• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଁଣ ; ଗଞ୍ଜାମବାସିଙ୍କ ସୁରକ୍ଷା କବଚ – ଗଞ୍ଜାମ

Proprietor Abhimanyu Maharana by Proprietor Abhimanyu Maharana
October 20, 2020
in Uncategorized, ଓଡ଼ିଶା, ଦେଶ, ହୋମ୍
0
ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଁଣ ; ଗଞ୍ଜାମବାସିଙ୍କ ସୁରକ୍ଷା କବଚ – ଗଞ୍ଜାମ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନିୟୁଜ୍ (୨୦ ଅକ୍ଟୋବର ମଙ୍ଗଳବାର)ଗଞ୍ଜାମ :- ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ମୁହାଁଣ ରି ଅଧିକାଂଶ ସମୟ ସଂକୋଚିତ ହେବା ସହ ପୋତି ହୋଇଯାଉଥିବା ଲକ୍ଷ କରାଯାଏ। ଅନ୍ୟପଟେ ମୁହାଁଣ ଟି ଉତ୍ତର ମୁହାଁ ହୋଇ ପଡୁଥିବା ଲକ୍ଷ କରାଯାଏ। ମୁହାଁଣଟି ଐତିହାସିକ ପୋତାଗଡ଼ ସମ୍ମୁଖରେ ଋଷିକୂଲ୍ୟା ନଦୀର ସିଧାରେ ରହିବା କଥା । କିନ୍ତୁ ପୋତାଗଡ଼ ସମ୍ମୁଖରୁ ନଦୀଟି ‘ସି’ ଆକାର ଧାରଣ କରି ଗୋଖରକୁଦା ଗ୍ରାମ ନିକଟସ୍ଥ ସମୁଦ୍ର ରେ ମୁହାଁଣ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଗୋପାଳପୁର ପୋର୍ଟ କୁ ସୁରକ୍ଷା ଦେବା ନିମନ୍ତେ ବହୁ ବର୍ଷ ହେଲା ସମୁଦ୍ର ମଧ୍ୟରେ ଏକ ପଥର ବାଜ ନିର୍ମାଣ କରାଯାଇଛି।

ସେହି ବର୍ଷ ଠାରୁ ଗୋପାଳପୁର ପୋର୍ଟ ର ସେହି ପଥର ବାଜ ପ୍ରଭାବରେ ଉତ୍ତର ଦିଗ ରେ ସମୁଦ୍ର ଅଶାନ୍ତ ରହୁଥିବା ଲକ୍ଷ କରାଯାଉଛି। ଫଳରେ ମୁହାଁଣ ସଂକୋଚିତ ହେବା ସହ ବିଭିନ୍ନ ସମୟରେ ମୁହାଁଣ ପୋତି ହେଉଥିବା ସ୍ଥାନୀୟ ମସ୍ୟଜୀବୀ ଅଭିଯୋଗ କରିଛନ୍ତି।ଯାହାକୁ ନେଇ ସମୁଦ୍ରରୁ ନଦୀ ମଧ୍ୟକୁ ସମୁଦ୍ର ଜଳ ଏବଂ ନଦୀରୁ ସମୁଦ୍ର ମଧ୍ୟକୁ ନଦୀ ଜଳ ଠିକ ଭାବେ ନିଷ୍କାସିତ ହୋଇପାରୁନଥିବା ଅଞ୍ଚଳ ବାସୀ କହନ୍ତି।ଯାହାକୁ ନେଇ ନଦୀଜଳ ସମୁଦ୍ର ମଧ୍ୟକୁ ନିଷ୍କାସିତ ହୋଇ ନପାରି ମୁହାଁଣର ଉତ୍ତର ଦିଗ ସମୁଦ୍ର ବେଳାଭୂମି ଅଲିଭ ରିଡ଼ଲେ ସାମୁଦ୍ରିକ କଇଁଚଙ୍କ ଗଣ ଅଣ୍ଡାଦାନ ସ୍ଥଳ ରେ ଏକ ନାଳ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।ଫଳରେ ଗୋଖରକୁଦା ସମୁଦ୍ର ବେଳା ଭୂମିଠାରୁ ପ୍ରାୟ ଅଧ କିଲୋମିଟର ପାର୍ଯ୍ୟନ୍ତ ଏପରିକି ମୁହାଁଣ ମଧ୍ୟରେ ଏକ ଆୟର୍ଲ୍ୟାଣ୍ଡ ସୃଷ୍ଟି ହୋଇଛି। ଅନ୍ୟପଟେ ସମୁଦ୍ର ଉପକୂଳବର୍ତ୍ତୀ ଗ୍ରାମ ଓ ଝାଉଁ,କାଜୁ ଜଙ୍ଗଲ ସମୁଦ୍ରରେ ଲୀନ ହେଉଥିବା ଦେଖିବାକୁ ମିଳେ।

