• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍‌ର ‘ଶକ୍ତି’ ସମ୍ଭାର ସହିତ ଦୁର୍ଗାପୂଜା ପାଳନ କରନ୍ତୁ

Proprietor Abhimanyu Maharana by Proprietor Abhimanyu Maharana
October 15, 2020
in Uncategorized, ଓଡ଼ିଶା, ଦେଶ, ବାଣିଜ୍ୟ, ହୋମ୍
0
ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍‌ର ‘ଶକ୍ତି’ ସମ୍ଭାର ସହିତ ଦୁର୍ଗାପୂଜା ପାଳନ କରନ୍ତୁ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୫ ଅକ୍ଟୋବର ଗୁରୁବାର ) ଭୁବନେଶ୍ୱର :- ଭାରତର ସର୍ବବୃହତ ଉତ୍ସବ ଦୁର୍ଗାପୁଜା ପରିପ୍ରେକ୍ଷୀରେ ପୂର୍ବ ଭାରତର ସର୍ବବୃହତ ଗହଣା ପ୍ରତିଷ୍ଠାନ ସେନ୍‌କୋ ଗୋଲ୍‌ଡ ଆଣ୍ଡ୍ ଡାଇମଣ୍ଡସ୍‌ ପକ୍ଷରୁ ‘ଶକ୍ତି ସମ୍ଭାର’ ନାମକ ଏକ ସ୍ୱତନ୍ତ୍ର ଗହଣା ସମ୍ଭାରକୁ ଉନ୍ମୋଚନ କରାଯାଇଛି । ଶକ୍ତି ସମ୍ଭାରରେ ରହିଛି ରିଙ୍ଗ, ଇୟରରିଙ୍ଗ, ପେଣ୍ଡାଂଟ୍ ଓ ଚୁଡ଼ି ଯାହା ଆଜିକାଲିର ସ୍ୱାଧୀନ ମହିଳାଙ୍କ ପସନ୍ଦ ଏବଂ ଏହି ସମ୍ଭାରରେ ଥିବା ଗହଣାଗୁଡ଼ିକର ମୂଲ୍ୟ ୬,୯୯୯ ଟଙ୍କାରୁ ଆରମ୍ଭ ହୋଇଛି ।

ଏହି ଉନ୍ମୋଚନ ସମ୍ପର୍କର ଶ୍ରୀଯୁକ୍ତ ଶୁଭଙ୍କର ସେନ୍‌, ସିଇଓ, ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍ କହିଛନ୍ତି ଯେ, “ଦୁର୍ଗାପୁଜା ହେଉଛି ଏକ ବୃହତ ଉତ୍ସବ ଯାହାକୁ ସାରା ଭାରତରେ ପାଳନ କରାଯାଏ । ଏହି ସ୍ୱତନ୍ତ୍ର ଅବସରକୁ ପାଳନ କରିବା ପାଇଁ ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍ ପକ୍ଷରୁ ସବୁ ବୟସ ବର୍ଗର ମହିଳାମାନଙ୍କ ପାଇଁ ନୂଆ ବର୍ଗର ଗହଣାକୁ ଉନ୍ମୋଚନ କରାଯାଇଛି । ଏହି ସମ୍ଭାରର ନାମକ ରଖାଯାଇଛି ଶକ୍ତି ଯାହା ମହିଳା ସଶକ୍ତୀକରଣ ଓ ଆତ୍ମବିଶ୍ୱାସ ସହିତ ଆଗକୁ ବଢ଼ିବା ଲାଗି ଅଭିଳାଷର ପ୍ରତିଫଳନ । ଏହା ହେଉଛି ଆଭ୍ୟନ୍ତରୀଣ ଶକ୍ତିର ପ୍ରତିଫଳନ ଯାହା ଆପଣଙ୍କ ଭିତର ଦକ୍ଷତା, ବୁଦ୍ଧିମତା ଏବଂ ଜୀବନରେ ସକାରାତ୍ମକ ଭାବ ଆଣିଥାଏ ।

ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍‌ ନାରିତ୍ୱର ଭାବକୁ ସଲାମ କରୁଛି ଏବଂ ସମସ୍ତ ପ୍ରକାର କଠିନ ପରିସ୍ଥିତି ସତ୍ୱେ ଜୀବନ ଓ କର୍ମ ଭିତରେ ସନ୍ତୁଳନ ରକ୍ଷା କରୁଥିବା ମହିଳାମାନଙ୍କୁ ପ୍ରଶଂସା କରୁଛି । ଆମେ ଖୁସି ଓ ଆମର ବିଶ୍ୱାସ ରହିଛି ଯେ ନୂଆ ସମ୍ଭାରକୁ ଆମର ମୂଲ୍ୟବାନ ଗ୍ରାହକମାନେ ବହୁତ ପସନ୍ଦ କରିବେ ।’’ ଶକ୍ତି ସମ୍ଭାର ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍‌ର ସବୁ ଷ୍ଟୋର୍‌ରେ ଉପଲବ୍ଧ ହେଉଛି ଏବଂ କଂପାନିର ୱେବସାଇଟ୍‌ରେ ମଧ୍ୟ ଏହା ଉପଲବ୍ଧ ରହିଛି ।

ସେନ୍‌କୋରେ ଅନ୍ୟାନ୍ୟ ଗହଣା ସମ୍ଭାର ଯଥା ଏଭରଲାଇଟ୍‌, ଗୋସିପ୍ ଓ ବିବାହ ଆଦି ଗହଣା ରହିଛି । ସ୍ୱତନ୍ତ୍ର ଜୟୋତ୍ସବ ଅଫରରେ ଗ୍ରାହକମାନେ ସୁନା ଗହଣାରେ ୩୦୦ ଟଙ୍କାର ରିହାତି, ପୁରୁଣା ସୁନା ବଦଳାଇବା ବେଳେ ଶୂନ କାଟ, ହୀରା ଗହଣା ଉପରେ ୨୫% ପର୍ଯ୍ୟନ୍ତ ରିହାତି, ସୁନା ଗହଣା ଗଢ଼େଇ ମୂଲ୍ୟ ଉପରେ ୮% ପ୍ରତିଶତରୁ ଅଧିକ ରିହାତି, ପ୍ଲାଟିନମ୍ ଗହଣା ଗଢ଼ା ମୂଲ୍ୟ ଉପରେ ୨୦ ପ୍ରତିଶତ ରିହାତି, ଗୋସିପ୍ ଗହଣା ସମ୍ଭାର ଏମ୍‌ଆର୍‌ପି ଉପରେ ୧୫% ରିହାତି ଏବଂ ରତ୍ନପଥରର ଏମ୍‌ଆର୍‌ପି ଉପରେ ୧୫ ପ୍ରତିଶତ ରିହାତି ପାଇପାରିବେ ।

କଂପାନି ପକ୍ଷରୁ ଫ୍ଲେକ୍ସି ଗୋଲ୍ଡ ରେଟ୍ ପ୍ଲାନ୍ ମଧ୍ୟ ଶୁଭାରମ୍ଭ କରାଯାଇଛି ଯେଉଁଥିରେ ଗ୍ରାହକମାନେ ଧନତେରସ୍ ପୂର୍ବରୁ ଯେକୌଣସି ଦିନର ମୂଲ୍ୟର ଗହଣା ବୁକିଙ୍ଗ୍ କରି ଧନତେରସ୍ ଦିନ ସେହି ମୂଲ୍ୟରେ ତାହାକୁ ପାଇପାରିବେ । ହୀରା ଗହଣା ପାଇଁ ନୋ କଷ୍ଟ ଇଏମ୍‌ଆଇ ସହିତ ମାଗଣା ବୀମା ସୁବିଧା ରହିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
World Odisha Society hosts Shakti Utsaba with grandeur

ୱାର୍ଲଡ ଓଡ଼ିଶା ସୋସାଇଟି ଦ୍ୱାରା ଦିଲ୍ଲୀରେ ଶକ୍ତି ଉତ୍ସବ ଆୟୋଜିତ

March 9, 2026
World Odisha Society hosts Shakti Utsaba with grandeur

World Odisha Society hosts Shakti Utsaba with grandeur

March 8, 2026
ଓଡ଼ିଶା ଦୃଷ୍ଟିହୀନ ମହିଳା ସଂଘ ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ

ଓଡ଼ିଶା ଦୃଷ୍ଟିହୀନ ମହିଳା ସଂଘ ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ

March 8, 2026
ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

March 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

World Odisha Society hosts Shakti Utsaba with grandeur

ୱାର୍ଲଡ ଓଡ଼ିଶା ସୋସାଇଟି ଦ୍ୱାରା ଦିଲ୍ଲୀରେ ଶକ୍ତି ଉତ୍ସବ ଆୟୋଜିତ

March 9, 2026
World Odisha Society hosts Shakti Utsaba with grandeur

World Odisha Society hosts Shakti Utsaba with grandeur

March 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version