• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ପ୍ରମୋଦିନି ଧର୍ଷଣ ଓ ହତ୍ୟା ରହସ୍ୟ ପୀଡ଼ିତା ପରିବାର ଙ୍କୁ ନ୍ୟାୟ ଦେବା ପାଇଁ ; ଦିଗପହଣ୍ଡି ବିଜେପି ତରଫରୁ କେ ନୂଆଗାଁ ପୋଲିସ ଥାନା ଘେରାଉ ଏବଂ ବିକ୍ଷୋଭ

Proprietor Abhimanyu Maharana by Proprietor Abhimanyu Maharana
October 10, 2020
in Uncategorized, ଓଡ଼ିଶା, ହୋମ୍
0
ପ୍ରମୋଦିନି ଧର୍ଷଣ ଓ ହତ୍ୟା ରହସ୍ୟ  ପୀଡ଼ିତା ପରିବାର ଙ୍କୁ ନ୍ୟାୟ ଦେବା ପାଇଁ ; ଦିଗପହଣ୍ଡି ବିଜେପି ତରଫରୁ କେ ନୂଆଗାଁ ପୋଲିସ ଥାନା ଘେରାଉ ଏବଂ ବିକ୍ଷୋଭ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୦ ଅକ୍ଟୋବର ଶନିବାର ) ବ୍ରହ୍ମପୁର :-  ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କେ. ନୂଆ ଗାଁ ଥାନା ଅଧୀନରେ ଆସୁଥିବ ଦେଖାଳି ଗାଁ ର ପ୍ରମୋଦିନି ନାୟକ ଙ୍କୁ ଜଘନ୍ୟ ଭାବେ ହତ୍ୟା ନଦୀତଟ ରେ କ୍ଷତ ବିକ୍ଷତ ଭାବେ ମୃତ୍ୟୁ ଶରୀର ମିଳିଥିଲା l ଆଜି ର ଦିନରେ ଠିକ୍ ୫ମାସ ଅର୍ଥାତ ମେ ୧୦ ଦିନ ମରାଯାଇଥିଲା କିନ୍ତୁ ଆଜି ପର୍ଯ୍ୟନ୍ତ ମଧ୍ୟ ତଦନ୍ତ ରେ ଅଗ୍ରଗତି ଆଶା କ୍ଷୀଣ ଥିବାରୁ ଏବଂ ଦକ୍ଷିଣ ବିଭାଗର ଡିଆଇଜି ଏବଂ ଏସ ପି ଙ୍କୁ ୫ଥର ମିଶି ପ୍ରତିଶୃତି ଦେବା ପରେ ମଧ୍ୟ କେ ନୂଆଗାଁ ପୋଲିସ ଅପରାଧୀ କୁ ଧରିବାରେ ବିଫଳ ହୋଇଛି l ଉକ୍ତ ବିଷୟ କୁ ନେଇ ତାଙ୍କ ଆଜି ଆଇନଯିବି ତଥା ବିଜେପି ନେତା ଶ୍ରୀକାନ୍ତ ପାଢ଼ୀ, ବିଜେପି ଦିଗ ପହଣ୍ଡି ଦ୍ଵାରା ଆୟୋଜିତ ଆନ୍ଦୋଳନ ଏବଂ ଥାନା ଘେରାଉ ଏବଂ ବିକ୍ଷୋଭ କାର୍ଯ୍ୟକ୍ରମ ରେ ସାମିଲ ହେଲେ ଏବଂ ତାଙ୍କ ପରିବାରର କିଚିସଦସ୍ୟ ସାମିଲ୍ ଥିଲେ । ମନ୍ଥର ଗତି

ରେ ତଦନ୍ତ ପକ୍ରିୟା ଚାଲୁଥିବାରୁ ପୀଡିତା ପରିବାର ସହ ବିଜେପି ଅସନ୍ତୋଷ ପ୍ରକାଶ କରିଥିଲେ l ଦେଖାଲି ଗ୍ରାମର ରମା ନାୟକ ଓ ଲଡ଼ୁ ନାୟକ ଙ୍କ ଝିଅ ପ୍ରମୋଦିନି ଙ୍କ ହତ୍ୟା ଦିନ ମା ଙ୍କ ସହ ବିଲକୁ ଯାଇଥିଲେ, ବିଲରେ କାମ ସାରି ମା ଙ୍କ ଅନୁମତି ନେଇ କଣ୍ଟଇକୋଳି ନଦୀକୁ ଗାଧୋଇବା ପାଇଁ ଯାଇଥିଲେ , ଝିଅ ର ଆସିବାର ବିଳମ୍ବ ଦେଖି ମା ନଦୀପଠା ରେ ଝିଅ ର ମୃତଦେହ ପଡ଼ିଥିବାର ଦେଖିଥିଲେ, ତାପରେ ରମା ନାୟକ କେ ନୂଆଗାଁ ଥାନା ରେ ଅଭିଯୋଗ କରିବା ସହ ପୋଲିସ ଶବ ଜବତ କରିବା ସମୟରେ ପ୍ରମଦିନିଙ୍କ ଚପଲ, ଗାଧୋଇବାକୁ ନେଇଥିବା ବାଲ୍ଟି ଓ ମୋବଇଲ ଜବତ କରିଥିଲେ l ପ୍ରାଥମିକ ତଦନ୍ତ ପରେ କେସ ନମ୍ବର 2/20 ରେ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ ତାପରେ ଶବ ବ୍ୟବଛେଦ ପରେ 302 ହତ୍ୟା ରେ ରୂପାନ୍ତରିତ କରିଥିଲେ, ଶବ ବ୍ୟବଛେଦ ରିପୋର୍ଟ ରୁ ଗଲlକୁ ଦବାଇ ଏବଂ ପାଣିରେ ମୁହଁ କୁ ପାଣିରେ ଦବାଇ

