• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ମୃତ ଶ୍ରମିକଙ୍କ ପରିବାର ସଦସ୍ୟଙ୍କୁ ନିଯୁକ୍ତି ଦାବୀ ପ୍ରସଙ୍ଗରେ ପରିବାର ସଦସ୍ୟଙ୍କୁ ନ୍ୟାୟ ପ୍ରଦାନ ଦାବୀ ନେଇ ଭାରତୀୟ ମଜଦୂର ସଂଘ ଗଂଜାମ ଜିଲ୍ଲା ଶାଖା ଲଢେଇ କରିବ

Proprietor Abhimanyu Maharana by Proprietor Abhimanyu Maharana
October 11, 2020
in Uncategorized, ଓଡ଼ିଶା, ହୋମ୍
0
ମୃତ ଶ୍ରମିକଙ୍କ ପରିବାର ସଦସ୍ୟଙ୍କୁ ନିଯୁକ୍ତି ଦାବୀ ପ୍ରସଙ୍ଗରେ ପରିବାର ସଦସ୍ୟଙ୍କୁ ନ୍ୟାୟ ପ୍ରଦାନ ଦାବୀ ନେଇ ଭାରତୀୟ ମଜଦୂର ସଂଘ ଗଂଜାମ ଜିଲ୍ଲା ଶାଖା ଲଢେଇ କରିବ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ ( ୧୧ ଅକ୍ଟୋବର ରବିବାର )  ଛତ୍ରପୁର :- ଛତ୍ରପୁର ନିକଟସ୍ଥ ମାଟିଖାଲ ସ୍ଥିତ ଆଇଆରଇ କଂପାନୀରେ କାର୍ଯ୍ୟରତ ଥିବା ମୃତ ଶ୍ରମିକଙ୍କ ପରିବାର ର ସଦସ୍ୟଙ୍କୁ କଂପାନୀ ପରିସରରେ ନିଯୁକ୍ତି ଦେବା ଦାବୀ ନେଇ ବହୁବାର ଆନ୍ଦୋଳନ କରଯାଇଛି । ମୃତ ଶ୍ରମିକଙ୍କ ପରିବାର ର ସଦସ୍ୟ ମାନେ କଂପାନୀ ସମ୍ମୁଖରେ ଆନ୍ଦୋଳନ କରି ନିଜ ନିଜ ଦାବୀ ନିମନ୍ତେ ଲଢେଇ କରିଆସିଛନ୍ତି । ଏନେଇ ଜିଲ୍ଲାସ୍ତର ରେ ମୃତ ଶ୍ରମିକଙ୍କ ପରିବାରର ସଦସ୍ୟ ମାନଙ୍କ ସହ ବହୁବାର ଆଲୋଚନା କରାଯାଇଛି । ମାତ୍ର କଂପାନୀ ପକ୍ଷରୁ ନାମକୁ ମାତ୍ର କିଛି ସଦସ୍ୟଙ୍କୁ କଂପାନୀରେ ନିଯୁକ୍ତି ଦେଇ ନୀରବ ରହିଯାଇଛି । ବଳକା ରହି ଯାଇଥିବା ମୃତ ଶ୍ରମିକଙ୍କ ପରିବାର ସଦସ୍ୟ ମାନଙ୍କୁ ଏପର୍ଯ୍ୟନ୍ତ ନିଯୁକ୍ତି ମିଳିନାହିଁ । ତେଣୁ ସେମାନଙ୍କୁ କଂପାନୀରେ ନିଯୁକ୍ତି ଦେବା ନିମନ୍ତେ ବହୁବାର କଂପାନୀ କର୍ତ୍ତୃପକ୍ଷଙ୍କ ଦୃଢି ଆକର୍ଷଣ କର‌ାଯାଇଥିଲେ ସୁଦ୍ଧା କଂପାନୀ ପକ୍ଷରୁ କିଛି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଏହାବ୍ୟତିତ ମୃତ ଶ୍ରମିକଙ୍କ ପରିବାର

