• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ନୟାଗଡ ଜିଲ୍ଲା ସେବା ଉତ୍ସ ସମିତି ଓ ଖଣ୍ଡପଡା ସହିଦ ରଘୁଦିବାକର ଯୁବକ ସଂଘର ମିଳିତ ଆନୁକୁଲ୍ୟରେ ଆଜି ମଣିନାଗ ପର୍ଯ୍ୟଟନ ସ୍ଥଳିର ସଫେଇ

Proprietor Abhimanyu Maharana by Proprietor Abhimanyu Maharana
January 27, 2021
in ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
0
ନୟାଗଡ ଜିଲ୍ଲା ସେବା ଉତ୍ସ ସମିତି ଓ ଖଣ୍ଡପଡା ସହିଦ ରଘୁଦିବାକର ଯୁବକ ସଂଘର ମିଳିତ ଆନୁକୁଲ୍ୟରେ ଆଜି ମଣିନାଗ ପର୍ଯ୍ୟଟନ ସ୍ଥଳିର ସଫେଇ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ ( ୨୫ ଜାନୁଆରୀ ସୋମବାର ) ରଣପୁର /ଅଭିମନ୍ୟୁ :- ନୂଆ ବର୍ଷ ତଥା ପର୍ଯ୍ୟଟଣ ଋତୁ ପାଇଁ ନୟାଗଡ ଜିଲ୍ଲା ର ବିଭିନ୍ନ ପର୍ଯ୍ୟଟନସ୍ଥଳି ରେ ଜିଲ୍ଲା ତଥା ଜିଲ୍ଲ ବାହାରୁ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଛି । ଏହି କ୍ରମ ରେ ନୟାଗଡ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳ ମଣିନାଗ ପୀଠରେ ପର୍ଯ୍ୟଟକ ମାନଙ୍କ ଭିତ ଜମିବା ସହ ଭୋଜି ଭାତର ଆସର ଦେଖିବାକୁ ମିଳିଛି । ତେବେ ପର୍ଯ୍ୟଟକ ମାନଙ୍କ ଭିଡ ଯେତିକି ବଢୁଛି ପର୍ଯ୍ୟଟନସ୍ଥଳ ରେ ଅଳିଆ ଆବର୍ଜନା ମଧ୍ୟ ସେତେ ବୃଦ୍ଦି ପାଉଛି । ମାତ୍ର ଏଦିଗରେ ପର୍ଯ୍ୟଟନସ୍ଥଳ ସଫେଇ ପଇଁ ପ୍ରଶାଷନ ପକ୍ଷରୁ କୌଣସି କୌଣସି ପଦକ୍ଷପ ନିଆଯାଉନଥିବାରୁ ଦୀର୍ଘଦିନ ଧରି ପଡିରହୁଥିବା ଅଳିଆ ଆବର୍ଜନା ପଚିଶଢି ଦୁର୍ଗନ୍ଧମୟ ପରିବେଷ ସୃଷ୍ଟି ହେଉଛି ।

ଯାହାକୁ ନେଇ ନୟାଗଡର କିଛି ଯୁବ ସ୍ୱେଚ୍ଛାସେବୀ ଙ୍କ ପକ୍ଷରୁ ଆଜି ଗୋକୁଆ ନନ୍ଦ ପର୍ଯ୍ୟଟନସ୍ଥଳି ସଫେଇ ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ନୟାଗଡ ଜିଲ୍ଲା ସେବା ଉତ୍ସ ସମିତି ଓ ଖଣ୍ଡପଡା ସହିଦ ରଘୁଦିବାକର ଯୁବକ ସଂଘର ମିଳିତ ଆନୁକୁଲ୍ୟରେ ଆଜି ମଣିନାଗ ପର୍ଯ୍ୟଟନ ସ୍ଥଳିର ସଫେଇ କରାଜିବା ସହ ସ୍ୱଚ୍ଛ ପର୍ଯ୍ୟଟନ ସ୍ଥଳି ପାଇଁ ସଚେତନ କାର୍ଯ୍ୟକ୍ରମ କରାଯାଇଥିଲା । ନୟାଗଡ ଜିଲ୍ଲା ସେବାଉତ୍ସବ ସମିତି ଅଧକ୍ଷ ଯୁବସମାଜସେବୀ ଶ୍ରୀରାମ ମହାପାତ୍ର ଙ୍କ ପ୍ରତେକ୍ଷ ତତା୍ୱବଧାନରେ ମଣିନାହ ପର୍ଯ୍ୟଟନ ସ୍ଥଳି ରେ ଏହି ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ସମାଜ ସେବୀ ଦାମୋଦର ସାହୁ , ଛାତ୍ରନେତା ପୃଥୀରାଜ ଦଳବେରେରା , ନେହେରୁ ଯୁବକେନ୍ଦ୍ରର ସ୍ୱେଚ୍ଛାସେବୀ କାମିନୀ ନାୟକ , ସହଦ ରଘୁଦିବାକର ଯୁବକ ସଂଘର ସଭାପତି ସହଦେବ ନାୟକ , ମନ୍‌ଫାଦକ ସୋମନାଥ ନାୟକ , ଅଶ୍ୱନୀ କୁମାର ସିଂହ ପ୍ରସନ କୁମାର ସାହୁ , ପ୍ରିନ୍ସ ଫାଇଣ୍ଡେସନ ର ଅଧକ୍ଷ ରୀନାରାଣୀ ସାହୁ , ରାଜସୁନାଖଳା ମହୋତ୍ସବର ଚିତରଞନ ପ୍ରଧାନ , ଦିଲୀପ କୁମାର ପ୍ରଧାନଙ୍କ ସମେତ ବହୁ ସ୍ୱଚ୍ଛାସେବୀ ଯୋଗ ଦେଇ ପର୍ଯ୍ୟଟନସ୍ଥଳି ସଫେଇ ଅଭଯାନରେ ଯୋଗ ଦେଇଥିଲେ ।

