• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସନ୍ତୋଷପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆଜକୁ ଦଶ ବର୍ଷ ହେବ ସ୍ଥାୟୀ ଡାକ୍ତର ନ ଥିବା ହେତୁ – ବେଣାପୁରା “ଜୀବନ ସାଥୀ ସ୍ୱେଚ୍ଛାସେବୀ” ସଂଗଠନ ପକ୍ଷରୁ ଆମରଣ ଅନଶନ

Proprietor Abhimanyu Maharana by Proprietor Abhimanyu Maharana
December 10, 2020
in ଓଡ଼ିଶା, ବାଲେଶ୍ଵର, ହୋମ୍
0
ସନ୍ତୋଷପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆଜକୁ ଦଶ ବର୍ଷ ହେବ ସ୍ଥାୟୀ ଡାକ୍ତର ନ ଥିବା ହେତୁ – ବେଣାପୁରା “ଜୀବନ ସାଥୀ ସ୍ୱେଚ୍ଛାସେବୀ” ସଂଗଠନ ପକ୍ଷରୁ ଆମରଣ ଅନଶନ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୦ ଡିସେମ୍ବର , ଗୁରୁବାର )ବାଲେଶ୍ୱର :- ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକର ସନ୍ତୋଷପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ଥାୟୀ ଡାକ୍ତର ଆଜକୁ ଦଶ ବର୍ଷ ହେବ ନିୟମିତ ରହୁ ନଥିବାର ଅଭିଯୋଗ ହୋଇଛି । ଏହି ଡାକ୍ତରଖାନାରେ ତିନି ଗୋଟି ପଞ୍ଚାୟତ ସନ୍ତୋଷପୁର, ଭେଲୋରା, କୁଳୀଦା ଓ ଆଖପାଖ ଅଞ୍ଚଳରେ ପ୍ରାୟ ଚାଳିଶ ହଜାର ଲୋକେ ଚିକିତ୍ସା ଉପରେ ନିର୍ଭର କରନ୍ତି । ଏହି ତିନି ଗୋଟି ପଂଚାୟତ ଏକ ଉପାନ୍ତ ଓ ଗରିବ, କୃଷି ଓ ଆଦିବାସୀ ଗ୍ରାମ ବହୁଳ ଜନ ବସତ lଏହି ଡାକ୍ତରଖାନାରେ ଜଣେ ହେଲେ ମଧ୍ୟ ସ୍ଥାୟୀ ଡାକ୍ତର ନାହାନ୍ତି ,ଜଣେ ଆୟୁଷ ଡାକ୍ତର,ଜଣେ ଫାର୍ମାସିଷ୍ଟ,,ଜଣେ ଏଏନଏମ ଏବଂ ଜଣେ ଏଟେଣ୍ତଡେ୍ଣ୍ଟ ଓ ଜଣେ ଲଏଚଭି ନିଯୁକ୍ତି ହୋଇ ଅଛନ୍ତି ।

ହେଲେ କେହି ମଧ୍ୟ୍ୟ ନିୟମିତ ଡିଉଟି କରୁ ନାହାନ୍ତି କିମ୍ବା ନୟମିତ ରହୁ ନାହାନ୍ତି । ନାହିଁ ନାହିଁରେ ଡାକ୍ତରଖାନା ଚାଲିଛି । ଗୋଟାଏ ଘଣ୍ଟା ଡ୍ଯୁଟି କରି ସମସ୍ତ ଷ୍ଟାଫ ଚାଲି ଯାଆନ୍ତି । ବାକି ସମୟରେ ଲୋକେ ବାହାରେ ନିର୍ଭର କରନ୍ତି ।ଯାହା ଦ୍ୱlରା ତିନି ଗୋଟ ପଂଚାୟତ ରେ ପ୍ରାଥମିକ ସ୍ବାସ୍ଥ୍ୟ ସେବା ଏକ ପ୍ରକାର ଠପ୍ ହୋଇଜାଇଛି l ତେଣୁ ଲୋକମାନେ ବାଧ୍ୟ ହୋଇ କ୍ଵାକମାନଂକ ଠାରୁ ବିଭିନ୍ନ ପ୍ରକାର ଭୁଲ ମେଡ଼ିସିନ ଖାଇ ଅଧିକରୁ ଅଧିକ ରୋଗକ୍ରାନ୍ତ ହୋଉଛନ୍ତି l ସନ୍ତୋଷପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଟି ଏନଏଚ -60 ର ନିକଟବର୍ତୀ ସ୍ଥାନରେ ଅବସ୍ଥିତ l ଏହି ତିନିଗୋଟି ପଂଚାୟତ ସୁବର୍ଣ୍ଣରେଖା ନଦୀ କୂଳରେ ଅବସ୍ଥାପିତ ହୋଉଅଛି l

