No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ନଭେମ୍ବର ରବିବାର) ପଦ୍ମପୁର :-ପଦ୍ମପୁର ବ୍ଲକ ଜେଇ ପ୍ରଶାନ୍ତ କୁମାର ସେଠୀଙ୍କ ଦ୍ବାରା ତାଙ୍କ ଅଧିନରେ ଆସୁଥିବା ପଞ୍ଚାୟତରେ ବିଭିନ୍ନ କାର୍ଯ୍ୟର ସଫଳତା ସହ ଦେଖାଇ ଦେଇଛନ୍ତି । ପୂରାପୁରି ଭାବରେ ଠିକାଦାର କିମ୍ବା ସରପଞ୍ଚ କାମ ନ କଲେ ସିଧା ସିଧା ମନା କରି ଦେଉଛନ୍ତି ଓ ନିମ୍ନ ମାନର କାମ କରୁ ନାହାନ୍ତି ।
ଯେଉଁ ସରପଞ୍ଚ ସରକାରୀ ନିୟମ ରେ କାମ ନ କଲେ ବିଲ୍ ମଧ୍ୟ କରନ୍ତି ନାହିଁ । ପଦ୍ମପୁର ବ୍ଲକକୁ ଆସିଲା ଦିନଠୁ ତାଙ୍କ ଅଧିନରେ ଥିବା ପଞ୍ଚାୟତ ଗୁଡିକ ବହୁ ମାତ୍ରାରେ ବିକାଶ ହୋଇ ଥିବାର ଲୋକଙ୍କ ଠାରୁ ସୂଚନା ମିଳିଛି । (ରିପୋର୍ଟ – ନିରୋଜ କୁମାର ପାଣୀ )
No Result
View All Result