• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବିଧାନସଭା ଆଗରେ ପରୀ ବାପା ମାଆ ଙ୍କ ଆତ୍ମହତ୍ୟା ଉଦ୍ୟମ ର ଗୁମର ଖୋଲିଲା ଫଟୋ – ଭୁବନେଶ୍ୱର

Proprietor Abhimanyu Maharana by Proprietor Abhimanyu Maharana
November 25, 2020
in ଓଡ଼ିଶା, ଖୋର୍ଦ୍ଧା, ହୋମ୍
0
ବିଧାନସଭା ଆଗରେ ପରୀ ବାପା ମାଆ ଙ୍କ ଆତ୍ମହତ୍ୟା ଉଦ୍ୟମ ର ଗୁମର ଖୋଲିଲା ଫଟୋ – ଭୁବନେଶ୍ୱର
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ ( ୨୫ ନଭେମ୍ବର ବୁଧବାର ) ଭୁବନେଶ୍ୱର :- ଝିଅ ପାଇଁ ବିଧାନସଭା ଆଗରେ ହାତରେ ଡିଜେଲ ଧରି ନ୍ୟାୟ ମାଗୁଥିବା ନୟାଗଡର ପରୀ ବାପାଙ୍କ ଅସଲ ଚିତ୍ର ଏବେ ଧିରେ ଧିରେ ପଦାକୁ ଆସିବାରେ ଲାଗିଛି । ଝିଅ ପାଇଁ ନୁହେଁ ବରଂ ଅନ୍ୟ କଥାରେ ପଡି ମନ୍ତ୍ରୀ ଅରୁଣ ସାହୁଙ୍କୁ ବଦନାମ କରିବାପାଇଁ ଯେ ସେ ନୟାଗଡରୁ ରାଜଧାନୀ ଆସିଥିଲେ ତାହା ସ୍ପଷ୍ଟ ହୋଇଛି । ପରୀ ବାପା ଅଶୋକ ସାହୁଙ୍କ ସମେତ ଗଣମାଧ୍ୟମକୁ ଚଟାପଟ ବାଇଟ୍‍ ଦେଉଥିବା ସରପଞ୍ଚ ସୌମ୍ୟ ରଞ୍ଜନ ପ୍ରଧାନ, ଗୋଟିଏ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ସଂସ୍ଥାର ପ୍ରତିନିଧି ଶିବରାମ ମହାପାତ୍ର, ଜିଲ୍ଲା କଂଗ୍ରେସ ସଭାପତି ରଞ୍ଜିତ ଦାସ ଓ ଆଉ କେତେଜଣ ବ୍ୟକ୍ତି ବିଧାନସଭା ସମ୍ମୁଖରେ ଘଟଣା ଘଟିବାର ଅବ୍ୟବହିତ ପୂର୍ବରୁ ଗୋଟିଏ ଚା ଖଟିରେ ସାମିଲ ହୋଇଛନ୍ତି । ଅତ୍ୟନ୍ତ ପ୍ରସନ୍ନ ମୁଦ୍ରାରେ ସମସ୍ତେ ଚା’ ପାନ କରୁଥିବା ଫଟୋରୁ ଜଳ ଜଳ ହୋଇ ଦିଶୁଛି ।

