No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୮ ଡିସେମ୍ବର ସୋମବାର ) ଭୁବନେଶ୍ୱର :- ଶବରସମାଜ କଲ୍ୟାଣସମିତି ପରିସଲ ମଣ୍ଡଳୀପକ୍ଷରୁ ରାୟଗଡ଼ବ୍ଳକ ବିଭିନ୍ନ ଗ୍ରାମ ମାନଙ୍କରେ ଗୀତା ଜୟନ୍ତୀ, ଅନୁଷ୍ଠିତ ହୋଇଯାଇଛି l ତେରବାରସିଂ, ଜିନିପୁରୁ, ଭାଲିଆସାହି, ପେକଟ,ଗାଁ ମାନଙ୍କରେ ସାମାଜିକ ଦୂରତା ଏବଂ କୋଭିଡି ନିୟମନୁଯାଇ ଉକ୍ତ ଜୟନ୍ତୀ ପାଳନ ହୋଇ ଯାଇଛି l
ମୁଖ୍ୟଉପଦେଷ୍ଟା ସୁମନ କାର୍ଜି,ସମାଜସେନା ଜୟରାମ ଗମାଙ୍ଗ,ଗୀତାଜୟନ୍ତୀ ପ୍ରାରମ୍ଭ କେମିତି ହୋଇଥିଲା ବର୍ତ୍ତମାନ କଳି ଯୁଗରେ ଆମେ କେମିତି ଚଳିବାକୁହେବ ଭଗବାନଙ୍କୁ ଧ୍ୟାନ କିପରି ପାଇପାରିବା, ଗାଁ ଗାଁ ରେ ଭଗବାନଙ୍କ ନାମରେ ଜପତପ କରି ଯୁବସମାଜ ଆଗେୟୀ ଆସିବାକୁ ପରାମରଷ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ତ୍ରିନାଥ ଶବର, ନାରାୟଣ ଭୂୟାଁ, ଗଙ୍ଗା ଶବର,ପ୍ରମୁଖ ସହଯୋଗ କରିଥିଲେ l (ଗଜପତି ରାୟଗଡ ସଞ୍ଜୀବ କୁମାର ପାଣି )
No Result
View All Result