No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୮ ନଭେମ୍ବର ବୁଧବାର )ପଦ୍ମପୁର :- ପାଇକମାଲ ଥାନା କୋକନରା ଖେଳ ପଡିଆ ରେ ଚାଲିଥିବା ଜୁଆଖେଳ ସମୟରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପାଇକମାଲ ରେ କାର୍ଯ୍ୟରତ ଥାନା ଆଇ.ଆଇ.ସି ବିଶ୍ୱଜିତ ମନବୋଧ ସଦଳବଳେ ଅତର୍କିତ ଚଢ଼ାଉ କରି ଛୁଇଁବି ମାନଙ୍କୁ କାବୁ କରିବା ସହ ଚାରୋଟି ବାଇକ୍ ସମେତ ନଗଦ ଆକାରରେ ଟ୨୩,୨୫୦ଙ୍କା, ମୋବାଇଲ ୬ ଗୋଟି ଓ ଖେଳ ରେ ବ୍ୟବହୃତ ସାମଗ୍ରୀ ଜବତ କରିବାରେ ସକ୍ଷମ ହୋଇପାରିଛନ୍ତି l

ପୋଲିସ ଗିରଫ କରି ଥିବା ପାଞ୍ଚ ଜଣ ହେଲେ ଜିତୁ ପ୍ରଧାନ, ଡୋଲାମଣୀ ସେଠ, ଜୟନ୍ତ ସ୍ୱlଇଁ, ପ୍ରଫୁଲ୍ଲ ଚାନ୍ଦ, ଅପିନ ଚାନ୍ଦ ପ୍ରମୁଖ l ଏ ଭଳି ଅତର୍କିତ ଚଢ଼ାଉ ଟିମ ରେ ଆଇ.ଆଇ.ସି ବିଶ୍ୱଜିତ ମନବୋଧ ଙ୍କ ସହ ସି.ଏସ.ଆଇ ଥବିର ସାହୁ,ଦେବାର୍ଚ୍ଚନ ବରିହା, ନିତ୍ୟାନନ୍ଦ ଭୋଇ, ସତ୍ୟନାରାୟଣ ହରିପାଲ, ନିରଂଜନ ପୁରୋହିତ ସାମିଲ ଥିଲେ । (ରିପୋର୍ଟ -ନିରୋଜ କୁମାର ପାଣୀ )
No Result
View All Result