ଦିଲୀପ କୁମାର ବେହେରା, ପିଓ ବିଜୟ କୁମାର ପାଣିଗ୍ରାହୀ, ସରପଞ୍ଚ ପୂର୍ଣ୍ଣ ଚନ୍ଦ୍ର ଜେନା, ସମିତି ସଭ୍ୟ ମହେନ୍ଦ୍ର ପ୍ରସାଦ ପଣ୍ଡା ଓ ଫାଣ୍ଡି ଅଧିକାରୀ ନିରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ବଣିକ ସଂଘ ସଦସ୍ୟ, ବରିଷ୍ଠ ନାଗରିକ, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ଓ ଜନସାଧାରଣ ଙ୍କୁ ସଚେତନ କରାଇଥିଲେ । ସଚେତନ ଦ୍ୱାରା ହିଁ ସ୍ୱଚ୍ଛତା ବଜାୟ ରଖିହେବ ବୋଲି ସମସ୍ତେ ହୃଦୟଙ୍ଗମ କରିଥିଲେ । ବଣିକ ସଂଘ ସଭାପତି ଇଂ. ଲକ୍ଷ୍ମୀ ପ୍ରସାଦ ନାୟକ, ଏ.ସର୍ଭିସ୍ ଆଚାରୀ, କାହ୍ନୁ ଚରଣ ବାଡତ୍ୟା, ଉମା ଶଙ୍କର ନାୟକ, ସନ୍ତୋଷ ସେଠୀ ଏବଂ ଗ୍ରାମର ବହୁ ଏସ୍ ଏଚ୍ ଜି ଗୃପର ସଦସ୍ୟାମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ପରିଶେଷରେ ସମସ୍ତେ ମିଶି ମେଡିକାଲ ପାର୍ଶ୍ୱ ଅଞ୍ଚଳକୁ ପରିଷ୍କାର କରିଥିଲେ ।(ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )© 2023 Odisha Taza News.