No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୫ ଡିସେମ୍ବର ଶୁକ୍ରବାର ) ନୀଳଗିରି :- ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ଅଟଳ ବିହାରି ବାଜପେୟୀଙ୍କ 96 ତମ ଜନ୍ମଦିନ ପାଳନ ଅବସରରେ ବାଲେଶ୍ୱର ଯୁବମୋର୍ଚ୍ଚା ସଭାପତି ସମର ଶଙ୍କର କାନୁନଗୋ ଙ୍କ ନେତୃତ୍ୱରେ ଓ ନଗରସଭାପତି ପ୍ରଫୁଲ୍ଲ ଦଳାଇ, ଅବର୍ତମାନ ସଭାପତି ମନୋରଞ୍ଜନ ବେହେରା, କେନ୍ଦ୍ରମନ୍ତ୍ରୀଙ୍କ PA ଚନ୍ଦ୍ରାବିନ୍ଦୁ ଦାସ,ରାକେଶ ମହଲ, ଦେବାଶିଷ ଆଚାର୍ଯ୍ୟ, କମଳା ମହାକୁଡ଼,ମୁକ୍ତିକାନ୍ତ ନାୟକ,ପ୍ରିୟବ୍ରତ ମହାପାତ୍ର,ନରେନ୍ଦ୍ର ବେହେରା,ଆନନ୍ଦ ମିଶ୍ର, ଲୋକନାଥ ମିଶ୍ର ଆଦି ଙ୍କ ଉପସ୍ଥିତିରେ
ନୀଳଗିରି ମେଡିକାଲ ରେ ଥିବା ରୋଗୀ ଓ କାରାଗାର ଅନ୍ତେବାସୀଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରିଥିଲେ ଓ ଶ୍ରୀଯୁକ୍ତ ବାଜପେୟୀଙ୍କ ଅମର ଆତ୍ମାକୁ ପରମାତ୍ମା ସହ ଲୀନ ହେବ ପାଇଁ ପ୍ରାଥନା କରିଥିଲେ । ଭାରତୀୟ ରାଜନୀତିର ମହାନ ଜନନାୟକ ଭାରତରତ୍ନ ସ୍ଵର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟ ଜନ୍ମତିଥିରେ ଗଭୀର ଶ୍ରଦ୍ଧାଞ୍ଜଳି । ଆଜି ୯୬ ତମ ଜନ୍ମବାର୍ଷିକୀରେ ତାଙ୍କୁ କୋଟି କୋଟି ପ୍ରଣାମ। – (ନୀଳଗିରି,ରିପୋର୍ଟ /ମୁକ୍ତିକାନ୍ତ ନାୟକ)
No Result
View All Result