ସଦସ୍ୟ ମାନେ ବହୁବାର ଛତ୍ରପୁର ତହସିଲଦାରଙ୍କ ଠାରୁ ଆରମ୍ଭ ଉପଜିଲ୍ଲପାଳ ଏବଂ ଜିଲ୍ଲପାଳଙ୍କୁ ଏବିଷୟରେ ଗୁହାରୀ କଲେ ମଧ୍ୟ ଏହାର କିଛି ସୁଫଳ ମିଳୁନି । କେହିବି ମୃତ ଶ୍ରମିକଙ୍କ ପରିବାର ସଦସ୍ୟ ମାନଙ୍କ ଦାବୀ ସଂପର୍କରେ ଟିକିଏ ବୋଲି ସହଯୋଗ କରୁନାହାଁନ୍ତି । ତେଣୁ ମୃତ ଶ୍ରମିକଙ୍କ ପରିବାର ର ସଦସ୍ୟ ମାନେ ନାହିଁ ନଥିବା ର ଅସୁବିଧା ସମ୍ମୁଖୀନରେ ଗତି କରୁଛନ୍ତି । ଏହାସାଙ୍ଗକୁ ମହାମାରୀ କରୋନା ଯୋଗୁଁ ଭୋକ ଉପାସ ରହି ଆସୁଛନ୍ତି ବହୁ ପରିବାର ବର୍ଗ । କଂପାନୀରେ ମୃତ ଶ୍ରମିକଙ୍କ ପରିବାର ସଦସ୍ୟଙ୍କୁ ନିଯୁକ୍ତି ଦାବୀ ସହ ପରିବାର ବର୍ଗଙ୍କୁ ଉଚିତ ନ୍ୟାୟ ପ୍ରଦାନ ନିମନ୍ତେ ଅସମୟ ବେଳେ ତାଙ୍କ ପାଇଁ ସଂଗ୍ରାମ କରିବା ନିମନ୍ତେ ଭାରତୀୟ ମଜଦୂର ସଂଘ ଅଣ୍ଟା ଭିଡିଛି । ଏଥି ନିମନ୍ତେ ଛତ୍ରପୁର ନିକଟ ଏ.ତୋଟାପଲ୍ଲୀ ସ୍ଥିତ ମା ବ୍ୟାଘ୍ରଦେବୀ ମନ୍ଦିର ପରିସରରେ ଭାରତୀୟ ମଜଦୁର ସଂଘ ର ଗଂଜାମ ଜିଲ୍ଲା ଶାଖାର କୋଷାଧ୍ୟକ୍ଷ ବୃନ୍ଦାବନ ବେହେରାଙ୍କ ପୌରାହିତ୍ୟରେ ଆଇଆରଇ କଂପାନୀ ର ମୃତ୍ୟୁ ବରଣ କରିଥିବା ମୃତ ଶ୍ରମିକଙ୍କ ପରିବାର ସଦସ୍ୟ ମାନଙ୍କ ସହ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ବିଏମଏସ ଗଂଜାମ ଜିଲ୍ଲାର ଉପସଭାପତି ପ୍ରମୋଦ କୁମାର ସାହୁ ଯୋଗଦେଇ ମୃତ ଶ୍ରମିକଙ୍କ ପରିବାର ସଦସ୍ୟଙ୍କୁ କଂପାନୀରେ ନିଯୁକ୍ତି ଦାବୀ ନେଇ କଂପାନୀର ମହା ପ୍ରବନ୍ଧକ,ଗଞ୍ଜାମ ଜିଲ୍ଲାପାଳ ଏବଂ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ସିଧାସଳଖ ଆଲୋଚନା କରି ମୃତ ଶ୍ରମିକଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବା ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ପ୍ରଫେସର ଅରୁଣ କୁମାର ପାଣିଗ୍ରାହୀ ତାଙ୍କ ବକ୍ତବ୍ୟରେ କେନ୍ଦ୍ର ସରକାର ପରମାଣୁ ଶକ୍ତି ଓ ବିରଳ ମୃତ୍ତିକା ସଂରକ୍ଷଣ ବିଭାଗ ଦ୍ୱାରା ଅଦ୍ୟାବଧୀ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ପରଧୀ ମଧ୍ୟରେ ମୃତ ଶ୍ରମିକଙ୍କ ପରିବାର ସଦସ୍ୟଙ୍କୁ ଅତିଶୀଘ୍ର କର୍ମ ଯୋଗାଣ କରାଇବା ନିମନ୍ତେ ସମସ୍ତ ପ୍ରକାର ଉଦ୍ୟମ କରିବାକୁ ପ୍ରତିଶୃତି ଦେଇଥିଲେ । ଡିଏମଏସ ର ଗଂଜାମ, ଗଜପତି ପ୍ରଭାରୀ ଲିଙ୍ଗରାଜ ସାହୁ ଆଇଆରଇ କଂପାନୀର ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ ।