ଯେହେତୁ ଅଶୋକ ସାହୁ ନିର୍ଦ୍ଦିଷ୍ଟ ପୋଷାକରେ ପୁଲିସ୍‍ ହାତରେ ଧରାପଡିଥିଲେ ତେଣୁ ଫଟୋକି ଘଟଣା ଘଟିବାର କିଛି ସମୟ ପୂର୍ବର ବୋଲି କୁହାଯାଉଛି । ପରୀ ମୃତ୍ୟୁ ଘଟଣାରେ ସମସ୍ତେ ମର୍ମାହତ ହୋଇଥିବାବେଳେ ରାଜ୍ୟ ପୁଲିସ୍‍ ଏବେ ବି ଏହାର ଅନୁସନ୍ଧାନ ଜାରି ରହିଛି । ଫୋରେନସିକ୍‍ ଯାଞ୍ଚ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଖୋଳତାଡ ବି ହୋଇଛି । ବହୁ ଲୋକଙ୍କୁ ଏ ସଂକ୍ରାନ୍ତରେ ପଚରା ଉଚୁରା କରାଯାଇଛି । ତେବେ ପରୀର ବାପ ମା’ ଏହି ଘଟଣାରେ ଜିଲ୍ଲା ପୁଲିସ୍‍ ମୁଖ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିପାରିଥାନ୍ତେ । ହେଲେ ତାହା ନକରି ଯେଉଁଦିନ ବିଧାନସଭାରେ ଆଇନ୍‍ଶୃଙ୍ଖଳା ଆଲୋଚନା ଚାଲିଛି ସେହିଦିନ ଆସି ଏଠାରେ ଆତ୍ମହତ୍ୟା ଉଦ୍ୟମ କରିବା ଏବଂ ପୁଲିସ୍‍ ଜାଣିବା ପୂର୍ବରୁ ବିଭିନ୍ନ ଗଣମାଧ୍ୟମ ପ୍ରସ୍ତୁତ ହୋଇ ରହିବାକୁ ସନ୍ଦେହ ପ୍ରକାଶ ପାଇଥିଲା । ଏବେ ଏହି ଫଟୋଟି ପଦାକୁ ଆସିବାପରେ ଧିରେ ଧିରେ ଆତ୍ମହତ୍ୟା ଘଟଣା ଉପରୁ ପରଦା ଉଠୁଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ନିଜ ଜିଲ୍ଲାକୁ ନେଇ ଏତେ ବଡ ଘଟଣା ଘଟିବାପରେ ମନ୍ତ୍ରୀ ଅରୁଣ ସାହୁ ସମ୍ପୃକ୍ତ ସରପଞ୍ଚଙ୍କୁ ଏ ବାବଦରେ ଟେଲିଫୋନ୍‍ରେ ପଚାରିବାବେଳେ ସେ ବାରମ୍ବାର ପରୀର ବାପ ମା’ଙ୍କୁ ନେଇ ମନ୍ତ୍ରୀଙ୍କ ପାଖକୁ ଯିବେ ବୋଲି କହୁଛନ୍ତି ।

ସେମାନଙ୍କୁ ଆଣିବା କ’ଣ ଆବଶ୍ୟକ ବୋଲି ମନ୍ତ୍ରୀ ଯେତେଥର ପଚାରୁଛନ୍ତି ସରପଞ୍ଚ କିନ୍ତୁ କଥାବାର୍ତ୍ତାର ରେକର୍ଡିଂ କରିବା ସହିତ ପ୍ରଶ୍ନର ସ୍ପଷ୍ଟ ଉତ୍ତର ନଦେଇ ବାରମ୍ବାର ବାପ ମା’ଙ୍କୁ ନେଇ ଆପଣଙ୍କ ପାଖକୁ ଯିବି ବୋଲି କହୁଛନ୍ତି । ସରପଞ୍ଚଙ୍କର ଏଭଳି ଆଭିମୁଖ୍ୟକୁ ନେଇ ଏବେ ସନ୍ଦେହ ବଢିବାରେ ଲାଗିଛି । କଂଗ୍ରେସ ନେତା ଏବଂ ସ୍ଥାନୀୟ ସରପଞ୍ଚଙ୍କ ହାତରେ ପରୀର ବାପା ଯେ ମୋହରା ସାଜିଛନ୍ତି ଏବଂ ସେମାନେ ମନ୍ତ୍ରୀ ଅରୁଣ ସାହୁଙ୍କୁ ବଦନାମ ପାଇଁ ଏଭଳି କରିଛନ୍ତି ତାହା ଜଳ ଜଳ ହୋଇ ଦିଶୁଛି । କାରଣ ଘଟଣା ଘଟିବା ପରେ ପରେ ଜିଲ୍ଲା କଂଗ୍ରେସ ପକ୍ଷରୁ ନୟାଗଡରେ ପ୍ରତିବାଦ କରାଯିବା, ସରପଞ୍ଚ ଚଟାପଟ ଟିଭିରେ ବାଇଟ୍‍ ଦେବା ଘଟଣାକୁ ରହସ୍ୟମୟ କରି ରଖିଥିଲା । ତାହା ଉପରୁ ଏବେ ପରଦା ହଟିବାରେ ଲାଗିଛି । ଖାଲି ଏହି ଆତ୍ମହତ୍ୟା ଘଟଣା ନୁହେଁ ଗତ ବିଧାନସଭା ଅଧିବେଶନ ସମୟରେ ରାସ୍ତା ଉପରେ ମା’ ବେକରେ ଛୁରୀ ଲଗାଇ ହୋଇଥିବା ଡ୍ରାମା ପଛରେ ବି ନୟାଗଡର ଏହି ଗୋଷ୍ଠି ଥିବା ଅନୁମାନ କରାଯାଉଛି । କାରଣ ସେତେବେଳେ ମୁଣ୍ଡଦୋଷ ପାଇଁ ଚିକିତ୍ସିତ ହେଉଥିବା ଯୁବକ ଜଣଙ୍କ ମଧ୍ୟ ଗଣମାଧ୍ୟମ ସମ୍ମୁଖରେ ମନ୍ତ୍ରୀ ଅରୁଣ ସାହୁଙ୍କ ନାଁ ନେଇ ନାଟକ କରିଥିଲା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଷ୍ଟାଇଲ ବଜାର ପକ୍ଷରୁ ଭୁବନେଶ୍ୱରରେ ସଂସ୍କୃତି, ସିନେମା ଓ ସମୁଦାୟକୁ ପାଳନ କରିବା ପାଇଁ ଓଡିଆ ଫିଲ୍ମ ବିନ୍ଦୁସାଗର ସହ ସହଭାଗିତା

