• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

।। ଆଠ ଚେନ ଲୁଟେରା ଗିରଫ, ୬ ଲକ୍ଷ୍ୟ ଟଙ୍କାର ସୁନା ଚେନ ଜବତ ।।

Proprietor Abhimanyu Maharana by Proprietor Abhimanyu Maharana
December 11, 2020
in ଓଡ଼ିଶା, କଟକ, ଖୋର୍ଦ୍ଧା, ହୋମ୍
0
।। ଆଠ ଚେନ ଲୁଟେରା ଗିରଫ, ୬ ଲକ୍ଷ୍ୟ ଟଙ୍କାର ସୁନା ଚେନ ଜବତ ।।
Share on FacebookShare on TwitterWhatsapp

ଗିରଫ ହୋଇ ଥିବା ଲୁଟେରାମାନେ କଟକ-ଭୁବନେଶ୍ୱର ଜାତୀୟ ରାଜପଥ , ପୁରୀ ଵାଇପାସ ରାସ୍ତା , ରିଙ୍ଗରୋଡ଼ ରାସ୍ତ , କଟକ- ପାରାଦୀପ ରାସ୍ତା , ଭୁବନେଶ୍ୱର -ଖୋର୍ଦ୍ଧା ରାସ୍ତାରେ ବାଇକ୍ ପଛରେ ବସିଥିବା ମହିଳା ମାନଙ୍କୁ ଟାର୍ଗେଟ କରି ରୀତିମତ ସୁନା ଚେନ ଲୁଟ କରିଥାନ୍ତି ।

ଓଡ଼ିଶା ତାଜା ନ୍ୟୁଜ (୧୧ ଡିସେମ୍ବର ଶୁକ୍ରବାର ) କଟକ  :-  ସ୍ପିଡି ବାଇକ ଜରିଆରେ ରାସ୍ତାରେ ଯାଉଥିବା ମହିଳାଙ୍କ ବେକରୁ ସୁନା ଚେନ ଲୁଟି ଆଖି ପିଛୁଳାକେ ଚମ୍ପଟ ମାରୁଥିବା , ଆଠ ଜଣ ସୁନା ଚେନ ଲୁଟେରାଙ୍କୁ , କଟକ ସଦର ପୋଲିସ ଏବଂ ସ୍ପେଶାଲ ସ୍କାର୍ଡ଼ ଟିମ ମିଳିତ ଭାବେ ବିଭିନ୍ନ ସ୍ଥାନରେ,ଚଢ଼ାଉ କରି ଗିରଫ କରିବାରେ ସଫଳ ହୋଇଛି । ଗିରଫ ଲୁଟେରାଙ୍କ ଠାରୁ ପୋଲିସ ୬ ଲକ୍ଷ୍ଯ ଟଙ୍କାର ୧୩ଟା ୧୧୨ ଗ୍ରାମ ଓଜନର, ଲୁଟ ହୋଇଥିବା ସୁନା ଚେନ , ଗୋଟିଏ ଦେଶୀ ବନ୍ଧକ ଏବଂ ଲୁଟ କାର୍ଯ୍ୟରେ ବ୍ୟବହୃତ ହେଉଥିବା ତିନୋଟି ସ୍ପିଡି ବାଇକ୍ କୁ ପୋଲିସ ଜବତ କରିଛି । ଏନେଇ କଟକ ସଦର ଥାନାରେ ୬୩୮/୨୦୨୦ ରେ ମାମଲା ରୁଜ୍ଜୁ କରାଯାଇଛି । ଶନିବାର ଗିରଫ ଲୁଟେରାଙ୍କୁ କୋର୍ଟ ଚାଲାଣ କରାଯିବ । ଗିରଫ ହୋଇ ଥିବା ଲୁଟେରାମାନେ କଟକ-ଭୁବନେଶ୍ୱର ଜାତୀୟ ରାଜପଥ , ପୁରୀ ଵାଇପାସ ରାସ୍ତା , ରିଙ୍ଗରୋଡ଼ ରାସ୍ତ , କଟକ- ପାରାଦୀପ ରାସ୍ତା , ଭୁବନେଶ୍ୱର -ଖୋର୍ଦ୍ଧା ରାସ୍ତାରେ ବାଇକ୍ ପଛରେ ବସିଥିବା ମହିଳା ମାନଙ୍କୁ ଟାର୍ଗେଟ କରି ରୀତିମତ ସୁନା ଚେନ ଲୁଟ କରିଥାନ୍ତି ।

