No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୨ ଜାନୁଆରୀ ଶନିବାର ) ବରଗଡ଼ :- ଯାଜପୁର ଜିଲ୍ଲା କଳିଙ୍ଗ ନଗର ଠାରେ ବିଜେପି ଓ ବିଜେଡ଼ି ମିଲିତରେ ୧୬ ଜଣ ନୀରିହ ଆଦିବାସୀ ଭାଇଭଉଣୀ ଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ସେଥିପାଇଁ ଆଜି ତା ୦୨-୦୧-୨୦୨୧ ରିଖ ଶନିବାର ଦିନ ସହିଦ ନୀରିହ ଆଦିବାସୀ ଭାଇଭଉଣୀ ଙ୍କୁ ବରଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ନିହାର ରଞ୍ଜନ ମହାନନ୍ଦ ଙ୍କ ନେତୃତ୍ବରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ଶ୍ରଦ୍ଧାଞ୍ଜଳି ଦେବା ସଙ୍ଗେ ଆଦିବାସୀ
ଗଣହତ୍ୟା ଶ୍ରଦ୍ଧାଞ୍ଜଳି ଦିବସ ଭାବେ ପାଳନ କରାଗଲା । ଏହି ସଭାରେ ବରିଷ୍ଠ କଂଗ୍ରେସ ନେତା ପାଣ୍ଡବ କର୍ଣ୍ଣ , ନିପନ ଦାଶ , ସୁବୋଧ ସ୍ୱାଇଁ ,ଯୁଗଳ ପ୍ରସାଦ ସିଂ , ପ୍ରତାପ ଚନ୍ଦ୍ର ନାୟକ , ସରୋଜ ଷଡ଼ଙ୍ଗୀ ,ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ସୁଶାନ୍ତ ସାହୁ ,ଛାତ୍ର ନେତା ଅଭିଷେକ ନାୟକ , ଗୌରବ ପତି, ପିକୁନ ନାଏକ, ନିହାର ବେହେରା , ରାଜ କିଶୋର କର, କରନ କୁଅଁର, ସତ୍ୟ, ଅଭିଳାଷ ମହାନନ୍ଦ, ରାହୁଲ ବାରିକ, ସୁଜଲ, ବଣ୍ଟି ନାଏକ ପ୍ରମୁଖ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।( ରିପୋର୍ଟ ସତ୍ୟ ନାରାୟଣ ପ୍ରଧାନ )
No Result
View All Result