• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଗ୍ରେଟରନୋଏଡ଼ାରେ ଶ୍ରୀଶ୍ରୀ ଜଗନ୍ନାଥ ପୂଜା କମିଟି ତରଫରୁ ବନ୍ଧୁମିଳନ ଆୟୋଜନ

Proprietor Abhimanyu Maharana by Proprietor Abhimanyu Maharana
October 29, 2020
in Uncategorized, ଓଡ଼ିଶା, ଦେଶ, ବିଶ୍ଵ, ହୋମ୍
0
ଗ୍ରେଟରନୋଏଡ଼ାରେ ଶ୍ରୀଶ୍ରୀ ଜଗନ୍ନାଥ ପୂଜା କମିଟି ତରଫରୁ ବନ୍ଧୁମିଳନ ଆୟୋଜନ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୯ ଅକ୍ଟୋବର ଗୁରୁବାର ) ଭୁବନେଶ୍ୱର :– ଗ୍ରେଟରନୋଏଡା : ଗ୍ରେଟରନୋଏଡ଼ା ସ୍ଥିତ ଜଗନ୍ନାଥ ମନ୍ଦିରର ସଂସ୍ଥାପକ କମିଟି ତରଫରୁ ନିକଟରେ ଏକ ଭବ୍ୟ ବନ୍ଧୁମିଳନ ସମାରୋହ ଆୟୋଜନ ହୋଇଯାଇଛି ।କମିଟି ର ସଭାପତି ବ୍ରଜ କିଶୋର ଦାସଙ୍କର ପୌରହିତ୍ୟ ରେ ଅନୁଷ୍ଠିତ ଏହି ସମାବେଶକୁ ଦିଲ୍ଲୀ ଓ ଏନ୍ ସି ଆର୍ ପ୍ରାନ୍ତର ବିଭିନ୍ନ ଜଗନ୍ନାଥ ମନ୍ଦିରର କମିଟି ତଥା ଅନେକ ସାଂସ୍କୃତିକ ଓ ସାମାଜିକ ସଂଗଠନର ସଦସ୍ୟ ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା ।ଶ୍ରୀ ଶ୍ରୀ ଜଗନ୍ନାଥ ପୂଜା କମିଟିର ସଦସ୍ୟମାନଙ୍କ ମଧ୍ୟରୁ ରଞ୍ଜନ କୁମାର ବାଇ, ଗଣେଶ ବାରିକ, ଶାନ୍ତନୁ ମହାନ୍ତି, ଗୋପୀନାଥ ଶିଅଳ, ହିମାଂଶୁ ଭଦ୍ର ଓ ଅଶୋକ ବିଶ୍ଵାଳ ପ୍ରମୁଖ ସପରିବାର ସହିତ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ | ମା ବିମଳାଙ୍କ ବିଗ୍ରହ ପ୍ରତିଷ୍ଠା ତଥା ମୁଖ୍ୟ ମନ୍ଦିର ନିର୍ମାଣନେଇ ପୁଂଖାନୁପୁଙ୍ଖ ତଥ୍ୟାବଳୀ ସଂପର୍କରେ ପ୍ରତିଷ୍ଠାତା ସଦସ୍ୟ ମାନେ ଅଭ୍ୟାଗତ ମାନଙ୍କୁ ଅବଗତ କରାଇଥିଲେ ।

୨୦୦୫ ମସିହାରେ କିଛି ହାତଗଣତି ଓଡ଼ିଆ ଭାଇ ବିଟା ୨ ପାର୍କଠାରେ ଏକାଠି ହୋଇ ଜଣପିଛା ମାତ୍ର ୨୦ ଟଙ୍କା କରି ଚାନ୍ଦା ଆଦାୟ କରି ଏକ ସୁରମ୍ୟ ମନ୍ଦିର ନିର୍ମାଣର ସ୍ବପ୍ନ ଦେଖିଥିଲେ । ୨୦୧୨ ମସିହାରେ ପରିକଳ୍ପିତ ନୂତନ ମନ୍ଦିର ପ୍ରତିଷ୍ଠା ହେଲା ଓ ପ୍ରଭୁ ସିଂହାସନରେ ବିଜେ କଲେ । ୨୦୧୫ ମସିହାରେ ଏଠାରେ ନବକଳେବର ଉତ୍ସବ ଖୁବ୍ ଧୁମ୍ ଧାମରେ ଭକ୍ତ ମାନେ ପାଳନ କରିଥିଲେ । ବନ୍ଧୁମିଳନ ର ବିଶେଷ ଆକର୍ଷଣ, ସମସ୍ତ ଆଗନ୍ତୁକ ଶ୍ରଦ୍ଧାଳୁ ଅତିଥି ମାନଙ୍କ ପାଇଁ ଓଡ଼ିଆ ପରମ୍ପରା ରୀତିରେ କଦଳୀ ପତ୍ରରେ ପ୍ରସାଦ ସେବନର ବ୍ୟବସ୍ଥା ଥିଲା । ସକାଳ ୬ ଟାରେ ସ୍ୱଚ୍ଛତା ଅଭିଯାନ ଜରିଆରେ ମନ୍ଦିର ବେଢ଼ା ଓ ପରିସରକୁ ସଫା କରିବାରେ ସଦସ୍ୟ ମାନେ ସାମିଲ୍ ହୋଇଥିଲେ । ସକାଳ ୯ ଟା ରେ ମା ବିମଳାଙ୍କ ମନ୍ଦିରରେ ହୋମ ପୂଜା କରାଯାଇଥିଲା ।