ଗତ ୫ ତାରିଖ ଦିନ ଅପରାହ୍ନରେ ଦୁଇ ଜଣ ଚେନ ଲୁଟେରା , କଟକ – ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥର , ବମ୍ଫକୁଦ ନିକଟସ୍ଥ ଗ୍ରାଣ୍ଡବଜାର ନିକଟରୁ , ଭୁବନେଶ୍ୱର ରୁ କଟକର ବିଡାନାସି କୁଶିଆ ଲେନକୁ, ବାଇକରେ ଯାଉଥିବା ସତ୍ୟରଞ୍ଜନ ନାୟକଙ୍କ ମାଙ୍କ ବେକରୁ ସୁନା ଚେନ ଲୁଟ କରି ପଳାଉଥିବା ସମୟରେ , ସ୍ଥାନୀୟ ଲୋକେ ସଂପୃକ୍ତ ଦୁଇ ଲୁଟେରାଙ୍କୁ ପିଛା କରି ଜଣଙ୍କୁ ଧରି ସଦର ପୋଲିସର ଜିମା ଦେଇଥିଲେ । ଅନ୍ୟ ଜଣେ ପାଖରେ ଥିବା ପିସ୍ତଲରୁ ଫାଙ୍କା ଗୁଳି ଚଳାଇ ଫେରାର ହୋଇ ଯାଇଥିଲା । ଏନେଇ ସତ୍ୟରଞ୍ଜନ ସଦରଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ଧରାପଡିଥିବା ଲୁଟେରାକୁ ପୋଲିସ ଅଟକ ରଖି ଏହି ଲୁଟ ଘଟଣାରେ ଜଡ଼ିତ ଗ୍ୟାଙ୍ଗ କୁ ଧରିବାରେ ସଫଳ ହୋଇଥିଲା ।

ଧରାପଡିଥିବା ଲୁଟେରାମାନେ ହେଲେ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ମଝିସାହିର ମୁନା ଓରଫ ମାନସ ଲେଙ୍କା, କଟକ ସଦରଥାନା ତେନ୍ତୁଳିନାଳି ଗ୍ରାମର ଧୁନା ଓରଫ ଧନେଶ୍ୱର ପ୍ରଧାନ , ଭୁବନେଶ୍ୱର ନନ୍ଦନକାନନ ଥାନା ବାଲିପଡା ଗ୍ରାମର କଟାସ ଓରଫ ସଂଗ୍ରାମ ରାଉତ , ଭୁବନେଶ୍ୱର ବାଲିପାଟଣା ଥାନା ଗୋତଳଗାଁର ଜଗା ଓରଫ ଜଗନ୍ନାଥ ଭୋଇ ,ନୟାଗଡ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ରଗଡ଼ିପଡା ଗ୍ରାମର ପ୍ରଦୀପ ବେହେରା , ବାରଙ୍ଗ ଥାନା ଦାଢାପାଟଣା ଗ୍ରାମର ବଇନ ଓରଫ ବୈଦ୍ୟନାଥ ସାହୁ , ବାଲେଶ୍ବର ଜିଲ୍ଲା ସିମଳା ଥାନା ବେଲି ଗ୍ରାମର ଛୋଟୁ ଓରଫ କାମିନୀ କାନ୍ତ ରଣା ଏବଂ କଟକ ମଙ୍ଗଳାବାଗ ଥାନା ବଣିଆସାହି ଅଞ୍ଚଳର ଦିଲ୍ଲୀପ ମହାରଣା । ମୁନା ଓରଫ ମାନସ ଲେଙ୍କା ନାମରେ ଲକ୍ଷ୍ମୀସାଗର ଥାନାରେ ୯ ଟି କେସ ସମେତ ବାରଙ୍ଗ, ସଦର,ବାଲିଅନ୍ତା, ସହୀଦନଗର ସମେତ ୧୭ ଟି କେସ ରହିଛି । ସେହିପରି ସଂଗ୍ରାମ ନାଆଁରେ ୧୨ ଟି କେସ ,ଧନେଶ୍ବର ନାଁରେ ୯ଟି ,ଜଗନ୍ନାଥ ନାମରେ ୪ଟି କେସ ବିଭିନ୍ନ ଥାନାରେ ରହିଛି ବୋଲି କଟକ ଡିସିପି ପ୍ରତିକ ସିଂହ ସୂଚନା ଦେଇଛନ୍ତି । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)   

