No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୧ ନଭେମ୍ବର ବୁଧବାର ) ବରଗଡ଼ / କରୋନା ମହାମାରୀ ସମୟରେ ଧୁସରବାହାଲ,ସୋହେଲା ର ଜଣେ ବ୍ୟକ୍ତିଙ୍କ କରୋନା ରୋଗରେ ମୃତ୍ୟୁବରଣ କରିଥିଲେ। ପ୍ରଶାସନ ଠାରୁ ଖବର ପାଇଲୁ ତାଙ୍କ ନିଜ ସଂପର୍କିୟ କେହି ନାହାନ୍ତି । ନିଷ୍ଠାପରିବାର ବଢାଇଥିଲା ସାହାଯ୍ୟ ର ହାତ,କାଳ ବିଲମ୍ବ ନକରି ନିଷ୍ଠାଟିମ୍ ପହନ୍ଚି କାଠ ଯୋଗାଡ କରିବା ସହ ଶବଦାହ କରିଥିଲା ତାଙ୍କ ଦୂର ସଂପର୍କିୟ ଜଣେ ମୁଖାଗ୍ନୀ ଦେଇଥିଲେ।
ଏହି ଶବଦାହ ରେ ଆମ ନିଷ୍ଠା ପରିବାର ର ସଂପାଦକ ଅଶ୍ବିନି ତ୍ରିପାଠୀ, ଉପଦେଷ୍ଟା ବିଦ୍ୟାଧର ଭୋଇ, ସଦସ୍ଯ ବିରେନ୍ଦ୍ର ମହାନନ୍ଦ, ମାନସ ମେହେର,ଦୟାନିଧି ଷଢଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ଉତ୍ତମ ସେବା ପ୍ରଦାନ କରିବା ସହ ପ୍ରତିଟି ମୁହୂର୍ତ୍ତରେ ଅସହାୟଙ୍କ ସେବାରେ ଉତ୍ସାର୍ଗୀ କୃତ ନିଷ୍ଠା_ପରିବାର…
No Result
View All Result