ଓଡ଼ିଶା ତାଜା ନ୍ୟୁଜ (୭ ଡିସେମ୍ବର ସୋମବାର )ଭୁବନେଶ୍ୱର :- ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ମହୋଦୟା ଗତକାଲି ସୁପରିଚିତ ସାମାଜିକ ସ୍ବେଛାସେବୀ ସଂଗଠନ ରୋଟାରୀର ସମସ୍ତ ମୁଖ୍ୟ ମାନଙ୍କ ସହ ଆଗାମୀ ଦିନରେ କିପରି ସେବା ମୂଳକ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇପାରିବ ସେ ନେଇ ବ୍ୟାପକ ଆଲୋଚନା କଲେ l