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ଦାସିଆ ଅଜାଙ୍କ ସାଧନା ଓ ସଂଘର୍ଷ ମୟ ଜୀବନ କାହାଣୀ ସମ୍ପର୍କେ ଅନୁଷ୍ଠାନ ସମ୍ପାଦକ ଦୀପକ ପଟ୍ଟନାୟକ ଙ୍କ ସହିତ ଆଲୋଚନା କରି ମାଜିଷ୍ଟ୍ରେଟ୍ ଖୁବ୍ ଖୁସି ପ୍ରକଟ କରିଥିଲେ

October 29, 2026
ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟରେ କନ୍ଧମାଳ ପ୍ରଶାସନର ବ୍ୟାପକ ପ୍ରସ୍ତୁତି : ବାତ୍ୟା ମୁକାବିଲା ପାଇଁ ମନ୍ତ୍ରୀଙ୍କ ସମୀକ୍ଷା, ୧୯୮ ଗର୍ଭବତୀ ମହିଳା ମା’ ଗୃହକୁ ସ୍ଥାନାନ୍ତର

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ : ୨୯ ରେ କନ୍ଧମାଳ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ – ଶିକ୍ଷକ ଓ କର୍ମଚାରୀଙ୍କୁ ଡ୍ୟୁଟିରେ ରହିବା ନିର୍ଦ୍ଦେଶ

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ବାଲିଗୁଡ଼ାରେ ଲଗାଣ ବର୍ଷା ଜନଜୀବନ ଅସ୍ତବ୍ୟସ୍ତ : ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଦାସିଆ ଅଜାଙ୍କ ସାଧନା ଓ ସଂଘର୍ଷ ମୟ ଜୀବନ କାହାଣୀ ସମ୍ପର୍କେ ଅନୁଷ୍ଠାନ ସମ୍ପାଦକ ଦୀପକ ପଟ୍ଟନାୟକ ଙ୍କ ସହିତ ଆଲୋଚନା କରି ମାଜିଷ୍ଟ୍ରେଟ୍ ଖୁବ୍ ଖୁସି ପ୍ରକଟ କରିଥିଲେ

ଦାସିଆ ଅଜାଙ୍କ ସାଧନା ଓ ସଂଘର୍ଷ ମୟ ଜୀବନ କାହାଣୀ ସମ୍ପର୍କେ ଅନୁଷ୍ଠାନ ସମ୍ପାଦକ ଦୀପକ ପଟ୍ଟନାୟକ ଙ୍କ ସହିତ ଆଲୋଚନା କରି ମାଜିଷ୍ଟ୍ରେଟ୍ ଖୁବ୍ ଖୁସି ପ୍ରକଟ କରିଥିଲେ

October 29, 2026
ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟରେ କନ୍ଧମାଳ ପ୍ରଶାସନର ବ୍ୟାପକ ପ୍ରସ୍ତୁତି : ବାତ୍ୟା ମୁକାବିଲା ପାଇଁ ମନ୍ତ୍ରୀଙ୍କ ସମୀକ୍ଷା, ୧୯୮ ଗର୍ଭବତୀ ମହିଳା ମା’ ଗୃହକୁ ସ୍ଥାନାନ୍ତର

ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟରେ କନ୍ଧମାଳ ପ୍ରଶାସନର ବ୍ୟାପକ ପ୍ରସ୍ତୁତି : ବାତ୍ୟା ମୁକାବିଲା ପାଇଁ ମନ୍ତ୍ରୀଙ୍କ ସମୀକ୍ଷା, ୧୯୮ ଗର୍ଭବତୀ ମହିଳା ମା’ ଗୃହକୁ ସ୍ଥାନାନ୍ତର

October 29, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version