ଓଡ଼ିଶା ତାଜା ନ୍ୟୁଜ (୨୧ ଡିସେମ୍ବର ସୋମବାର ) ରାୟଗଡ ଗଜପତି :- ରାୟଗଡ ବ୍ଲକ ପକ୍ଷରୁ ଆମ ଓଡିଶା ସମ୍ବାଦ ପରିବାର ଆନୁକୂଲ୍ୟରେ ରକ୍ତଦାନ ଶିବିର ଆଜି ଗଜପତିଜିଲ୍ଲା ମୁଖ୍ୟାଳୟ ରକ୍ତ ଭଣ୍ଡାରକକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି ରାୟଗଡବ୍ଲକ ପ୍ରତିନିଧି ଦୁର୍ଗା ପ୍ରସାଦ ସୁବୁଦ୍ଧିଙ୍କ ନେତୃତ୍ୱରେ ଆଖପାଖ ଅଞ୍ଚଳରୁ ନିଜସ୍ଵ ଇଚ୍ଛାରେ ରକ୍ତଦାନ କରିବାପାଇଁ କୃଷ୍ଣପୁରୁ ଗ୍ରାମରୁ ପ୍ରଭାକର ଭୂୟାଁ, ହରିହର ପଣ୍ଡା, ବିପିନ ଚନ୍ଦ୍ର ଗୌଡ଼, ଅବାସିଙ୍ଗିଗ୍ରାମର କେଦାର ଚନ୍ଦ୍ର ଗମାଙ୍ଗ,
ଆଜିର ରକ୍ତଦାନ ପ୍ରଦାନ କରିଥିବା ଜଣାଇଛନ୍ତି ରାୟଗଡ ପକ୍ଷରୁ ବିଜୟ କୁମାର ସାହୁ,ବଳରାମ ଗୌଡ଼, ରକ୍ତପ୍ରଦାନ କରିଥିଲେ ନିଜେ ବ୍ଲକ ପ୍ରତିନିଧି ମଧ୍ୟ ପ୍ରଥମ କରି ରକ୍ତ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ମୋଟସାତ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ଶ୍ରୀକାନ୍ତ ମହାରଣା ଆଜିର କାର୍ଯ୍ୟକ୍ରମରେ ସମ୍ପୂଣ୍ଣ ସହଯୋଗ କରିଥିଲେ ରକ୍ତଭଣ୍ଡାର ପକ୍ଷରୁ ଡାକ୍ତର ଖଗେଶ୍ୱର ବେହେରାଙ୍କ ସହଯୋଗରେ ଉକ୍ତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା l (ଗଜପତି ରାୟଗଡ ସଞ୍ଜୀବ କୁମାର ପାଣି )