ଅନ୍ୟପଟେ ବର୍ଷା ଦିନ ପ୍ରଭାବରେ ଋଷିକୂଲ୍ୟା ନଦୀରେ ଆସୁଥିବା ବନ୍ୟାଜଳ ଠିକ ଭାବେ ସମୁଦ୍ର ମଧ୍ୟରେ ପ୍ରବେଶ କରିପାରୁନଥିବା ଫଳରେ ସମୁଦ୍ର ଉପକୂଳବର୍ତ୍ତୀ ରହିଥିବା ଏବଂ ଋଷିକୂଲ୍ୟା ନଦୀ ଉପକୂଳବର୍ତ୍ତୀ ଗ୍ରାମ ଗୁଡିକ ଜଳାର୍ଣ୍ଣବ ହୋଇପଡୁଥିବା ପରିଲକ୍ଷିତ ହେଉଛି। କିଛି ଦିନ ତଳେ ନଦୀରେ ଆସିଥିବା ବନ୍ୟାଜଳ ସମୁଦ୍ର ମଧ୍ୟକୁ ଠିକ ଭାବେ ପ୍ରବେଶ କରିଣ ପାରିବା ଫଳରେ ସ୍ଥାନୀୟ ଅଞ୍ଚଳରେ ରହିଥିବା ଜନବସତି ମାନଙ୍କ ପାଇଁ ବିପଦ ସୃଷ୍ଟି ହୋଇଥିଲା।ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଶହଶହ ଲୋକ ପୋତାଗଡ଼ ସମ୍ମୁଖ ସମୁଦ୍ର କୂଳରେ ଏକ ନୂତନ ମୁହାଁଣ ଖନନ କରିଥିଲେ। ଫଳରେ ବନ୍ୟାଜଳ ସମୁଦ୍ର ମଧ୍ୟରେ ଠିକ ଭାବେ ପ୍ରବେଶ କରିବା ସହ ସ୍ଥାନୀୟ ଅଞ୍ଚଳ ପାଇଁ ବନ୍ୟା ବିତ୍ପତି ହଟିଥିଲା ।

