ଓଡ଼ିଶା ତାଜା ନ୍ୟୁଜ (୧୪ ଅକ୍ଟୋବର ବୁଧବାର ) ବରଗଡ଼ :- ଜନ କଲ୍ୟାଣ ସେବା ଟ୍ରଷ୍ଟ ଓ ଓମେନ୍ ଏମ୍ପାବାର ମେଣ୍ଟ ପକ୍ଷରୁ ଶୁଖିଲା ରାସନ୍ ସାମଗ୍ରୀ ବଣ୍ଟନ କରାଯାଇଛି। ବିଶି ପଡାର ଦୁର୍ଦିନ ରେ ସମୟ କାଟୁଥିବା ଏକ ଅସହାୟ ପରିବାର କୁ ଚାଉଳ, ଡାଲି, ଚିନି, ଚା,ଆଲୁ, ଲୁଣ, ହଲଦି, ବିସ୍କୁଟ, ତେଳ, ସାବୁନ, ସରଫ୍, ମସଲା ଗୁଣ୍ଡ, ଚୁଡା, ଗୁଡ, ଓ ଆର୍ଥିକ ସହାୟତା ବିଭିହ୍ନ ସାମଗ୍ରୀ ବଣ୍ଟନ କରାଯାଇଛି ।
ଏଥିରେ ଜନ କଲ୍ୟାଣ ସେବା ଟ୍ରଷ୍ଟ ଓ ଓମେନ୍ ଏମ୍ପାବାର ମେଣ୍ଟ ର ମହିଳା ପ୍ରମୁଖ ମେନକା ବାଗ, ସମ୍ପାଦିକା ରୀତା ଞ୍ଜଲି ଦାଶ, କୋଷାଧ୍ୟକ୍ଷ ସବିତା ଛତର, ସହ ସଭାନେତ୍ରୀ ରିତା ବିଭାର, ସହକୋଷାଧକ୍ଷ ସନ୍ତୋଷିନି ସାହୁ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଛନ୍ତି। ଜନ କଲ୍ୟାଣ ସେବା ଟ୍ରଷ୍ଟ ଓ ଓମେନ୍ ଏମ୍ପା ବାର ମେଣ୍ଟ ର ସଭାପତି ମୁକୁନ୍ଦ ଦାଶ ସୂଚନା ଦେଇଛନ୍ତି । ( ସତ୍ୟ ନାରାୟଣ ପ୍ରଧାନ, ବରଗଡ଼)