No Result
View All Result
ଓଡିଶା ତାଜା ନିୟୁଜ ( ୧୨ ଜାନୁଆରୀ ମଙ୍ଗଳବାର ) ରାୟଗଡ଼ :- ଗଜପତି ରାୟଗଡ଼ ଗ୍ରାମ ଓଡ଼ିଆ ସାହି ନିବାସୀ ଶ୍ରୀମତୀ ପାର୍ବତୀ ବେହେରା ଙ୍କ 83 ବୟସରେ ଆଜି ମୃତ୍ୟୁ ବରଣ ହୋଇଯାଇଛି ସେ ଜଣେ ଧର୍ମ ପରାୟଣ ମହିଳା ଥିଲେ l ତାଙ୍କ ମୃତ୍ୟୁ ଖବର ପ୍ରଚରିତ ହେବାପରେ ଗ୍ରାମର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ବାସଭବନକୁ ଯାଇ ସମୋବେଦନା ଜଣାଇ ଥିଲେ ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଦୁଇ ପୁଅ ଚାରି ଝିଅ ପୁତ୍ର ବଧୂ ନାତି ନାତୁଣୀ ଉପସ୍ଥିତ ଥିଲେ ପୂର୍ବତନ ବ୍ଲକଅଧକ୍ଷ ନବକିଶୋର ଶବର, ସନ୍ୟାସୀ
ପାଇକ,ସମ୍ବାଦବ୍ଲକପ୍ରତିନିଧି ଦୁର୍ଗାପ୍ରସାଦସୁବୁଦ୍ଧି, ଅନୁପମ ଭାରତ ଜିଲ୍ଲା ପ୍ରତିନିଧି ବିଜୟ କୁମାର ଗୌଡ଼,ସମାଜ ବ୍ଲକ ପ୍ରତିନିଧି ଜିତେନ୍ଦ୍ର ପାତ୍ର, ମର୍ଦ ରାଜ ପାଇକ, ୱାଡ ସଭ୍ୟ ପ୍ରଦିପ କୁମାର ସାହୁ, ରବୀନ୍ଦ୍ରନାଥ ସୁବୁଦ୍ଧି, ରବିନଚନ୍ଦ୍ର ବେହେରା, ବାରିକ ଦାସ, କୈଳାଶ ଚନ୍ଦ୍ର ସ୍ୱାଲସିଂ,ଏନଶ ସ୍ୱାଲସିଂ, ରାଜେନ୍ଦ୍ର କୁମାର ସାହୁ, କୁରେଶ ସୁବୁଦ୍ଧି ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି l (ସଞ୍ଜୀବ କୁମାର ପାଣି ରାୟଗଡ ଗଜପତି )
No Result
View All Result