Style Baazar Partners with Odia Film Bindusagar to Celebrate Culture, Cinema, and Community in Bhubaneswar

April 25, 2026

ଓଡ଼ିଶାରେ ଆୟୋଜିତ ହେବ ୨୦୨୬–୨୭ ଜୁନିୟର ଓ ସିନିୟର ଜାତୀୟ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଚାମ୍ପିଅନସିପ୍

Odisha to Host 2026–27 Junior & Senior Artistic Gymnastics National Championships

April 25, 2026
ଓଡ଼ିଶାରେ ଆୟୋଜିତ ହେବ ୨୦୨୬–୨୭ ଜୁନିୟର ଓ ସିନିୟର ଜାତୀୟ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଚାମ୍ପିଅନସିପ୍

ଓଡ଼ିଶାରେ ଆୟୋଜିତ ହେବ ୨୦୨୬–୨୭ ଜୁନିୟର ଓ ସିନିୟର ଜାତୀୟ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଚାମ୍ପିଅନସିପ୍

April 24, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଷ୍ଟାଇଲ ବଜାର ପକ୍ଷରୁ ଭୁବନେଶ୍ୱରରେ ସଂସ୍କୃତି, ସିନେମା ଓ ସମୁଦାୟକୁ ପାଳନ କରିବା ପାଇଁ ଓଡିଆ ଫିଲ୍ମ ବିନ୍ଦୁସାଗର ସହ ସହଭାଗିତା

Style Baazar Partners with Odia Film Bindusagar to Celebrate Culture, Cinema, and Community in Bhubaneswar

April 25, 2026
ଷ୍ଟାଇଲ ବଜାର ପକ୍ଷରୁ ଭୁବନେଶ୍ୱରରେ ସଂସ୍କୃତି, ସିନେମା ଓ ସମୁଦାୟକୁ ପାଳନ କରିବା ପାଇଁ ଓଡିଆ ଫିଲ୍ମ ବିନ୍ଦୁସାଗର ସହ ସହଭାଗିତା

ଷ୍ଟାଇଲ ବଜାର ପକ୍ଷରୁ ଭୁବନେଶ୍ୱରରେ ସଂସ୍କୃତି, ସିନେମା ଓ ସମୁଦାୟକୁ ପାଳନ କରିବା ପାଇଁ ଓଡିଆ ଫିଲ୍ମ ବିନ୍ଦୁସାଗର ସହ ସହଭାଗିତା

April 25, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version