• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କୃଷକ ସଂଘର୍ଷ ସମର୍ଥନରେ ୩ ଡିସେମ୍ବର ଦେଶବ୍ୟାପୀ ସଂହତି ଦିବସ

Proprietor Abhimanyu Maharana by Proprietor Abhimanyu Maharana
December 1, 2020
in ଓଡ଼ିଶା, ଗଞ୍ଜାମ, ହୋମ୍
0
କୃଷକ ସଂଘର୍ଷ ସମର୍ଥନରେ ୩ ଡିସେମ୍ବର ଦେଶବ୍ୟାପୀ ସଂହତି ଦିବସ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧ ଡିସେମ୍ବର ମଙ୍ଗଳବାର ) କୋଦଳା :-  ବ୍ରହ୍ମପୁର କେନ୍ଦ୍ର ସରକାରଙ୍କ କୃଷକ ବିରୋଧୀ କୃଷି ନୀତି ତଥା କର୍ପୋରେଟ୍ ସପକ୍ଷବାଦୀ କୃଷି ନୀୟମ ଏବଂ ବିଦ୍ୟୁତ୍ (ସଂଶୋଧନ) ବିଲ୍ ୨୦୨୦କୁ ରଦ୍ଦ କରିବା ପାଇଁ ଯେଉଁ ବୀରତ୍ବପୂର୍ଣ ସଂଘର୍ଷ ଦୀର୍ଘ ୫ ଦିନ ଧରି ଜାରି ରଖିଛନ୍ତି, ଏଥିରେ ଫାସିବାଦୀ ମୋଦି ସରକାରଙ୍କୁ ଶକ୍ତ ଧକ୍କା ପହଞ୍ଚିବା ସହ ଭାରତୀୟ କୃଷକ ଆନ୍ଦୋଳନରେ ନୂତନ ଇତିହାସ ରଚିଛନ୍ତି । ଏହି ଆନ୍ଦୋଳନରେ କୃଷକ ମାନଙ୍କ ନିଶ୍ଚୟ ବିଜୟ ହେବ। ଏହି କୃଷକ ସଂଘର୍ଷ ଦେଶବ୍ୟାପୀ ଗଢିତୋଳିବା ସହ ବ୍ୟାପକ ସଭା ସମିତି, ଶୋଭାଯାତ୍ରା, ବିକ୍ଷୋଭ ଆୟୋଜନ କରି ଗାଁ ଗାଁରେ ସମର୍ଥନ ଜ୍ଞାପନ ପାଇଁ ୩ ଡିସେମ୍ବର ୨୦୨୦କୁ ଅଖିଳ ଭାରତୀୟ କ୍ରାନ୍ତିକାରୀ କୃଷକ ସଭା ପକ୍ଷରୁ ଦେଶବ୍ୟାପୀ ସଂହତି ଦିବସ ଭାବେ ପାଳନ କରିବା ପାଇଁ ଆହ୍ବାନ ଦିଆଯାଇଛି । କୃଷକଙ୍କ ଐକ୍ୟବଦ୍ଧ ଓ ବୀରତ୍ବପୂର୍ଣ ଶକ୍ତି କେନ୍ଦ୍ର ସରକାରଙ୍କ ସର୍ତ୍ତମୂଳକ ଆଲୋଚନା ପ୍ରସ୍ତାବକୁ ସଂପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛି। ମୋଦି ସରକାର ମନ କି ବାତ ରେ କହିଛନ୍ତି ଯେ ବିରୋଧୀଙ୍କ ପ୍ରୋତ୍ସାହନରେ ଏହି ଆନ୍ଦୋଳନ ଘଟୁଛି, ଏହା କୃଷକ ସମାଜ ପ୍ରତି ଅପମାନ ଅଟେ। କାରଣ ପଞ୍ଜାବର କୃଷକମାନେ ସବୁଠାରୁ ବିକଶିତ କୃଷକ, ସେମାନେ ସରକାରଙ୍କ କୃଷି ନୀତିକୁ ସଠିକ ଭାବେ ତର୍ଜମା କରି ଏହାକୁ ବିରୋଧ କରୁଛନ୍ତି ।

