• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଗୁରୁଣ୍ଡି ଗୋପାଳଜିଉଙ୍କର କୌଣସି ପୀଠ ସ୍ଥଳି ନାହିଁ – ବଢୁଛି ଜନ ଅସନ୍ତୋଷ ୪ ତାରିଖରେ ରଣପୁର ବନ୍ଦ

Proprietor Abhimanyu Maharana by Proprietor Abhimanyu Maharana
January 28, 2020
in ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
0
ଗୁରୁଣ୍ଡି ଗୋପାଳଜିଉଙ୍କର କୌଣସି ପୀଠ ସ୍ଥଳି ନାହିଁ – ବଢୁଛି ଜନ ଅସନ୍ତୋଷ ୪ ତାରିଖରେ ରଣପୁର ବନ୍ଦ
Share on FacebookShare on TwitterWhatsapp

ରଣପୁର (ଓଡିଶା ତାଜା ନିଉଜ) ରିପୋର୍ଟ – ସୋନାଲି 28.1.2020 – ରଣପୁର ଅଧିଷ୍ଠାତ୍ରୀ ଦେବୀ ତଳମଣିନାଗ ପୀଠକୁ ପୃର୍ତ ବିଭାଗ ତରଫରୁ ହେଉଥିବା ରାସ୍ତା ନିର୍ମାଣକୁ ଜୈନିକ ବ୍ୟକ୍ତି ନିଜର ଜମି କହିବାରୁ ଏବେ କାର୍ଯ୍ୟ ଅଧାରେ ଅଟକିଛି । ଇତିମଧ୍ୟରେ ପୂର୍ତ ବିଭାଗର ବରିଷ୍ଠ ଅଧିକାରି ମାନେ ଘଟଣା ସ୍ଥଳ ବୁଲି ଯାଇଥିବାବେଳେ କୌଣସି ସୁଫଳ ମିଳିନାହିଁ । ଯାହାଫଳରେ ଦୀର୍ଘ ଦିନ ଧରି କାମ ବନ୍ଦ ରହିଛି । ଇତି ମଧ୍ୟରେ ସଂପୃକ୍ତ ବ୍ୟକ୍ତି ରାସ୍ତା ଉପରେ ପଥର ରଖି ରାସ୍ତା ଅବରୋଧ କରିଥିବାରୁ ରଣପୁର ରେ ଅସନ୍ତୋଷ ବଢିବାରେ ଲାଗିଛି । ଯାହାଫଳରେ ଏହି ରାସ୍ତାଦେଇ କୌଣସି ଯାତ୍ରୀ ଉପର ମଣିନାଗ ଓ ତଳମଣିନାଗ ଦର୍ଶନ କରିବାକୁ ଯାଇପାରୁନଥିବା ଜଣାଯାଇଛି । ଯାହାଫଳରେ ଆସନ୍ତା ୪ ତାରିଖରେ ମଣିନାଗ କମିଟି ତରଫରୁ ରଣପୁର ବନ୍ଦ ଡାକରା ଦିଆଯାଇଛି । ଖବର ନେବାରେ ଜଣାଯାଏ ରଣପୁର ସ୍କୃଲ ଛକ ଠାରୁ ମଣିନାଗ ପର୍ଯ୍ୟନ୍ତ ଏକ କଂକ୍ରିଟ ରାସ୍ତା ଯାଇଥିଲା । ଯେଉଁ ରାସ୍ତାରେ ୨ଟି ଗାଡି ଯିବା ଆସିବା କରିବା କଷ୍ଟକର ହୋଇପଡେ । ରାଜ୍ୟସରକାର ଏହିପୀଠକୁ ପର୍ଯ୍ୟଟନର ମାନ୍ୟତା ଦେଇଥିବାରୁ ପ୍ରତିଦିନ ଏହି ପୀଠକୁ ଓଡିଶାର କୋଣ ଅନୁକୋଣରୁ ଭକ୍ତଙ୍କ ସୁଅ ଛୁଟେ । ବିଶେଷ କରି ଶୀତ ଋତୁ ଆଗମାନରେ ଶହ ଶହ ବ୍ୟକ୍ତି ଏଠାରେ ଆସି ପିକନିକ କରିଥାନ୍ତି । ସେହିଭଳି ଅନେକ ବ୍ୟକ୍ତି ପାହାଡ ଶୀଖରକୁ ଯାଇ ଉପର ମଣିନାଗ ଦର୍ଶନ କରିବାସହ ପ୍ରକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାନ୍ତି ।

