
ବ୍ରହ୍ମପୁର (ଓଡିଶା ତାଜା ନିଉଜ) ଖଲ୍ଲିକୋଟ ଷ୍ଟାଡିୟମ ତା -୨୮/୦୧/୨୦୨୦ :- ବ୍ରହ୍ମପୁର ଖଲ୍ଲିକୋଟ ଷ୍ଟାଡିୟମ ଠାରେ ମହାନଗର ମହୋତ୍ସାବ ଓ ରେଶମ ସହର ପୁସ୍ତକ ମେଳା ର ଦୂତୀୟ ଦିନରେ ଓଡ଼ିଶାର ମାନ୍ୟବର ବାଚସ୍ପତି ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥି ଯୋଗଦେଇ ଉଦଘାଟନ କରିଛନ୍ତି ।

ବ୍ରହ୍ମପୁର ପୁର୍ବତନ ସାଂସଦ ଏବଂ ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଛନ୍ତି । ରିପୋଟର ସୁକାନ୍ତ କୁମାର ବେହେରା ।












