• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଆଦିବାସୀ ଅନାଥ ଚାରି ଭାଇ ଭଉଣୀଙ୍କୁ ସାହାର୍ଯ୍ୟ ର ହାତ ବଢାଇଲା ସମୀର ଦିବ୍ୟାଙ୍ଗ ଟ୍ରଷ୍ଟ – ପଦ୍ମପୁର

Proprietor Abhimanyu Maharana by Proprietor Abhimanyu Maharana
October 21, 2020
in Uncategorized, ଓଡ଼ିଶା, ଦେଶ, ହୋମ୍
0
ଆଦିବାସୀ ଅନାଥ ଚାରି ଭାଇ ଭଉଣୀଙ୍କୁ ସାହାର୍ଯ୍ୟ ର ହାତ ବଢାଇଲା ସମୀର ଦିବ୍ୟାଙ୍ଗ ଟ୍ରଷ୍ଟ – ପଦ୍ମପୁର
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୧ ଅକ୍ଟୋବର ବୁଧବାର ) ପଦ୍ମପୁର :- ବାପା ମା ହେଉଛନ୍ତି ଭଗବାନ ଯେତେବେଳେ ଗୋଟେ ଶିଶୁ ଜନ୍ମ ହୁଏ ଏ ସଂସାର କୁ ଆସେ ତାର ଅଧିକରୁ ଅଧିକ ଯତ୍ନ ମା ବାପା ନେଇଥାନ୍ତି । ପିଲାଟି ଯେତେବେଳେ କଥା କହିବା ଆରମ୍ଭ କରେ ସେତେବେଳେ ତା ପାଟିରେ ମା ବାପା ର ଶବ୍ଦ ପ୍ରଥମେ ଶୁଣିବାକୁ ମିଳିଥାଏ । ହେଲେ ଜନ୍ମ ଦେବା ପରେ ଯଦି ସେହି ଶିଶୁ ର ମା ବାପା ଛାଡ଼ି ଆରପାରି କୁ ଚାଲିଯାଆନ୍ତି ତ ସେ ପିଲାମାନଙ୍କ କିଭଳି ଦିନ କଟୁଥିବ କିଭଳି ଭାବେ ଚଲୁଥିବେ ଟିକେ ଚିନ୍ତା କରନ୍ତୁ ତ । ଏମିତି ଏକ କାହାଣୀ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଅନ୍ତର୍ଗତ ମଳମଣ୍ଡା ଗ୍ରାମର ବୁଲୁ ବରିହା ଓ ତାଙ୍କ ତିନି ଭାଇ ଭଉଣୀ ।ଜନ୍ମ ପରଠାରୁ ପ୍ରଥମେ ତାଙ୍କ ମା ଚାଲିଗଲେ ସମସ୍ତ ଙ୍କୁ ଏକା କରି ପରେ ବାପା ।

ଏ ଘର ସେ ଘର ହୋଇ ଦିନ କାଟୁଛନ୍ତି ପିଲା ମାନେ । ନା ପାଖରେ ଅଛି ଘର ନା ପାଖରେ ଅଛି ରେସନ୍ କାର୍ଡ । ପଡୋଶୀ ଘରେ ଖାଇବାକୁ ଦେଲେ ଖାନ୍ତି ନହେଲେ ସେହିଦିନ ଭୋକ ରେ ଦିନ ଟା କଟି ଯାଏ। ଦୁନିଆ କଣ ଜାଣିନଥିବା ବେଳେ ଲାଗୁଛି ଯେମିତି ତାଙ୍କ ମୁଣ୍ଡରେ ସଂସାର ବୋଝ ଆସିଯାଇଛି । ଏହି ସମୟରେ ଦୁଃଖୀ ର ଦୁଃଖ ବୁଝୁଥିବା ସମୀର ଦିବ୍ୟାଙ୍ଗ ଟ୍ରଷ୍ଟ ଆସି ସାହାର୍ଯ୍ୟ ର ହାତ ବଢ଼ାଇଛି । ଟ୍ରଷ୍ଟ ର ପ୍ରତିଷ୍ଠାତା କୀର୍ତ୍ତନ ଦାସ ଗୋଟିଏ ମାସର ଶୁଖିଲା ଖାଦ୍ୟ ସହ ପିଲାମାନଙ୍କ ପାଇଁ ଡ୍ରେସ ଦେଇଛନ୍ତି ଓ ତାଙ୍କ ପାଠ ପଢ଼ାରେ ଟ୍ରଷ୍ଟ ସାହାର୍ଯ୍ୟ କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଶ୍ରୀ କୀର୍ତ୍ତନ ଦାସ ପଞ୍ଚାୟତ ସରପଞ୍ଚ ଙ୍କୁ ଅନୁରୋଧ କରିଛନ୍ତି ଯେ ସେ ପିଲାମାନଙ୍କ ପାଇଁ ଘର ଓ ରେସନ କାର୍ଡ ଯୋଗାଇ ଦିଆଯାଉ । (ରିପୋର୍ଟ – ନିରୋଜ କୁମାର ପାଣୀ)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପୁଲିସକୁ ଚକମା ଦେଉଛନ୍ତି ଚୋର, ଲୁଟେରା