କୃଷକମାନଙ୍କ ଆୟକୁ ଦୁଇଗୁଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା କେନ୍ଦ୍ର ସରକାର କୃଷକଙ୍କୁ ରୋକିବା ପାଇଁ ସମ୍ବିଧାନ ଏବଂ ଗଣତନ୍ତ୍ରର ହତ୍ୟା କରିଛନ୍ତି । ରାସ୍ତା ଖୋଳିଲେ ଯେପରି କୃଷକମାନେ ଦିଲ୍ଲୀରେ ପହଞ୍ଚି ପାରିବେ ନାହିଁ । ସମସ୍ତ ଦମନ ନୀତି ପାଣିମାଡ, ଲାଠିଚାର୍ଜ, ଗ୍ୟାସ ବୁହା ମାଡ଼ କରିଥିଲେ କିନ୍ତୁ ଅନ୍ନଦାତାଙ୍କ ନିଷ୍ଠା ଓ ତ୍ୟାଗ ଯୋଗୁଁ ଭୁଲ କୃଷି ନୀତିକୁ ବିରୋଧ କରି ଦିଲ୍ଲୀରେ ପହଞ୍ଚି ପାରିଛନ୍ତି । ପ୍ରତ୍ୟେକ ଗାଁରେ ମୋଦୀଙ୍କ ବିରୁଦ୍ଧରେ କ୍ରୋଧ ପ୍ରକାଶ ପାଉଛି । ଏହି ଆନ୍ଦୋଳନକୁ ପ୍ରତ୍ୟେକ ଗାଁର ଚାଷୀ କୁ ସ୍ୱାଧୀନତା ପ୍ରଦାନ କରିବ । ଚାଷୀଙ୍କ ସମର୍ଥନରେ ସମସ୍ତେ ଐକ୍ୟବଦ୍ଧ ହୋଇ ଠିଆ ହୋଇ ସମର୍ଥନ ପ୍ରଦାନ କରିବା ହିଁ ଅନ୍ନଦାତାଙ୍କ ପ୍ରତି ପ୍ରକୃତ ସମ୍ମାନ ଏବଂ ଶ୍ରମଜୀବୀଙ୍କ ପ୍ରତି ପ୍ରଥମ ବିଜୟ ଉପହାର ହେବ । କୃଷକ ବିରୋଧୀ କୃଷି ନୀତି ତଥା କର୍ପୋରେଟ ସପକ୍ଷବାଦୀ ନୀତି ଏବଂ ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ଆସୁଥିବା କୃଷକଙ୍କ ଉପରେ ହୋଇଥିବା ଅତ୍ୟାଚାର ବିରୋଧରେ ସାରା ଦେଶର ଜନଗଣଙ୍କ ଅସନ୍ତୋଷ ପ୍ରକଟ ଏବଂ କୃଷକ ସଂଘର୍ଷକୁ ସମର୍ଥନ ଦେବାକୁ ହେବ । ଐତିହାସିକ କୃଷକ ସଂଗ୍ରାମକୁ ଆମର ସମ୍ପୂର୍ଣ୍ଣ ସମର୍ଥନ ଜଣାଇବା ଏବଂ ମୋଦୀ ସରକାରଙ୍କ କୃଷକ ବିରୋଧୀ ନୀତି ତଥା କର୍ପୋରେଟ୍ ସପକ୍ଷବାଦୀ ନୀତିକୁ ଦୃଢ ବିରୋଧ କରିବା ପାଇଁ ଆସନ୍ତା ୦୩ ଡିସେମ୍ବର ୨୦୨୦ “ସ଼ଂହତି ଦିବସ” ଭାବରେ ପାଳନ କରିବାକୁ କ୍ରାନ୍ତିକାରୀ କୃଷକ ସଭା ପକ୍ଷରୁ ଆହ୍ଵାନ ଦେଉଅଛୁ । ପ୍ରତ୍ୟେକ ସଂଗଠନ ଏବଂ ବ୍ୟକ୍ତିବିଶେଷଙ୍କୁ ମୋଦୀ ସରକାର ଉପରେ ଚାପ ପ୍ରୟୋଗ କରିବା ପାଇଁ କ୍ରାନ୍ତିକାରୀ କୃଷକ ସଭା ର ରାଜ୍ୟ ସମ୍ପାଦକ ଶଙ୍କର ସାହୁ ନିବେଦନ କରିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ : ଇଣ୍ଟରନେଟ ସେବା ବ୍ଯାହତ ଯୋଗୁଁ ବାଲିଗୁଡା ବାସୀ ହନ୍ତସନ୍ତ

ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ : ଇଣ୍ଟରନେଟ ସେବା ବ୍ଯାହତ ଯୋଗୁଁ ବାଲିଗୁଡା ବାସୀ ହନ୍ତସନ୍ତ

April 29, 2026
ମଧୁବାବୁଙ୍କ ଜୟନ୍ତୀରେ ପୁରୀ ଓକିଲ ସଂଘ ପକ୍ଷରୁ ରକ୍ତଦାନ ଶିବିର

ମଧୁବାବୁଙ୍କ ଜୟନ୍ତୀରେ ପୁରୀ ଓକିଲ ସଂଘ ପକ୍ଷରୁ ରକ୍ତଦାନ ଶିବିର

April 29, 2026
ଷ୍ଟେସନ ଓ ଜିଲ୍ଲା ସ୍ଲୁଲ ଛକ ରାସ୍ତା ହେଉନାହିଁ ଓସାର ମହାନଗର ନିଗମ ଅଧିକାରୀ ନିରବଦ୍ରଷ୍ଟା

ଷ୍ଟେସନ ଓ ଜିଲ୍ଲା ସ୍ଲୁଲ ଛକ ରାସ୍ତା ହେଉନାହିଁ ଓସାର ମହାନଗର ନିଗମ ଅଧିକାରୀ ନିରବଦ୍ରଷ୍ଟା

April 28, 2026
ଲବଣ ସତ୍ୟାଗ୍ରହ ସ୍ମାରକୀ ସମାରୋହ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଲବଣ ସତ୍ୟାଗ୍ରହ ସ୍ମାରକୀ ସମାରୋହ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

April 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ : ଇଣ୍ଟରନେଟ ସେବା ବ୍ଯାହତ ଯୋଗୁଁ ବାଲିଗୁଡା ବାସୀ ହନ୍ତସନ୍ତ

ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ : ଇଣ୍ଟରନେଟ ସେବା ବ୍ଯାହତ ଯୋଗୁଁ ବାଲିଗୁଡା ବାସୀ ହନ୍ତସନ୍ତ

April 29, 2026
ମଧୁବାବୁଙ୍କ ଜୟନ୍ତୀରେ ପୁରୀ ଓକିଲ ସଂଘ ପକ୍ଷରୁ ରକ୍ତଦାନ ଶିବିର

ମଧୁବାବୁଙ୍କ ଜୟନ୍ତୀରେ ପୁରୀ ଓକିଲ ସଂଘ ପକ୍ଷରୁ ରକ୍ତଦାନ ଶିବିର

April 29, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version