ମଣିନାଗ ପୀଠରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଥିବାରୁ ପର୍ଯ୍ୟଟକ ଙ୍କ ସୁବିଧା ପାଇଁ ମଣିନାଗକୁ ଯାଇଥିବା ରାସ୍ତାକୁ ପୃର୍ତ ବିଭାଗକୁ ହସ୍ତାନ୍ତର କରାଯାଇଥିଲା । ପୃର୍ତ ବିଭାଗ ଏହି ରାସ୍ତାକୁ ୧୮ ଫୁଟ ଓସାର ର ପ୍ରସୋସ୍ତି କରଣ ସହ ଗାର୍ଡୱଲ କାର୍ଯ୍ୟ ନିର୍ମାଣ ଚାଲିଥିଲା । ଯାହାଫଳରେ ରାସ୍ତାଟି ଚଉଡା ହେବା ସହ ଏକ ମଜୁବୁତ କଂକ୍ରିଟ ନିର୍ମାଣ କାର୍ଯ୍ୟ ଚାଲୁରହିଥିଲା । ରାସ୍ତା ଟି ନିର୍ମାଣ ହୋଇ ସଂସ୍କୃତ ମହାବିଦ୍ୟାଳୟ ମୋଡ ନିକଟରେ ପହଚିଂବା ପରେ ଜୈନିକ ବ୍ୟକ୍ତି ତାଙ୍କ ଜମିରେ ରାସ୍ତା ନିର୍ମାଣକୁ ବନ୍ଧ କରିଥିବା ଜଣାଯାଇଛି । ଯାହାଫଳରେ ରାସ୍ତା ନିର୍ମାଣ କାମ ଅଧାରେ ଅଟକିଛି । ଏହି ସ୍ଥାନଟି ଦେବୋତର ବିଭାଗ ଅଧିନସ୍ଥ ଗୁରୁଣ୍ଡି ଗୋପାଳ ଜିଉ ମାର୍ଫତ ଅରଖିତ ସେଠୀଙ୍କ ନାମର ରହିଛି । କିନ୍ତୁ ଏହି ଜାଗାଟିରେ ଆବାହନ କାଳରୁ ସେ ଦଖଲରେ ନଥିବାବେଳେ ସେହି ଯାଗାଟି ସର୍ବସାଧାରଣ ବ୍ୟବହାର ପାଇଁ ରାସ୍ତା ପାଇଁ ବ୍ୟବହାର ହେଉଥିଲା । ଅପର ପକ୍ଷରେ ଆଜି ସୁଦ୍ଧା ଏହି ସ୍ଥାନରେ ଗୁରୁଣ୍ଡି ଗୋପାଳଜିଉଙ୍କର କୌଣସି ପୀଠ ସ୍ଥଳି ନାହିଁ । ସେ ମଣିନାଗ ପୀଠରେ ପୂଜା ପାଆନ୍ତେ । ତୁରନ୍ତ ଏହି ରାସ୍ତାର ରେକଡ ସଂଶୋଧନ କରାଯାଇ ରାସ୍ତା ନିର୍ମାଣ କରିବାକୁ ମଣିନାଗ କମିଟି ତରଫରୁ ସରକକାରଙ୍କ ଦୃଷ୍ଟି ଆର୍କଷଣ କରାଯାଇଛି । ନଚେତ ଆସନ୍ତା ଫେବୃଆରି ୪ ତାରିଖରେ ରଣପୁର ବନ୍ଦ କରାଜିବ ବୋଲି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ , ପର୍ଯ୍ୟଟନ ମନ୍ତ୍ରୀ , ଦେବୋତର କମିଶନର , ବିଧାୟକ , ସାଂସଦ , ନୟାଗଡ ଜିଲ୍ଲାପଳ , ଏସପି ଙ୍କଠାରେ ଲିଖିତ ଅଭିଯୋଗ କରିଥିବାଜଣାଯାଇଛି । ଅପର ପକ୍ଷରେ ଓଡିଶାର ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ରଭାବେ ପରିଚିତ ମଣିନାଗ ପୀଠର ସୌନ୍ଦର୍ଯ୍ୟ କରଣ ଓ ମାନବୃଦ୍ଧି ଚାଲିଥିବାବେଳେ ରାସ୍ତା ନିର୍ମାଣ ବନ୍ଦ ନେଇ ସର୍ବସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମଧୁବାବୁ ଥିଲେ ଓଡ଼ିଆ ଅସ୍ମିତା, ନାରୀ ସଶକ୍ତିକରଣ ଓ ଶିଳ୍ପ ବିପ୍ଳବର ପୁରୋଧା : ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ

ମଧୁବାବୁ ଥିଲେ ଓଡ଼ିଆ ଅସ୍ମିତା, ନାରୀ ସଶକ୍ତିକରଣ ଓ ଶିଳ୍ପ ବିପ୍ଳବର ପୁରୋଧା : ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ

April 29, 2026
ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

April 29, 2026
ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

April 29, 2026
ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ : ଇଣ୍ଟରନେଟ ସେବା ବ୍ଯାହତ ଯୋଗୁଁ ବାଲିଗୁଡା ବାସୀ ହନ୍ତସନ୍ତ

ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ : ଇଣ୍ଟରନେଟ ସେବା ବ୍ଯାହତ ଯୋଗୁଁ ବାଲିଗୁଡା ବାସୀ ହନ୍ତସନ୍ତ

April 29, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମଧୁବାବୁ ଥିଲେ ଓଡ଼ିଆ ଅସ୍ମିତା, ନାରୀ ସଶକ୍ତିକରଣ ଓ ଶିଳ୍ପ ବିପ୍ଳବର ପୁରୋଧା : ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ

ମଧୁବାବୁ ଥିଲେ ଓଡ଼ିଆ ଅସ୍ମିତା, ନାରୀ ସଶକ୍ତିକରଣ ଓ ଶିଳ୍ପ ବିପ୍ଳବର ପୁରୋଧା : ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ

April 29, 2026
ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

April 29, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version