ପୁଲିସକୁ ଚକମା ଦେଉଛନ୍ତି ଚୋର, ଲୁଟେରା

May 10, 2026
ଅଙ୍କୁରା ହସପିଟାଲ, ଭୁବନେଶ୍ୱର ବିଶ୍ୱ ଲୁପସ୍‌ ଦିବସ ୨୦୨୬ରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କଲା

Ankura Hospital, Bhubaneswar Organised Awareness Program on World Lupus Day 2026

May 10, 2026
ଓଡ଼ିଆ ଚଳଚ୍ଚିତ୍ର “ନଅ ବାୟା” ର ଶୁଭ ମହୁରତ

ଓଡ଼ିଆ ଚଳଚ୍ଚିତ୍ର “ନଅ ବାୟା” ର ଶୁଭ ମହୁରତ

May 10, 2026
ଶ୍ରୀଜଗନ୍ନାଥ ରସାମୃତ’ ପୁସ୍ତକ ଉନ୍ମୋଚିତ

ଶ୍ରୀଜଗନ୍ନାଥ ରସାମୃତ’ ପୁସ୍ତକ ଉନ୍ମୋଚିତ

May 10, 2026

Recent News

ପୁଲିସକୁ ଚକମା ଦେଉଛନ୍ତି ଚୋର, ଲୁଟେରା

ପୁଲିସକୁ ଚକମା ଦେଉଛନ୍ତି ଚୋର, ଲୁଟେରା

May 10, 2026
ଅଙ୍କୁରା ହସପିଟାଲ, ଭୁବନେଶ୍ୱର ବିଶ୍ୱ ଲୁପସ୍‌ ଦିବସ ୨୦୨୬ରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କଲା

Ankura Hospital, Bhubaneswar Organised Awareness Program on World Lupus Day 2026

May 10, 2026
ଓଡ଼ିଆ ଚଳଚ୍ଚିତ୍ର “ନଅ ବାୟା” ର ଶୁଭ ମହୁରତ

ଓଡ଼ିଆ ଚଳଚ୍ଚିତ୍ର “ନଅ ବାୟା” ର ଶୁଭ ମହୁରତ

May 10, 2026
ଶ୍ରୀଜଗନ୍ନାଥ ରସାମୃତ’ ପୁସ୍ତକ ଉନ୍ମୋଚିତ

ଶ୍ରୀଜଗନ୍ନାଥ ରସାମୃତ’ ପୁସ୍ତକ ଉନ୍ମୋଚିତ

May 10, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପୁଲିସକୁ ଚକମା ଦେଉଛନ୍ତି ଚୋର, ଲୁଟେରା

ପୁଲିସକୁ ଚକମା ଦେଉଛନ୍ତି ଚୋର, ଲୁଟେରା

May 10, 2026
ଅଙ୍କୁରା ହସପିଟାଲ, ଭୁବନେଶ୍ୱର ବିଶ୍ୱ ଲୁପସ୍‌ ଦିବସ ୨୦୨୬ରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କଲା

Ankura Hospital, Bhubaneswar Organised Awareness Program on World Lupus Day 2026

May 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version