ସଡ଼କ ଦୁଘଟଣର ଶିକାର ହୋଉଥିବା ବ୍ୟକ୍ତି ଜରୁରୀକାଳିନ ପରିସ୍ଥିତିରେ ପ୍ରାଥମିକ ସ୍ୱାସ୍ଥ୍ୟସେବା ପାଇବାରୁ ମଧ୍ୟ ବଂଚିତ l ଏହି ତିନି ଗୋଟି ପଞ୍ଚାୟତ ସନ୍ତୋଷପୁର, ଭେଲୋରା, କୁଳୀଦା ଓ ଗ୍ରାମବାସୀ ମାନେ ଅତିଷ୍ଟ ହୋଇ ବାରମ୍ବାର ଅଭିଯୋଗ କରିଛନ୍ତି ।  ଆଜକୁ ପାଞ୍ଚ ବର୍ଷ ହେବ ବେଣlପୁରା “ଜୀବନ ସାଥୀ ସ୍ୱେଚ୍ଛାସେବୀ ସଂଗଠନ” ସ୍ଥାୟୀ ଡାକ୍ତର ପାଇଁ ବିଭିନ୍ନ ସମୟରେ ଉଚ୍ଚପଦାଧିକାରୀ ମାନଂକୁ ବାରମ୍ବାର ଲିଖିତ ଓ ସଂଗଠନ ପକ୍ଷରୁ ସାକ୍ଷାତ କରି ନିରାଶୟ ହୋଇଛୁ l ତେଣୁ ସଂଗଠନ ପକ୍ଷରୁ ଆମରଣ ଅନଶନ ପାଇଁ ଦୃଢ ନିଷ୍ପତି ନିଆଯାଇଛି l ଆଜି ସକାଳ ଆଠ ଘଟିକା ରେ ମହାତ୍ମାଗାନ୍ଧୀଙ୍କ ଫୋଟ ରଖି ଓ ସଂଗଠନର ସଂପାଦକ ଓ ଯୁବ ସମାଜସେବକ ଦୀପ୍ତିମାନ ପତି, ସଭାପତି ଓ ସମାଜସେବକ ସୁଶାନ୍ତ ସାହୁ, ଜ୍ଞାନ ରଂଜନ ଦାସ, ଗୋବର ର୍ଦ୍ଧନ ଜେନା, ସନ୍ୟାସୀ ପ୍ରଧାନ, ଦିପୁ ହlଜ଼ୀରା, ଅଜିତ ଦାଶମହାପାତ୍ର, ଫୁଲମାଳ ପିନ୍ଧି ସକ୍ରିୟ ଭାବେ ଆମରଣ ଅନଶନରେ ଅଂଶ ଗ୍ରହଣ କରିଛନ୍ତି  (ରିପୋର୍ଟ –ଦୀପ୍ତିମାନ ପତି )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ

ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ

September 8, 2026
ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ

ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ

September 8, 2026
ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ୨୦୨୬ରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା; ରାଉରକେଲା ଓ କଳିଙ୍ଗନଗରକୁ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ

ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ୨୦୨୬ରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା; ରାଉରକେଲା ଓ କଳିଙ୍ଗନଗରକୁ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ

September 8, 2026
Strengthening Odisha’s Power Transmission Infrastructure: A New Era of Confidence in Power System of Odisha

Strengthening Odisha’s Power Transmission Infrastructure: A New Era of Confidence in Power System of Odisha

September 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ

ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ

September 8, 2026
ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ

ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ

September 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version