ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର ତା ୨୧/୦୧ /୨୦୨୦ :- ଆଜି ବିଭାଗୀୟ ସ୍ଥାୟୀ କମିଟି-୧ଙ୍କର ଷଷ୍ଠ ବୈଠକ ବିଧାୟକ ଶ୍ରୀ କିଶୋର କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ବିଧାନସଭାସ୍ଥିତ ପ୍ରକୋଷ୍ଠ ନଂ-୫୪ରେ ଅନୁଷ୍ଠିତ ଏହି ବୈଠକରେ ଷୋଡଶ ବିଧାନସଭା ସମୟରେ ବିଧାନସଭାରେ ଉପସ୍ଥା ପିତ ଉକ୍ତ କମିଟିଙ୍କ ପ୍ରଥମ ରିେ ପାର୍ଟରେ ସ୍ଥାନିତ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିେଯୋଗ ବିଭାଗ ସଂପର୍କରେ କମିଟିଙ୍କ ମତାମତ ସୁପାରିଶ ଉ ପରେ ସଂ ପୃକ୍ତ ବିଭାଗ ଦ୍ୱାରା ଆଜି ସୁଦ୍ଧା ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ଉପରେ କମିଟି ସମୀକ୍ଷା କରିଥିଲେ ।
ଏହି ବୈଠକରେ କମିଟିର ସଭ୍ୟ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିେଯୋଗ ବିଭାଗର ବରିଷ୍ଠ ପଦାଧିକାରୀ ପ୍ରମୁଖଙ୍କ ସମେତ ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତ ପଥୀ ଉ ପସ୍ଥିତ ଥିଲେ ।