ମୁହାଁଣରେ ଠିକ ଭାବେ ଜଳନିଷ୍କାସନ ହୋଇ ନପାରିବା ଫଳରେ ସ୍ଥାନୀୟ ମସ୍ୟଜୀବୀ ଙ୍କ ଜୀବିକା ପ୍ରଭାବିତ ହେଉଥିବା ଲକ୍ଷ କରାଯାଏ।ଫଳରେ ସ୍ଥାନୀୟ ମସ୍ୟଜୀବୀ ଜୀବିକା ହରାଇ ଦାଦନ ଖଟିବାକୁ ଅନ୍ୟ ରାଜ୍ୟ ମାନଙ୍କୁ ଯିବା ପାଇଁ ବାଧ୍ୟ ହୋଇଥାନ୍ତି। ନୂତନ ମୁହାଁଣ ଖନନ ପାଇଁ ସ୍ଥାନୀୟ ମସ୍ୟଜୀବୀ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରି ଆସିଥିଲେ ମଧ୍ୟ ପ୍ରଶାସନ କର୍ଣପାତ କରିନଥିବା ଫଳରେ ବାଧ୍ୟହୋଇ ଛତ୍ରପୁର ବ୍ଲକ ର ଅଗସ୍ତି ନୂଆଗାଁ ପଞ୍ଚାୟତ ର ସାନ ଓ ବଡ଼ ନୋଳିଆ ନୂଆଗାଁ ଗ୍ରାମବାସୀ ଗ୍ରାମ କୋଠ ଅର୍ଥ ବ୍ୟୟ କରି ନୂତନ ମୁହାଁଣ ଖନନ କରିବାକୁ ପଦକ୍ଷେପ ନେଇଥିଲେ।ଶେଷରେ ଗଞ୍ଜାମ ବ୍ଲକ ର ପୁରୁଣାବନ୍ଧ ଗ୍ରାମବାସୀ ଙ୍କ ସହଯୋଗ ନୂତନ ମୁହାଁଣ ଖନନ କରାଯାଇଥିଲା । (ରିପୋର୍ଟ: ଶେଷଦେବ ସାହୁ ଗଞ୍ଜାମ ଜିଲ୍ଲା ବ୍ୟୁରୋ)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବଙ୍ଗୋମୁଣ୍ଡା ସାମ୍ବାଦିକ ଭବନ ପାଇଁ ଭୂମି ପୂଜନ କଲେ ବିଧାୟକ – ଲକ୍ଷ୍ମଣ ବାଗ

ବଙ୍ଗୋମୁଣ୍ଡା ସାମ୍ବାଦିକ ଭବନ ପାଇଁ ଭୂମି ପୂଜନ କଲେ ବିଧାୟକ – ଲକ୍ଷ୍ମଣ ବାଗ

May 11, 2026
ତୁରେକେଲା ଥାନା ପରିସରରେ ମହିଳା ଓ ଶିଶୁମାନଙ୍କ ସଚେତନତା ପାଇଁ “ଜୁଭେଣ୍ଟିକା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ତୁରେକେଲା ଥାନା ପରିସରରେ ମହିଳା ଓ ଶିଶୁମାନଙ୍କ ସଚେତନତା ପାଇଁ “ଜୁଭେଣ୍ଟିକା’ କାର୍ଯ୍ୟକ୍ରମ ଅନୁଷ୍ଠିତ

May 11, 2026
ଓଡ଼ିଶା ଜନତା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ 

ଓଡ଼ିଶା ଜନତା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ 

May 11, 2026
ପୁଲିସକୁ ଚକମା ଦେଉଛନ୍ତି ଚୋର, ଲୁଟେରା

ପୁଲିସକୁ ଚକମା ଦେଉଛନ୍ତି ଚୋର, ଲୁଟେରା

May 10, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବଙ୍ଗୋମୁଣ୍ଡା ସାମ୍ବାଦିକ ଭବନ ପାଇଁ ଭୂମି ପୂଜନ କଲେ ବିଧାୟକ – ଲକ୍ଷ୍ମଣ ବାଗ

ବଙ୍ଗୋମୁଣ୍ଡା ସାମ୍ବାଦିକ ଭବନ ପାଇଁ ଭୂମି ପୂଜନ କଲେ ବିଧାୟକ – ଲକ୍ଷ୍ମଣ ବାଗ

May 11, 2026
ତୁରେକେଲା ଥାନା ପରିସରରେ ମହିଳା ଓ ଶିଶୁମାନଙ୍କ ସଚେତନତା ପାଇଁ “ଜୁଭେଣ୍ଟିକା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ତୁରେକେଲା ଥାନା ପରିସରରେ ମହିଳା ଓ ଶିଶୁମାନଙ୍କ ସଚେତନତା ପାଇଁ “ଜୁଭେଣ୍ଟିକା’ କାର୍ଯ୍ୟକ୍ରମ ଅନୁଷ୍ଠିତ

May 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version