ଅନ୍ୟପକ୍ଷରେ ଆସନ୍ତା କାଲି ଜାନୁଆୟୀ ରେ ୨୬ ରେ ଗତ ୧୫ ଦିନ ଧରି ଚାଲିଥିବା ଏହି ଡର୍ଯ୍ୟଟନ ସ୍ଥଳି ସଫେଇ ଅଭିଯାନ ର ସମାପନ ଉତ୍ସବ ଅନୁଷ୍ଠିତ ହେବବୋଲି ସେବା ସମିତି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଯୁବ ସ୍ୱେଚ୍ଛା ସେବୀ ମାନଙ୍କ ଏହି ପର୍ଯ୍ୟଟନ ସ୍ଥଳୀ ସଫେଇ ଅଭିଯାନ କୁ ସ୍ଥାନୀୟ ବାସିନ୍ଦା ସ୍ୱାଗତ କରବା ସହ ଜିଲ୍ଲାରେ ପ୍ରମୁଖ ପର୍ଯ୍ୟଟନ ସ୍ଥଳିକୁ ସ୍ୱଚ୍ଛ ରଖିବା ପାଇଁ ଜିଲ୍ଲା ପ୍ରଶାଷନ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରଣପୁର ଚକାଶିଳା କ୍ଷେତ୍ରରେ ଲକ୍ଷାଧିକ ଭକ୍ତ ରୂପା ବେଶ ରେ ସଜେଇ ହେଲେ ତିନି ଠାକୁର ଶ୍ରୀଜିଉଙ୍କ ଦର୍ଶନ ପାଇ ପ୍ରବଳ ଭିଡ

ରଣପୁର ଚକାଶିଳା କ୍ଷେତ୍ରରେ ଲକ୍ଷାଧିକ ଭକ୍ତ ରୂପା ବେଶ ରେ ସଜେଇ ହେଲେ ତିନି ଠାକୁର ଶ୍ରୀଜିଉଙ୍କ ଦର୍ଶନ ପାଇ ପ୍ରବଳ ଭିଡ

July 26, 2026
ଜଙ୍ଗଲ ରାସ୍ତାରେ ଡକାୟତି ଅଭିଯୋଗ ରେ ଦୁଇ ଗିରଫ

ଜଙ୍ଗଲ ରାସ୍ତାରେ ଡକାୟତି ଅଭିଯୋଗ ରେ ଦୁଇ ଗିରଫ

July 26, 2026
ଜନ୍ମବେଦୀରେ ସରିଲା ଶ୍ରୀଜିଉଙ୍କ ଲୀଳାଖେଳ : “ଜୟ ଜଗନ୍ନାଥ” ଧ୍ୱନିରେ ପ୍ରକମ୍ପିତ ସାରା ଅଞ୍ଚଳ

ଜନ୍ମବେଦୀରେ ସରିଲା ଶ୍ରୀଜିଉଙ୍କ ଲୀଳାଖେଳ : “ଜୟ ଜଗନ୍ନାଥ” ଧ୍ୱନିରେ ପ୍ରକମ୍ପିତ ସାରା ଅଞ୍ଚଳ

July 26, 2026
ଶ୍ରୀଜଗନ୍ନାଥ ଜୟୁଙ୍କ ସୁନାବେଶ, ଶତାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାବେଶ

ଶ୍ରୀଜଗନ୍ନାଥ ଜୟୁଙ୍କ ସୁନାବେଶ, ଶତାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାବେଶ

July 26, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରଣପୁର ଚକାଶିଳା କ୍ଷେତ୍ରରେ ଲକ୍ଷାଧିକ ଭକ୍ତ ରୂପା ବେଶ ରେ ସଜେଇ ହେଲେ ତିନି ଠାକୁର ଶ୍ରୀଜିଉଙ୍କ ଦର୍ଶନ ପାଇ ପ୍ରବଳ ଭିଡ

ରଣପୁର ଚକାଶିଳା କ୍ଷେତ୍ରରେ ଲକ୍ଷାଧିକ ଭକ୍ତ ରୂପା ବେଶ ରେ ସଜେଇ ହେଲେ ତିନି ଠାକୁର ଶ୍ରୀଜିଉଙ୍କ ଦର୍ଶନ ପାଇ ପ୍ରବଳ ଭିଡ

July 26, 2026
ଜଙ୍ଗଲ ରାସ୍ତାରେ ଡକାୟତି ଅଭିଯୋଗ ରେ ଦୁଇ ଗିରଫ

ଜଙ୍ଗଲ ରାସ୍ତାରେ ଡକାୟତି ଅଭିଯୋଗ ରେ ଦୁଇ ଗିରଫ

July 26, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version