• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଟାଟା ଷ୍ଟିଲ୍ ଫାଉଣ୍ଡେସନ ଦ୍ୱାରା ପ୍ରସାରିତ ପନିପରିବା ଚାଷ ଜରିଆରେ ବିଗତ ଦୁଇ ବର୍ଷରେ କଟାମାଟି ପାରିପାଶ୍ୱିର୍କ ଗ୍ରାମଗୁଡ଼ିକର ୮୬୦ରୁ ଅଧିକ ପରିବାର ଉପକୃତ

Proprietor Abhimanyu Maharana by Proprietor Abhimanyu Maharana
December 22, 2020
in ଓଡ଼ିଶା, ବାଣିଜ୍ୟ, ହୋମ୍
0
ଟାଟା ଷ୍ଟିଲ୍ ଫାଉଣ୍ଡେସନ ଦ୍ୱାରା ପ୍ରସାରିତ ପନିପରିବା ଚାଷ ଜରିଆରେ ବିଗତ ଦୁଇ ବର୍ଷରେ କଟାମାଟି ପାରିପାଶ୍ୱିର୍କ ଗ୍ରାମଗୁଡ଼ିକର ୮୬୦ରୁ ଅଧିକ ପରିବାର ଉପକୃତ
Share on FacebookShare on TwitterWhatsapp

ଓଡିଶା ତାଜା ନ୍ୟୁଜ୍ (୨୨ଡିସେମ୍ବର, ମଙ୍ଗଳ ବାର ) ଭୁବନେଶ୍ୱର :-  ଓଡ଼ିଶାର କେନ୍ଦୁଝର ଜିଲ୍ଲାର କଟାମାଟି ଲୁହାପଥର ଖଣି ଆଖପାଖରେ ଥିବା ଗ୍ରାମଗୁଡ଼ିକର ଅନେକ ସ୍ଥାନୀୟ ବାସିନ୍ଦାଙ୍କ ଅନ୍ୟତମ ପ୍ରାଥମିକ ବୃତି ହେଉଛି ପନିପରିବା ଚାଷ । ପନିପରିବା ଚାଷର ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ପଦ୍ଧତି ଏବଂ ବ୍ୟବହାର କରାଯାଉଥିବା ବିହନର ଗୁଣାତ୍ମକ ମାନ । ଏହି ସ୍ଥାନୀୟ ଚାଷୀମାନଙ୍କ ଉତ୍ପାଦିତ ସାମଗ୍ରୀର ମାନରେ ଉନ୍ନତି ଆଣିବା ଏବଂ ସେମାନଙ୍କ ଆୟ ବଢ଼ାଇବ ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନ ଅନେକ ଅଭିଯାନର ନେତୃତ୍ୱ ନେଉଛି । ବିଗତ ଦୁଇ ବର୍ଷରେ ଏହି ପଦକ୍ଷେପଗୁଡ଼ିକ ଯୋଗୁଁ ୮୬୦ରୁ ଅଧିକ ପରିବାର ଓ ୮୫ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚଜି) ଉପକୃତ ହୋଇଛି । ପୁଂଖାନୁପୁଂଖ ଗବେଷଣା ଓ ଅନୁଶୀଳନ କରି ଟାଟା ଷ୍ଟିଲ୍ ଫାଉଣ୍ଡେସନର ସଦସ୍ୟମାନେ ଏହି ଅଂଚଳର କୃଷି ଉତ୍ପାଦନ ବଢ଼ାଇବା ପାଇଁ ସଠିକ୍ ପଦ୍ଧତି ଓ ସମ୍ବଳ ଚିହ୍ନଟ କରିଛନ୍ତି । ସ୍ଥାନୀୟ ଚାଷୀମାନଙ୍କୁ ଅର୍ଗାନିକ ଫାର୍ମିଂ, ଅର୍ଗାନିକ୍ ମାନ୍ୟୁର୍‌, କିଟନାଶକ ବ୍ୟବହାର ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି ଏବଂ ସେମାନଙ୍କୁ ପନିପରିବା ଚାଷ ପାଇଁ ଉଚ୍ଚ ମାନର ବିହନ ଯୋଗାଇ ଦିଆଯାଉଛି ଯାହା ଟାଟା ଷ୍ଟିଲ୍ ଫାଉଣ୍ଡେସନ ଗ୍ରହଣ କରୁଥିବା ପଦକ୍ଷେପ କେନ୍ଦ୍ର ସ୍ଥଳରେ ରହିଛି । କୁଲଡୁମ ଗ୍ରାମର ବାସିନ୍ଦା ତଥା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଶ୍ରୀମତୀ ମାଳତୀ ମହନ୍ତ ଛତୁ ଚାଷ ଏବଂ କିଚେନ୍ ଗାର୍ଡେନ୍ ମାଧ୍ୟମରେ ଏକାକୀ ନିଜ ପରିବାରକୁ ସହାୟତା ପ୍ରଦାନ କରୁଛନ୍ତି । ସେ କହିଛନ୍ତି ଯେ, “ବିଗତ କିଛି ବର୍ଷ ଭିତରେ ମୁଁ ଟାଟା ଷ୍ଟିଲ୍ ଠାରୁ ଗୁଣାତ୍ମକ ମାର୍ଗଦର୍ଶନ ଓ ଉନ୍ନତ ବିହନ ପାଇଛି ।

