• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ରେଳବୋର୍ଡ ଦ୍ୱାରା ୧୫ଟି ରେଳ ଜୋନ୍‌ରେ ଚଳାଚଳ ପଥରେ କରୁଥିବା ପୂର୍ବତଟ ଓ ଦକ୍ଷିଣ-ପୂର୍ ୪୨ଟି ପାସେଞ୍ଜର ଟ୍ରେନକୁ ମେଲ୍‌/ଏକ୍ସପ୍ରେସ୍‌ କରାଗଲା ରେଳବୋର୍ଡ ଦ୍ବାରା ପ୍ରସ୍ତାବ ଅନୁମୋଦ

Proprietor Abhimanyu Maharana by Proprietor Abhimanyu Maharana
October 24, 2020
in Uncategorized, ଓଡ଼ିଶା, ଦେଶ, ହୋମ୍
0
ରେଳବୋର୍ଡ ଦ୍ୱାରା ୧୫ଟି ରେଳ ଜୋନ୍‌ରେ ଚଳାଚଳ ପଥରେ କରୁଥିବା ପୂର୍ବତଟ ଓ ଦକ୍ଷିଣ-ପୂର୍ ୪୨ଟି ପାସେଞ୍ଜର ଟ୍ରେନକୁ ମେଲ୍‌/ଏକ୍ସପ୍ରେସ୍‌ କରାଗଲା ରେଳବୋର୍ଡ ଦ୍ବାରା ପ୍ରସ୍ତାବ ଅନୁମୋଦ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୪ ଅକ୍ଟୋବର ଶନିବାର)  ବାଲେଶ୍ୱର  :- ରେଳବୋର୍ଡ ଦ୍ୱାରା ୧୫ଟି ରେଳ ଜୋନ୍‌ରେ ଚଳାଚଳ ପଥରେ କରୁଥିବା ପୂର୍ବତଟ ଓ ଦକ୍ଷିଣ-ପୂର୍ ୪୨ଟି ପାସେଞ୍ଜର ଟ୍ରେନକୁ ମେଲ୍‌/ଏକ୍ସପ୍ରେସ୍‌ କରାଗଲା ରେଳବୋର୍ଡ ଦ୍ବାରା ପ୍ରସ୍ତାବ ଅନୁମୋଦ ଦିଲ୍ଲୀ ରେଳବୋର୍ଡ ପୂର୍ବତଟ ଓ ଦକ୍ଷିଣ-ପୂର୍ବ ରେଳପଥରେ ଚଳାଚଳ କରୁଥିବା ପାସେଞ୍ଜର୍‌ ଟ୍ରେନ୍‌କୁ ମେଲ୍ ‌/ଏକ୍ସପ୍ରେସ୍‌ ଟ୍ରେନ୍‌ରେ ରୂପାନ୍ତର କରାଯାଇଛି। ପୂର୍ବତଟ ରେଳପଥର ୬ଟି ଏବଂ ଦକ୍ଷିଣ-ପୂର୍ବ ରେଳପଥର ୩୬ଟି ଯାତ୍ରୀବାହି ଟ୍ରେନ୍‌କୁ ମେଲ୍‌/ ଏକ୍ସପ୍ରେସ୍‌ ଟ୍ରେନ୍‌କୁ ରୂପାନ୍ତରିତ କରାଯାଇଛି। ଏ ନେଇ ଥିବା ପ୍ରସ୍ତାବକୁ ରେଳବୋର୍ଡ ଅନୁମୋଦନ କରିଥିବା ଜଣlପଡ଼ିଛି। ସୂଚନା ଅନୁସାରେ,

