No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୪ ଡିସେମ୍ବର୨୦୨୦,ଗୁରୁବାର ) ନୟାଗଡ଼ :- ନୟାଗଡ ଜିଲ୍ଲା ଯଦୁପୁର ଠାରେ ସାମ୍ବାଦିକଙ୍କ ଉପରେ ହୋଇଥିବା ଆକ୍ରମଣ କୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ତୀବ୍ର ନିନ୍ଦା କରିଛନ୍ତି । ଖବର ସଂଗ୍ରହ କରୁଥିବାବେଳେ ଦଳଗତ ନିର୍ବିଶେଷରେ ଗଣମାଧ୍ୟମ ସଂସ୍ଥା ସବୁ ଦଳର ଖବରକୁ ସ୍ଥାନ ଦେଇଥାଏ
କିନ୍ତୁ ଯେଉଁଭଳି ଭାବରେ ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ ଉପରେ ଆକ୍ରମଣ ହୋଇଛି ଯିଏ ବି ଦୋଷୀ ହେଉ ଜିଲ୍ଲା ପୋଲିସ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ଗଣମାଧ୍ୟମ ।
No Result
View All Result