ପନିପରିବା ଚାଷର ଅନେକ ଲାଭ ରହିଛି । ଆପଣ ବର୍ଷତମାମ ସତେଜ ପନିପରିବା ପାଇବେ ଏବଂ ଅତିରିକ୍ତ ଉତ୍ପାଦିତ ସାମଗ୍ରୀ ବିକ୍ରି କରି ଟଙ୍କା ରୋଜଗାର କରିପାରିବେ । ମୁଁ ଅତିରିକ୍ତ ଉତ୍ପାଦିତ ସାମଗ୍ରୀ ବିକ୍ରି କରି ୩୦,୦୦୦ ଟଙ୍କାରୁ ଅଧିକ ରୋଜଗାର କରିଛି । କୁଲଡୁମ, ମହାଦେବସନା, ଜାମକୁଣ୍ଡିୟା, ମୁର୍ଗବେରା, ପୁଟୁଗାଁ ଏବଂ କଟାମାଟି ଲୁହାପଥର ଖଣିର ଆଖପାଖ ଅଂଚଳର ଅନ୍ୟ ଗ୍ରାମଗୁଡ଼ିକ ଛତୁ ଚାଷ ଜରିଆରେ ଉପକୃତ ହୋଇଛନ୍ତି । ଚଳିତ ଆର୍ଥିକ ବର୍ଷ ବର୍ତମାନ ସୁଦ୍ଧା ୬୦୦ରୁ ଅଧିକ ଚାଷୀଙ୍କୁ ସେମାନଙ୍କ ପନିପରିବା ଚାଷରେ ଉନ୍ନତି ଆଣିବା ଲାଗି ସମ୍ବଳ ଯୋଗାଇ ଦିଆଯାଇଥିବା ବେଳେ ୫୩ ସ୍ୱୟଂ ସହାୟକ ଗୋଷ୍ଠୀ ଛତୁ ଚାଷ କରୁଛନ୍ତି । ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡ଼ିକର ପ୍ରମୁଖ ଲକ୍ଷ୍ୟ ହେଉଛି ଉତ୍ପାଦକତା ଓ ଅମଳରେ ଉନ୍ନତି ଆଣିବା, ଶୁଖିଲା ଭୂମି ଚାଷରେ ଉନ୍ନତି ଓ ଜଳସେଚନ ସୁବିଧା, ଅନାବାଦି ଜମି ବିକଶିତ କରିବା ଏବଂ କୌଶଳ ଭିତିକ ପ୍ରଶିକ୍ଷଣ ଜରିଆରେ ସମାଜର ଦକ୍ଷତା ବଢ଼ାଇବା ଯାହା କଟାମାଟି ଆଖାପାଖ ଅଂଚଳର ଗ୍ରାମ ଗୁଡ଼ିକର ଚାଷୀମାନଙ୍କ ପାଇଁ ନିରନ୍ତର ଜୀବନଜୀବିକା ବିକଶିତ କରିବାରେ ସହାୟକ ହୋଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

March 11, 2026
ମହିଳା ଦିବସ ଅବସରରେ ଆଫସାର ହର୍ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ୯ଜଣ ମହିଳା ଚେଞ୍ଜମେକର ଏବଂ ୧୨ଜଣ ହର୍ ଓଡ଼ିଶା ଏକ୍ସିଲେନ୍ସ ଆୱାର୍ଡ଼ରେ ସମ୍ମାନିତ

AAFSA’s “Her Odisha” Program on the Occasion of International Women’s Day

ସାଇ ରମଣଙ୍କୁ ଶୁଭେଚ୍ଛା ଜଣାଇଲେ ଶିକ୍ଷକ ସଂଘ

ସାଇ ରମଣଙ୍କୁ ଶୁଭେଚ୍ଛା ଜଣାଇଲେ ଶିକ୍ଷକ ସଂଘ

March 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

March 11, 2026
ମହିଳା ଦିବସ ଅବସରରେ ଆଫସାର ହର୍ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ୯ଜଣ ମହିଳା ଚେଞ୍ଜମେକର ଏବଂ ୧୨ଜଣ ହର୍ ଓଡ଼ିଶା ଏକ୍ସିଲେନ୍ସ ଆୱାର୍ଡ଼ରେ ସମ୍ମାନିତ

AAFSA’s “Her Odisha” Program on the Occasion of International Women’s Day

March 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version