ପୂର୍ବତଟ ରେଳପଥ ଅନ୍ତର୍ଗତ ଦୈନିକ ଚଳାଚଳ କରୁଥିବା (୫୮୪୧୭) ପୁରୀ-ଗୁଣୁପୁର ପାସେଞ୍ଜର, (୫୮୪୧୮) ଗୁଣୁପୁର-ପୁରୀ ପାସେଞ୍ଜର, (୫୮୫୨୯) ଦୁର୍ଗ-ବିଶାଖାପାଟନମ୍, (୫୮୫୩୦) ବିଶାଖାପାଟନମ୍‌-ଦୁର୍ଗ, (୫୮୫୨୫) ବିଶାଖାପାଟନମ୍-ବ୍ରହ୍ମପୁର ଓ (୫୮୫୨୬) ବ୍ରହ୍ମପୁର-ବିଶାଖାପାଟନମ୍ ପାସେଞ୍ଜର ଟ୍ରେନଗୁଡିକୁ ମେଲ/ଏକ୍ସପ୍ରେସ ଟ୍ରେନକୁ ରୂପାନ୍ତରିତ କରାଯାଇଛି। ସେହିପରି ଦକ୍ଷିଣ ପୂର୍ବ ରେଳପଥର ୩୬ଟି ଦୈନିକ ପାସେଞ୍ଜର ଟ୍ରେନ୍ ଗୁ଼ଡ଼ିକୁ ମେଲ/ଏକ୍ସପ୍ରେସ ଟ୍ରେନ୍‌କୁ ରୂପାନ୍ତରିତ କରାଯାଇଛି।

ସେଥିମଧ୍ୟରୁ (୫୮୦୦୧) ହାୱଡ଼ା-ପୁରୀ, ୫୮୦୦୨ ପୁରୀ-ହାୱଡ଼ା, (୫୮୦୦୩) ହାୱଡ଼ା-ଭଦ୍ରକ, (୫୮୦୦୪) ଭଦ୍ରକ-ହାୱାଡ଼ା (୫୮୦୦୫) ଖଡ଼ଗପୁର-ଖୋର୍ଦ୍ଧା ରୋଡ, (୫୮୦୦୬) ଖୋର୍ଦ୍ଧା ରୋଡ-ଖଡ଼ଗପୁର, (୫୮୧୩୧) ରାଉରକେଲା-ପୁରୀ (୫୮୧୩୨) ପୁରୀ-ରାଉରକେଲା, (୬୮୧୦୯) ଖଡ଼ଗପୁର-ଯାଜପୁର କେଉଁଝର ରୋଡ଼, (ମେନୁ), (୬୮୧୧୦) ଯାଉଁଝର ରୋଡ଼-ଖଡ଼ଗପୁର (ମେନୁ), (୬୮୧୬୧) ହଟିଆ-ଝାରସୁଗୁଡ଼ା (ମେନୁ) ଓ (୬୮୧୬୨) ଝାରସୁଗୁଡ଼ା-ହଟିଆ (ମେନୁ ପାସେଞ୍ଜର ଟ୍ରେନ ସାମିଲ ରହିଛି। ପୂର୍ବତଟ ରେଲପଥରୁ ୬ଟି ଓ ଦକ୍ଷିଣ ପୂର୍ବ ରେଳ ପଥରୁ ମୋଟ ୩୬ଟି ପାସେଞ୍ଜର ଟ୍ରେନକୁ ମେଲ/ଏକ୍ସପ୍ରେସ ଟ୍ରେନରେ ରୂପାନ୍ତର ପାଇଁ ରେଳ ବୋର୍ଡଙ୍କ ନିକଟକୁ ପ୍ରସ୍ତାବ ପଠାଯାଇଥିଲା, ଯାହାକୁ ରେଳବୋର୍ଡ ଦ୍ୱାରା ଗ୍ରହଣ କରାଯାଇଛି। ରେଳବୋର୍ଡ ଦ୍ୱାରା ୧୫ଟି ରେଳ ଜୋନ୍‌ରେ ଚଳାଚଳ କରୁଥିବା ସମୁଦାୟ ୩୪୮ଟି ଦୈନିକ ପାସେଞ୍ଜଲ ଟ୍ରେନ୍‌ଗୁଡ଼ିକୁ ମେଲ୍/ଏକ୍ସପ୍ରେସ୍ ଟ୍ରେନ୍‌ରେ ରୂପାନ୍ତରିତ ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଛି।

