ଓଡ଼ିଶା ତାଜା ନ୍ୟୁଜ୍ (୧୪ ଅକ୍ଟୋବର ବୁଧବାର) ଓଡ଼ଗାଁ :- ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ମହୋଦୟା ଆଜି ସଂସଦୀୟ କାର୍ଯ୍ୟାଳୟ ସିଲ୍ ହେବାର ପଞ୍ଚମ ଦିନରେ ଉତ୍ତର ନିର୍ବାଚନ ମଣ୍ଡଳୀ ର ଦାଢା ଗ୍ରାମ ପଂଚାୟତ ଠାରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ କଲେ । ଏହି ଅବସରରେ ବହୁ ସଂଖ୍ୟାରେ ଜନସାଧାରଣଙ୍କ ସୁବିଧା ଅସୁବିଧା ଶୁଣି ଏହାର ସମାଧାନ ପାଇଁ ପ୍ରୟାସ କଲେ।