• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆଦିବାସୀ ମେଳାରେ ଦୁଇ ଦିନରେ ରେକର୍ଡ ସଂଖ୍ୟକ ଅଢେଇ ଲକ୍ଷ ଲୋକ ସମାଗମ ବ୍ୟବସାୟ ପରିମାଣ କୋଟିଏରୁ ଅଧିକ : ବଢୁଛନ୍ତି ବିଦେଶୀ ପର୍ଯ୍ୟଟକ

Proprietor Abhimanyu Maharana by Proprietor Abhimanyu Maharana
January 28, 2020
in ଓଡ଼ିଶା, ମନୋରଞ୍ଜନ, ହୋମ୍
0
ଆଦିବାସୀ ମେଳାରେ ଦୁଇ ଦିନରେ ରେକର୍ଡ ସଂଖ୍ୟକ ଅଢେଇ ଲକ୍ଷ ଲୋକ ସମାଗମ ବ୍ୟବସାୟ ପରିମାଣ କୋଟିଏରୁ ଅଧିକ : ବଢୁଛନ୍ତି ବିଦେଶୀ ପର୍ଯ୍ୟଟକ
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡିଶା ତାଜା ନିଉଜ ) ଆଦିବାସୀ ମେଳା , 28/01/20 :- ଭୁବନେଶ୍ୱର, ରାଜ୍ୟ ସ୍ତରୀୟ ଆଦିବାସୀ ମେଳାକୁ ଦୁଇ ଦିନରେ ପ୍ରାୟ ଅଢେଇ ଲୋକ ଆସି ଥିବାବେଳେ ପ୍ରଥମ ଦିନରେ ହିଁ ଦେଢ଼ ଲକ୍ଷରୁ ଅଧିକ ଲୋକ ଆସିଥିଲେ । ସେହିଭଳି ଏହି ଦୁଇ ଦିନରେ ମୋଟାମୋଟି ଭାବେ ଏକ କୋଟି ଟଙ୍କାର କାରବାର ହୋଇଥିବା ବେଳେ ଖାଦ୍ୟ ଷ୍ଟଲରେ ବ୍ୟବସାୟ ସର୍ବାଧିକ ରହିଛି । କେବଳ ଗତକାଲି ଖାଦ୍ୟ ଷ୍ଟଲରେ ୫ଲକ୍ଷ ୫୦ହଜାର ଟଙ୍କାର ବ୍ୟବସାୟ ହୋଇଛି ।

ଚଳିତବର୍ଷ ଆଦିବାସୀମେଳାରେ ୨୬୨ଟି ଷ୍ଟଲ ଲାଗିଥିବାବେଳେ ପ୍ରଥମଥର ପାଇଁ ଏଠାରେ ଜାତୀୟ ଆଦିବାସୀ ଖାଦ୍ୟମେଳା ଆୟୋଜନ ହୋଇଛି । ଓଡିଶା ସମେତ ୧୨ଟି ରାଜ୍ୟର ଆଦିବାସୀମାନେ ଏଠାରେ ଲୋକଙ୍କୁ ସେମାନଙ୍କର ପାରମ୍ପରିକ ଖାଦ୍ୟ ପରସି ଦେଉଥିବାବେଳେ ଏହି ଷ୍ଟଲ ଗୁଡିକରେ ନାହିଁ ନଥିବା ଭିଡ ପରିଲକ୍ଷିତ ହେଉଛି । ଲୋକେ ଯେଭଳି ଉନ୍ନତମାନର ଖାଦ୍ୟ ପାଇପାରିବେ ସେଥିପାଇଁ ଖାଦ୍ୟମେଳା ପରିସରକୁ ପରିଷ୍କାର ରଖିବା ପାଇଁ ଗ୍ରୀନ୍ ନେଟ୍‌, ଡଷ୍ଟବିନ୍‌, ସଫେଇ କର୍ମଚାରୀ, ସୁରକ୍ଷିତ ରୋଷାଇଶାଳା ବ୍ୟବସ୍ଥା କରାଯାଇଅଛି । ଆର୍ବଜନାକୁ ତୁରନ୍ତ ସଫା କରାଯାଇ ପରିଷ୍କାର କରାଯାଉଅଛି । ପ୍ରତ୍ୟେକ ଦିନ ଖାଦ୍ୟର ମାନ ଯାଞ୍ଚ ସିଟି-ହେଲ୍‌ଥ ଅଫିସରଙ୍କ ଦ୍ୱାରା କରାଯାଉଥିବା ଆଦିବାସୀ ମେଳା ଦାୟିତ୍ୱରେ ଥିବା ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ଶାସନ ସଚିବ ଡକ୍ଟର ଅଖିଳ ବିହାରୀ ଓତା ସୂଚନା ଦେଇଛନ୍ତି ।