ମାରିଥିବାର ରିପୋର୍ଟ ରେ ଉଲ୍ଲେଖ ଅଛି l ଏହା ସହ ପ୍ରମୋଦିନି ଙ୍କ ଶରୀରରେ ପନ୍ଦର ରୁ ଅଧିକ କ୍ଷତ ବିକ୍ଷତ ଚି଼ହ୍ନ ଅଛି l ଘଟଣା ଘଟିବା ଦିନଠାରୁ ଆଜି ଯାଏଁ ପୀଡିତା ଙ୍କ ମା ନୂଆ ଗାଁ ଥାନା ଅଧିକାରୀ ମାଧବାନନ୍ଦ ନାୟକ କୁ ବାର ଥର ରୁ ଅଧିକ, ଏସଡିପିଓ ମୁର୍ମୁ ଙ୍କୁ ସାତ ଥର ରୁ ଅଧିକ, ଏସପି ଙ୍କୁ ଆଜି କୁ ମିଶାଇ ପାଞ୍ଚ ଥର ଏବଂ ଦକ୍ଷିଣାଞ୍ଚଲ ଡିଆଇଜି କୁ ଗୋଟେ ଥର ସାକ୍ଷାତ କରି ନ୍ୟାୟ ଭିକ୍ଷା କରିଥିଲେ ମଧ୍ୟ ଆଜି ଯାଏଁ ଅପରାଧୀ ଗିରଫ ହୋଇନାହିଁ l ଏବଂ ଉକ୍ତ ବିଷୟକୁ ନେଇ ଶ୍ରୀକାନ୍ତ ପାଢ଼ୀ ଜାତୀୟ ମାନବାଧିକାର ଆୟୋଗ ଙ୍କ ପାଖରେ ଏକ ମାମଲା ଦାୟର କରିଛନ୍ତି l ଉକ୍ତ ମାମଲାଟି ମାନ୍ୟବର ବାଚସ୍ପତିଙ୍କର ନିର୍ଵାଚନ ମଣ୍ଡଳୀ ରେ ଘଟିଥିବାରୁ କାହିଁକି ଦଳିତ ଗରିବ ଝିଅଟିକୁ ନ୍ୟାୟ ଦେବା କ୍ଷେତ୍ରରେ ସହଯୋଗ କରୁନାହାନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ଶ୍ରୀକାନ୍ତ ପାଢ଼ୀ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି l

ଏହି କେଶ ଟିକୁ କେ ନୂଆଗାଁ ଥାନା ଅଧିକାରୀ ତଦନ୍ତ ଅଧିକାରୀ ଥିବା ବେଳେ ଅତିରିକ୍ତ ଏସପି ପି କେ ମିଶ୍ର ଉକ୍ତ ମାମଲା ଟିକୁ ତଦନ୍ତ କରୁଛନ୍ତି l ଏସପି ଦେଇଥିବା ଆଶ୍ୱାସନା ଯଦି ଅକଟୋବର ସୁଦ୍ଧା ଗିରଫ ନକରାଯାଏ ତାହେଲେ ଆଇନ ର ଆଶ୍ରୟ ନେବୁ ଏବଂ ରାଜରାସ୍ତା କୁ ଓଲ୍ହାଇବୁ ବୋଲି ଶ୍ରୀକାନ୍ତ ପାଢ଼ୀ ଓ ରମା ନାୟକ କହିଛନ୍ତି l ପୀଡିତା ଙ୍କୁ ନ୍ୟାୟ ଦେବା ଆନ୍ଦୋଳନ ରେ ଜିଲ୍ଲା ସଭାପତି ପରେଶ ରଥ, ମହନ୍ତ ଚିନ୍ମୟ ନନ୍ଦ ଦାସ, ଭବାନୀ ପଣ୍ଡା, ବନଜା ପଣ୍ଡା, ଶୁଭ୍ରାଂଶୁ ପ୍ରଧାନ, ବାପି ପ୍ରଧାନ, ଏକା ଦଶି ସେଠୀ ବାବୁଲା ପାତ୍ର, ରଘୁନାଥ ଗଉଡ, ସତ୍ୟ ସେଠୀ,ମଧୁ ସାହୁ, ବାଳକୃଷ୍ଣ ସାମନ୍ତରାୟ ସୀମା ସାସମଲ୍, ଏବଂ ବହୁ ସଂଖ୍ୟାରେ ବିଜେପି କାର୍ଯ୍ୟ କର୍ତ୍ତା ଉପସ୍ଥିତ ଥିଲେ (ରିପୋର୍ଟ : ଶେଷଦେବ ସାହୁ : ଗଞ୍ଜାମ ଜିଲ୍ଲା ବ୍ୟୁରୋ)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

May 11, 2026
ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

May 11, 2026
ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ

ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ

May 11, 2026
ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ

ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ

May 11, 2026

Recent News

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

May 11, 2026
ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

May 11, 2026
ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ

ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ

May 11, 2026
ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ

ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ

May 11, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

May 11, 2026
ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

May 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version