ସର୍ବାଧିକ ୪୭ଟି ଦୈନିକ ପାସେଞ୍ଜର ଟ୍ରେନର ଦକ୍ଷିଣ ମଧ୍ୟ ରେଳ ଜୋନର ଓ ୪୩ ଟି ଉତ୍ତର ପଶ୍ଚିମ ରେଳ ଜୋନ୍‌ର ରହିଛି। ଟ୍ରେନମାନଙ୍କର ଗତି ବୃଦ୍ଧି କରିବା ଉଦ୍ଦେଶ୍ୟରେ ରେଳବୋର୍ଡ ଦ୍ୱାରା ଏଭଳି ନିଷ୍ପତ୍ତି ନିଆଯାଇଥିବାର କୁହାଯାଇଛି। ଦୈନିକ ପାସେଞ୍ଜର ଟ୍ରେନଗୁଡ଼ିକୁ ମେଲ/ଏକ୍ସପ୍ରେସ୍‌ରେ ରୂପାନ୍ତରିତ କରାଯାଇ ପ୍ରତିଘଣ୍ଟା ୧୩୦ ରୁ ୧୬୦ କିଲୋମିଟର ଗତିରେ ଚଳାଇବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି। ରେଳବୋର୍ଡ ସୂତ୍ର ଅନୁସାରେ ଦେଶରେ ଟ୍ରେନ୍ ଚଳାଚଳ ସ୍ବାଭାବିକ ହେବା ପରେ ରୂପାନ୍ତରିତ କରାଯାଇଥିବା ମେଲ/ଏକ୍ସପ୍ରେସ ଟ୍ରେନଗୁଡ଼ିକର ପରିଚାଳନାକୁ ନେଇ ରୂପରେଖ ପ୍ରସ୍ତୁତ କରାଯିବ l (ଦୀପ୍ତିମାନ ପତି /ବାଲେଶ୍ୱର )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବ୍ୟକ୍ତିତ୍ୱ ବିକାଶ ହିଁ ସଫଳତାର ଚାବିକାଠି : ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ

ବ୍ୟକ୍ତିତ୍ୱ ବିକାଶ ହିଁ ସଫଳତାର ଚାବିକାଠି : ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ

September 20, 2026
ନକଲି ଏମ୍‌ଭିଆଇ ଅଧିକାରୀ ଗିରଫ

ନକଲି ଏମ୍‌ଭିଆଇ ଅଧିକାରୀ ଗିରଫ

September 20, 2026
ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ : ହୃଦ୍‌ରୋଗୀଙ୍କ ପାଇଁ ବିପଦ, ମେଡିକାଲରେ ରୋଗୀଙ୍କ ଚିକିତ୍ସାରେ ବାଧା

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ : ହୃଦ୍‌ରୋଗୀଙ୍କ ପାଇଁ ବିପଦ, ମେଡିକାଲରେ ରୋଗୀଙ୍କ ଚିକିତ୍ସାରେ ବାଧା

September 20, 2026
ଜନଭାଗିଦାରୀ ରେ ସ୍ବଛତା ଦୀର୍ଘସ୍ଥାୟୀ : ଉପ ମୁଖ୍ୟମନ୍ତ୍ରୀ

ଜନଭାଗିଦାରୀ ରେ ସ୍ବଛତା ଦୀର୍ଘସ୍ଥାୟୀ : ଉପ ମୁଖ୍ୟମନ୍ତ୍ରୀ

September 20, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବ୍ୟକ୍ତିତ୍ୱ ବିକାଶ ହିଁ ସଫଳତାର ଚାବିକାଠି : ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ

ବ୍ୟକ୍ତିତ୍ୱ ବିକାଶ ହିଁ ସଫଳତାର ଚାବିକାଠି : ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ

September 20, 2026
ନକଲି ଏମ୍‌ଭିଆଇ ଅଧିକାରୀ ଗିରଫ

ନକଲି ଏମ୍‌ଭିଆଇ ଅଧିକାରୀ ଗିରଫ

September 20, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version