No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୨୩ ଜାନୁଆରୀ ଶନିବାର ) ପଦ୍ମପୁର :- ବରଗଡ଼ ଜିଲ୍ଲା ପଦ୍ମପୁର ସହରରେ ପ୍ରତ୍ୟେକ ଦିନ ଟ୍ରାଫିକ ସମସ୍ୟା ଦେଖା ଦେଉଛି। ବଲାଙ୍ଗୀର ଠାରୁ ପଦ୍ମପୁର ସହରକୁ ଆସିଥିବା ରାସ୍ତା ଭେଉଁରିଆ ଛକ ରୁ ନୂଆପଡ଼ା, ବରଗଡ଼, ଛତିଶଗଡ଼ କୁ ସଂଯୋଗ କରିଥିବାରୁ ଲୋକଙ୍କର ନିତି ଦିନ ଭିଡ଼ ହେଉଥିବାରୁ ସବୁ ଦିନ ଟ୍ରାଫିକ ସମସ୍ୟା ଦେଖା ଦେଉଛି
ଓ ଦୁର୍ଘଟଣା ମଧ୍ୟ ଘଟୁଛି। ଏହା ପ୍ରତି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରା ଯାଉନାହିଁ। ତେଣୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ରାସ୍ତାକୁ ତୁରନ୍ତ ବାଇପାସ୍ କରାଯିବା ପାଇଁ ଜନ ସାଧାରଣରେ ଦାବି ହୁଏ । (ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result