରୀଯୁକ୍ତ ସୁଧାଂଶୁ କୁମାର ସାମଲ ପୋଷ୍ଯ ଭାବରେ ଗ୍ରହଣ କରିଥିବାରୁ ଇନ୍ଦୁପୁର ହାଇସ୍କୁଲର ୧୯୮୭ ବ୍ଯାଚର ପୁରାତନ ଛାତ୍ର ଶ୍ରୀଯୁକ୍ତ ବିଭୁ ପ୍ରସାଦ ନାୟକ (ବ୍ଯଙ୍ଗକବି ଡକ୍ଟର ଧରର୍ମଛଡା) ଡାକ୍ତର ଦେବ ପ୍ରସାଦ ପଣ୍ଡା , ଡାକ୍ତର ରଶ୍ମିରଞ୍ଜନ ସାହୁ , ଡକ୍ଟର ପ୍ରକାଶ କୁମାର , ଡକ୍ଟର ପ୍ରଦୀପ୍ତ ପତି ,

ଇଂଜିନିୟର ପ୍ରସାନ୍ତ କୁମାର ଦାସ , ଆଡଭୋକେଟ ଅରବିନ୍ଦ ରାୟ , ଆଲୋକ ଧଳ , ପ୍ରଦୀପ ବୋଷ , ନାରାୟଣ ମଲିକ , ରାଜକିଶୋର ସ୍ବାଇଁ , ରଶ୍ମିକାନ୍ତ ସ୍ବାଇଁ , ଅଜୟ କୁମାର ଜେନା , ଦିଲ୍ଲୀପ କୁମାର ଜେନା , ପ୍ରଭାକର ମଲିକ , ପ୍ରବୋଧ ମହାରଣା , ଅବଧୂତ ପ୍ରଧାନ , ସନତ ଜେନା , ନିରଞ୍ଜନ ବଳ , ଶୈଳେନ୍ଦୁ ସାହୁ , ମାୟାଧର ଥାଟୋଇ , ଦୁଲାଶିଷ ଗୁପ୍ତା , ସତ୍ଯ ରଞ୍ଜନ ଜେନା , ସତ୍ଯବ୍ରତ ନାୟକ , ରଞ୍ଜନ କୁମାର ପରିଡ଼ା , ବ୍ରଜ ରଞ୍ଜନ ଦାଶ , ଗୋଲଖ ନାୟକ , ବସନ୍ତ କୁମାର ପୃଷ୍ଟି , ପ୍ରଦୀପ ସୂତାର , ଗୌତମ ସେଠୀ , ସେକ୍ସପିୟର ଧଳ , ଧନଞ୍ଜୟ ରାଉତ , ଜଟାଧାରୀ ଜେନା , ପ୍ରଭୁଦତ୍ତ ସାମଲ , ଦେବଦତ୍ତ ଶତପଥୀ , ପଞ୍ଚାନନ କାଣ୍ଡି , ଗୋଲଖ ଜେନା , ରତ୍ନାକର ସାହୁ , କାର୍ତ୍ତିକ ଦାସ ପ୍ରମୁଖ ଶ୍ରୀଯୁକ୍ତ ସୁଧାଂଶୁ କୁମାର ସାମଲଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
No Result
View All Result