No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୬ ଜାନୁଆରି, ମଙ୍ଗଳବାର )ରାୟଗଡ :- ଗଜପତି ଜିଲ୍ଲା ସ୍ଥାନୀୟ ରାୟଗଡ ଠାରେ ମଙ୍ଗଳବାର ସାଧ୍ୟ ସମୟରେ ଉଷାରାଣୀ ମେମରିୟାଲ ବେଟମେଣ୍ଟେନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଟିତ ହିଯାଇଅଛି l ପ୍ରଥମେ କୋଭିଡ ନିୟମ ଅନୁସାରେ ଉକ୍ତ ଖେଳ ଅନୁଷ୍ଟିତ ହୋଇଥିବା ଦେଖୁବାକୁ ମେଳିଛି l ଉକ୍ତ କାର୍ଯ୍ୟ କ୍ରମରେ ମୁଖ୍ୟଥିତି ଭାବେ ସ୍ଥାନୀୟ ତାହାସିଲଧାର ସୁ ଶ୍ରୀ ଲୀଳାବତୀ ଆଚାର୍ଯ୍ୟ ଯୋଗଦେଇଥିବାବେଳେ ସଂମାନିତ ଅଥିତି ନଗେନ ରାଇ ପଟ୍ଟନାୟକ ଯୋଗ ଦେଇଥିଲେ l ସୁ ଶ୍ରୀ ଲୀଳାବତୀ
ଆଚାର୍ଯ୍ୟ ଦିପପ୍ରଜ୍ଵଳିତ କଲାପରେ ରିବନ କାଟିବାପରେ ଉକ୍ତ ଟୁର୍ଣ୍ଣାମେଣ୍ଟ କାର୍ଯ୍ୟକ୍ରମରେ ପ୍ରଥମ ଦିବସ ର ଖେଳ ଅନୁଷ୍ଠିତ ହୋଇଥିଲା l ଉକ୍ତ ଟୁର୍ଣ୍ଣାମେଣ୍ଟ ଶୁଭାରମ୍ଭ କାର୍ଯ୍ୟ କ୍ରମରେ ସ୍ଥାନିୟ ସରପଞ୍ଚ ଦୀପ୍ତିପ୍ରଭା ଲାଲ ଶବର , ସମିତିସଭ୍ୟ ମାଫିଏଲ ସୁଆଲସିଂ ,ଥାନା ଅଧିକାରି ଶ୍ରବଣ କୁମାର ମହାରଣା , ପ୍ରମୁଖ ଯୋଗ ଦେଇଥିଲେ l
(ରାୟଗଡ ଗଜପତି ସଞ୍ଜୀବ କୁମାର ପାଣି)
No Result
View All Result