ଓଡ଼ିଶା ତାଜା ନ୍ୟୁଜ (୨୦ ଅକ୍ଟୋବର ମଙ୍ଗଳବାର) ବରଗଡ଼ :- ମୋଟର ସାଇକେଲ ଦୁର୍ଘଟଣାରେ ଆହତ ହୋଇଥିବା ବରଗଡ଼ ର ଜଗନ୍ନାଥ ସାହୁ, ଜରୁରୀ ଚିକିତ୍ସା ପାଇଁ ବରଗଡ଼ ପୁରୁଣା ହସ୍ପିଟାଲ କୁ ଆସିଥିଲେ କିନ୍ତୁ ଡ୍ରେସିଂ କକ୍ଷ ରେ କୋୖଣସି ଷ୍ଟାଫ ଡିଉଟି ରେ ନଥିବା ବେଳେ କିଛି ସମୟ ପାଇଁ ହଟହଟା ହେବାକୁ ପଡିଥିଲା,
ଗତ ତିନି ଦିନ ହେଲା ସନ୍ଧ୍ୟା ସମୟରେ ଡ୍ରେସିଂ କକ୍ଷ ରେ କେହି ରାହୁନଥିବା ଅଭିଯୋଗ ହୋଇଛି, ଗତ 52 ଦିନ ହେଲା ବରଗଡ ହସ୍ପିଟାଲ ବଞ୍ଚାଓ ଅଭିଯାନ ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ଧାରଣା ଜାରି ରହିଥିବାବେଳେ ସରକାର ଦେଇଥିବ ପୂର୍ଣ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଶୃତି ଏବେ ବି ପୂରଣ ହୋଇନାହିଁ,(ରିପୋର୍ଟ-ସତ୍ୟ ନାରାୟଣ ପ୍ରଧାନ)