No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩ ଜାନୁଆରୀ ରବିବାର ) ରଣପୁର :- ରଣପୁର ର ଯୁବ ଶକ୍ତି ସଙ୍ଗଠନ ତରଫ ରୁ ଦଶମ ତଥା ଦ୍ୱାଦଶ ଶ୍ରେଣୀ ର କୃତିତ୍ୱ ଛାତ୍ର ଛାତ୍ରୀ ଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଛି । ରଣପୁର ବାଲିଗାଡିଆ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯୁବ ଶକ୍ତି ସଙ୍ଗଠନ ର ସଭାପତି ବିଦ୍ୟାଧର ଗୁରୁ , ଏବଂ ଚେୟାରମ୍ୟାନ୍ ଦୀପକ କୁମାର ଜେନା ଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ସମ୍ପାଦିତ କରଯାଇଥିଲା । ଦଶମ , ଦ୍ୱାଦଶ ଶ୍ରେଣୀ ପରୀକ୍ଷା ରେ ସର୍ବୋତ୍ତମ ନମ୍ବର ରଖି କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ଙ୍କୁ ସାର୍ଟିଫିକେଟ୍ , ପୁରଷ୍କାର ଏବଂ ସଧାରଣଜ୍ଞାନ ବହି ପ୍ରଦାନ କରାଯାଇ ଥିଲା । କୃତି ଛାତ୍ରୀ ପ୍ରଜ୍ଞା ପରମିତା ଜେନା , ଶୁଭସ୍ମିତା ,ଚିନ୍ମୟୀ ମୁଖି , ଶୁଭସ୍ମିତା ପ୍ରଧାନ ଙ୍କୁ ପ୍ରଦାନ କରଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଯୁବ ଶକ୍ତି ସଙ୍ଗଠନ ର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ଏହି କାର୍ଯ୍ୟ ସମ୍ପାଦନ ରେ ସାହାଯ୍ୟ ସହଯୋଗ କରିଥିଲେ ।
No Result
View All Result