ସେହିଭଳି ଆଦିବାସୀ ହାଟରେ ମିଳୁଥିବା କଳା ଚାଉଳ, ଧଳା ଚଣା, ଶିକାକାୟୀ, ତେନ୍ତୁଳି, ଧଳା ସୋରିଶ, ହଳଦୀ, ଝୁଣା, ମହୁ, କାନ୍ଦୁଲ, କୋଳଥ, ମାଣ୍ଡିଆ, ମହୁ, ତେନ୍ତୁଳି, ହରିଡ଼ା, ବାହାଡ଼ା, ଅଁଳା, ଝାଡ଼ୁ, ସୁଆଁ, ଗୋଲ ମରିଚ, ପାଳୁଅ, ଡାଲଚିନି୍ ଆଦି ଲଘୁଜାତ ଦ୍ରବ୍ୟ କିଣିବାପାଇଁ ଲୋକଙ୍କର ବେଶ୍ ଭିଡ ପରିଲକ୍ଷିତ ହୋଇଛି । ମେଳାକୁ ଆସୁଥିବା ଦର୍ଶକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଚଳିତବର୍ଷ ୭୦ଟି ସିସିଟିଭିକୁ ଲିଙ୍କ କରାଯାଇଛି । ଦୁଇଟି କଣ୍ଟୋଲ ରୁମ୍ ସହିତ ସାଦା ପୋଷାକରେ ପୁଲିସ୍ ମୁତୟନ ହୋଇଛନ୍ତି । ସେହିଭଳି ଏବର୍ଷ ମେଳାକୁ ୧୦କୋଟି ଟଙ୍କାରେ ବୀମାଭୁକ୍ତ କରାଯାଇଛି । ପ୍ରତ୍ୟେହ ଅପରାହ୍ନ ୨ଟାରୁ ରାତ୍ର ୯ଟି ପର୍ଯ୍ୟନ୍ତ ଚାଲୁଥିବା ଏହି ମେଳାରେ ଆଦିବାସୀ କଳାକାରଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକଙ୍କ ମନ ମୋହୁଥିବାବେଳେ ବିଦେଶୀ ପର୍ଯ୍ୟଟକମାନେ ମଧ୍ୟ ଏହାକୁ ବେଶ୍‌ ଉପଭୋଗ କରୁଛନ୍ତି । ଦୁଇ ଦିନ ମଧ୍ୟରେ ଇଂଲଣ୍ଡ, ଜାପାନ, ଚୀନ୍‌, ସୁଇଜରଲ୍ୟାଣ୍ଡ, ରୁଷିଆ ଭଳି ବାହାର ଦେଶରୁ ଅନ୍ୟୁନ ୨୦୦ ଜଣ ବିଦେଶୀ ପର୍ଯ୍ୟଟକ ଭ୍ର୍ରମଣ କରିବା ସହ ମେଳାର ଆନନ୍ଦ ଉପଭୋଗ କରିଛନ୍ତି । ବିଶେଷତଃ ଜନଜାତି ଗୃହପୁଞ୍ଜକୁ ଅତି ନିକଟରୁ ଦେଖି ନିର୍ମାଣ ଶୈଳୀ ଉପରେ ଆଲୋଚନା କରୁଥିବା ଦେଖିବାକୁ ମିଳିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

March 12, 2026
ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

March 11, 2026
ମହିଳା ଦିବସ ଅବସରରେ ଆଫସାର ହର୍ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ୯ଜଣ ମହିଳା ଚେଞ୍ଜମେକର ଏବଂ ୧୨ଜଣ ହର୍ ଓଡ଼ିଶା ଏକ୍ସିଲେନ୍ସ ଆୱାର୍ଡ଼ରେ ସମ୍ମାନିତ

AAFSA’s “Her Odisha” Program on the Occasion of International Women’s Day

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

March 12, 2026
ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

March 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version