No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୮ ଡିସେମ୍ବର ସୋମବାର )ମାହାଙ୍ଗା :- ଆଚାର୍ଯ୍ୟ ପ୍ୟାରୀ ମୋହନଙ୍କ ଶ୍ରାଦ୍ଧ ଉତ୍ସବ ଜନ୍ମପୀଠ କଟକ ଜିଲ୍ଲା ମହଙ୍ଗା ବ୍ଲକ ପଶୁଲୁଣ୍ଡା ପ୍ୟାରୀମୋହନ ବିଦ୍ୟନିକେତନ ପରିସର ରେ ପାଳିତ ହୋଇଯାଇଛି । ଏଥିରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ଅଧ୍ୟକ୍ଷତାରେ ବ୍ଲକ ଅଧ୍ୟକ୍ଷ ଶରତ ନାୟକ । ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ଅଭୟ ଚାରଣ ପଣ୍ଡା , ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟ ହୃଷିକେଶ ସ୍ୱାଇଁ , ସମିତି ସଭ୍ୟା ଚାରୁଲତା ନିହାଣ , ଶିକ୍ଷକ ପ୍ରଭଞ୍ଜନ ସାହୁ , ଅରୁନ୍ଧତୀ
ସାହୁ , ସସ୍ମିତା ମହାପାତ୍ର , ଗୋବିନ୍ଦ ଚନ୍ଦ୍ର ନିହାଣ , ସାମ୍ବାଦିକ ଲଷ୍ମୀଧର ଖୁଣ୍ଟିଆ , ଦୀପକ ସାହୁ, ଅଶୋକ ଦାସ, ରମେଶ ସାହୁ , ଅସିତ ସାମଲ, ଶିବାନୀ ସାହୁ, ଅନିରୁଦ୍ଧ ପାଣି ସୌମ୍ୟରଂଜନ ଓଝା , ଜଗଦୀଶ ମହାନ୍ତି , ବିଷ୍ଣୁ ଚରଣ ବାରିକ , ଗୋବିନ୍ଦ ମହାନ୍ତି , ପତିତ ପାବନ ଦାସ , ସମାଜସେବୀ ଯଦୁନାଥ ନାୟକ ପ୍ରମୁଖ ଯୋଗ ଦେଇ ଏହି ମାହାନ ବିପ୍ଲବୀ ଜନନାୟକ ଜୀବନ ଚର୍ଚ୍ଚା କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । (ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆ )
No Result
View All Result