ବୃନ୍ଦାବନ ବେହେରା ସଂପୃକ୍ତ ପରିବାର ସଦସ୍ୟ ମାନଙ୍କର ଦାବୀ ନେଇ ଆଜିଠୁ ଭାରତୀୟ ମଜଦୁର ସଂଘ ର ବ୍ୟାନରରେ ଉପସ୍ଥାପନ ହୋଇଥିବାରୁ ଏହା ନିଶ୍ଚୟ ସଫଳ ହୋଇପାରିବ ବୋଲି ଆଶ୍ୱସନା ଦେଇଥିଲେ । ଏଥିରେ ବିଏମଏସ ର ଜିଲ୍ଲା ସଂପାଦକ ରାଜେନ୍ଦ୍ର ନାୟକ,ମହାନ ସଂଘର କେନ୍ଦ୍ରୀୟ ସଭାପତି ସୁଶାନ୍ତ ସାବତ,ରଘୁନାଥ ରେଡ୍ଡି,ସରସ୍ୱତୀ ଆଚାରୀ,ଅମିତା ସାହୁ,ଚପଲା ନାୟକ,ମଞ୍ଜୁବାଳା ପାଣିଗ୍ରାହୀ ପ୍ରମୂଖ ଆଇଆରଇ କମ୍ପାନୀ ସହ ଲଢେଇ କରି ଦାବୀ ହାସଲ କରିବା ସପକ୍ଷରେ ମତ ପୋଷଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କେଶରିୟା ହିନ୍ଦୁ ବାହିନୀ ର ଗଞ୍ଜାମ ଜିଲ୍ଲା ତରଫରୁ ବିଶ୍ୱଦେବ ମହାରଣା, ଦେବେନ୍ଦ୍ର ସାହୁ, ଅଶ୍ୱିନୀ ରଥ, ମନୋରଂଜନ ମହାପାତ୍ରଙ୍କ ସମେତ ମୃତ ଶ୍ରମିକଙ୍କ ପରିବାର ପକ୍ଷରୁ ନରସିଂହ ଗୈାଡ, ରଂଜିତ୍ ବେହେରା, ଅବନୀକାନ୍ତ ସାହୁ, ତପନ ପାତ୍ର, ସୁଶାନ୍ତ ନାୟକ, ସାରଥୀ ବେହେରା, ସୁବ୍ରତ କୁମାର ରଥ, ଜିତୁ ରଣସିଂ , ପ୍ରଦ୍ୟୁମ୍ନ କୁମାର ବେହେରା, ଶିବ ଶଙ୍କର ସାହୁ , କେଶବ ବେହେରା, ନେତ୍ରାନନ୍ଦ ସାହୁ , କମଳ କୁମାର ସାହୁ, ବାହିନପତି ବେହେରା, ମନୋଜ ଦାଶ ଏବଂ ବହୁ ସଦସ୍ୟ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

May 11, 2026
ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

May 11, 2026
ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ

ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ

May 11, 2026
ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ

ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ

May 11, 2026

Recent News

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

May 11, 2026
ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

May 11, 2026
ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ

ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ

May 11, 2026
ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ

ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ

May 11, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

May 11, 2026
ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

May 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version