କୋଭିଡ ୧୯ ର ନୀୟମ ଅନୁସାରେ ପରିଚାଳନା କମିଟି ତରଫରୁ ସମ୍ପୂର୍ଣ୍ଣ ଇଲାକାକୁ ସାନିଟାଈଜ କରାଯାଇଥିଲା । ସ୍ଥାନୀୟ ପୁଲିସ ପ୍ରଶାସନର ପ୍ରତ୍ୟକ୍ଷ ଉପସ୍ଥିତିରେ ବନ୍ଧୁମିଳନ ଓ ପ୍ରସାଦ ସେବନ ପର୍ଯ୍ୟାୟ ସୁଚାରୁ ରୂପେ ସମ୍ପନ୍ନ ହୋଇଥିଲା । ଲୋଟସପାର୍କର ଯୁବଟିମ୍ ପ୍ରସାଦ ବିତରଣର ଦାୟିତ୍ୱ ବହନ କରିଥିଲେ। ଦିଲ୍ଲୀ ଓ ଏନ୍ ସି ଆର୍ ର ମାନ୍ୟଗଣ୍ୟ ପ୍ରବାସୀ ଓଡ଼ିଆ ନେତା ଏବଂ ନେତ୍ରୀ ମାନଙ୍କ ଉପସ୍ଥିତି, ଶ୍ରୀ ଶ୍ରୀ ଜଗନ୍ନାଥ ପୂଜାକମିଟିର ସଦସ୍ୟ ମାନଙ୍କୁ ବେଶ ପ୍ରେରଣା ଯୋଗାଇବା ସହିତ ସେମାନଙ୍କୁ ଯଥେଷ୍ଟ ଉତ୍ସାହିତ କରିଥିବା ସଭାପତି ଶ୍ରୀ ଦାସ ଉଲ୍ଲେଖ କରିଥିଲେ । ଉପସ୍ଥିତ ବନ୍ଧୁ ମାନେ ଏହି ସୁନ୍ଦର ମୁହୂର୍ତ୍ତକୁ ମନଭରି ଉପଭୋଗ କରି ସମାଜକୁ ଏକ ଶାନ୍ତି, ମୈତ୍ରୀ ଓ ସଦ୍ଭାବନା ର ବାର୍ତ୍ତା ପ୍ରଦାନ କରିଥିବା ଶ୍ରୀ ଦାସ ସୁଚାଇଥିଲେ |

ଏହି ବନ୍ଧୁମିଳନ ସମାରୋହରେ ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାରର କାର୍ଯ୍ୟକାରୀ ସଭାପତି ମୀନକେତନ ସାମଲ ଯୋଗ ଦେଇ, ଏହିଭଳି ବନ୍ଧୁମିଳନ ଉତ୍ସବ ଦ୍ବାରା ଆମେ ରାଷ୍ଟ୍ରୀୟ ଏବଂ ଅନ୍ତରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ମାନଙ୍କୁ ଏକତ୍ର କରି ଓଡ଼ିଶା ଏବଂ ଓଡ଼ିଆ ମାନଙ୍କର ସର୍ବାଙ୍ଗୀନ ବିକାଶ ସଂଗଠିତ କରିବା ପାଇଁ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ ଜଣାଇଥିଲେ | ଆଗାମୀ ଦିନରେ ଦିଲ୍ଲୀ ଓ ଏନ୍ ସି ଆର୍ ରେ ଥିବା ସମସ୍ତ ଜଗନ୍ନାଥ ପ୍ରେମୀ ଓଡ଼ିଆ ବନ୍ଧୁମାନଙ୍କ ମଧ୍ୟରେ ସୌହାର୍ଦ୍ୟତା ବଜାୟ ରଖିବା ପାଇଁ ଉଦ୍ୟମ ଜାରୀ ରଖିବାକୁ ପୂଜା କମିଟି ତରଫରୁ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା | ଉପସ୍ଥିତ ସମସ୍ତ ସଦସ୍ୟ ମାନେ ଏହି ପ୍ରସ୍ତାବ କୁ ହାର୍ଦ୍ଧିକ ସ୍ୱାଗତ ଜଣାଇଥିଲେ | ଅତିଥି ମାନଙ୍କ ମଧ୍ୟରେ ପୁଷ୍ପାଞ୍ଜଳି ବାରିକ,ମଧୁ ଦାସ,ସଂଗ୍ରାମ ଧର, ସନ୍ତୋଷ ରାଉତ,ସୁମନ୍ତ ବିଶ୍ଵାଳ , ମୀନକେତନ ମିଶ୍ର, ଶ୍ରୀମନ୍ତ ବିଶ୍ଵାଳ ଓ ଅଭିରାମ ବେହେରା ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ|ଶେଷରେ ସଂସ୍ଥାପକ ସଦସ୍ୟ ମାନେ ସମସ୍ତ ଆଗନ୍ତୁକ ବନ୍ଧୁମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

March 10, 2026
ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

March 10, 2026
ମହିଳାଙ୍କ ଉନ୍ନତିରେ ଦେଶର ପ୍ରଗତି : ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ମହିଳାଙ୍କ ଉନ୍ନତିରେ ଦେଶର ପ୍ରଗତି : ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

March 10, 2026
ଭାରତୀୟ କ୍ରିକେଟ ଦଳ ବିଜୟୀ ପାଇଁ ବାଲୁକା ଆନିମେସନ

ଭାରତୀୟ କ୍ରିକେଟ ଦଳ ବିଜୟୀ ପାଇଁ ବାଲୁକା ଆନିମେସନ

March 10, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

March 10, 2026
ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

March 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version