• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଖିମଜୀ ଜୁଏଲର୍ସର ଧନତେରସ୍ ଧନବର୍ଷା ଅଫର୍ ନଭେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି

Proprietor Abhimanyu Maharana by Proprietor Abhimanyu Maharana
November 24, 2026
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
Khimji Jewellers Extends Dhanteras Dhanvarsha Offers till 30th November
Share on FacebookShare on TwitterWhatsapp

ଗ୍ରାହକଙ୍କ ଅଭୂତପୂର୍ବ ଆଗ୍ରହ ଓ ଚାହିଦାକୁ ଦୃଷ୍ଟିରେ ରଖି ଓଡ଼ିଶାର ୧୯୩୬ରୁ ବିଶ୍ୱସନୀୟ ଗହଣା ପ୍ରତିଷ୍ଠାନ ପକ୍ଷରୁ ଅଫରର ଅବଧି ବୃଦ୍ଧି

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :-  ୧୯୩୬ରୁ ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସ ଜିତି ଆସିଥିବା ଖିମଜୀ ଜୁଏଲର୍ସ ପକ୍ଷରୁ ଧନତେରସ ଧନବର୍ଷା ଅଫରର ଅବଧିକୁ ୨୦୨୬ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଓଡ଼ିଶାରେ ଥିବା ଖିମଜୀ ଜୁଏଲର୍ସର ସମସ୍ତ ଶୋରୁମରେ ଗ୍ରାହକଙ୍କ ଅଭୂତପୂର୍ବ ସମର୍ଥନ ଓ ଉତ୍ସାହଜନକ ପ୍ରତିକ୍ରିୟାକୁ ଦୃଷ୍ଟିରେ ରଖି କମ୍ପାନି ଏହି ନିଷ୍ପତି ନେଇଛି। ଧନତେରସ ଧନବର୍ଷା ଅଭିଯାନକୁ ଚଳିତ ପାର୍ବଣ ଋତୁରେ ଗ୍ରାହକଙ୍କଠାରୁ ବେଶ ଭଲ ପ୍ରତିକ୍ରିୟା ମିଳିଥିଲା। ଶୋରୁମଗୁଡ଼ିକରେ ଗ୍ରାହକଙ୍କ ଭିଡ଼ ସହ ଗହଣା କିଣାକିଣି ପାଇଁ ବିପୁଳ ଉତ୍ସାହ ଦେଖିବାକୁ ମିଳିଥିଲା।

ତେବେ ପର୍ବପର୍ବାଣି ସମୟରେ ବ୍ୟସ୍ତତା କାରଣରୁ ଅନେକ ଗ୍ରାହକ ଶୋରୁମକୁ ଆସିପାରି ନଥିଲେ। ସେମାନେ ଅଫରର ଅବଧି ବଢ଼ାଇବାକୁ ଅନୁରୋଧ କରିଥିଲେ। ଗ୍ରାହକ ପରିବାରର ପ୍ରତ୍ୟେକ ସଦସ୍ୟ ଯେପରି ଏହି ଅଫରର ଲାଭ ଉଠାଇପାରିବେ, ସେଥିପାଇଁ ଖିମ୍‌ଜୀ ଜୁଏଲର୍ସ ଏହାର ଅବଧି ବୃଦ୍ଧି କରିଛି। ଏହି ବର୍ଦ୍ଧିତ ଅଫର ୨୦୨୬ ନଭେମ୍ବର ୩୦ ତାରିଖ କାର୍ଯ୍ୟଦିବସ ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାରେ ଥିବା ଖିମଜୀ ଜୁଏଲର୍ସର ସମସ୍ତ ଶୋରୁମରେ ଉପଲବ୍ଧ ହେବ। ଅଫରର ଅବଧି ବୃଦ୍ଧି ସମ୍ପର୍କରେ ଖିମ୍‌ଜୀ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମିତେଶ ଖିମଜୀ କହିଛନ୍ତି ଯେ, “୧୯୩୬ରୁ ଓଡ଼ିଶାବାସୀ କେବଳ ଆମର ଗ୍ରାହକ ନୁହନ୍ତି, ସେମାନେ ଆମ ପରିବାରର ସଦସ୍ୟ।

ଏହି ଧନତେରସରେ ଆମର ପ୍ରତ୍ୟେକ ଶୋରୁମରେ ଗ୍ରାହକଙ୍କଠାରୁ ମିଳିଥିବା ଭଲପାଇବା ଓ ବିଶ୍ୱାସ ଆମକୁ ଅଭିଭୂତ କରିଛି। ଅନେକ ପରିବାର ଗହଣା କିଣିବା ପାଇଁ ଆଉ କିଛି ସମୟ ଦେବାକୁ ଅନୁରୋଧ କରିଥିଲେ। ସେମାନଙ୍କ ଅନୁରୋଧକୁ ଆମେ ଅଣଦେଖା କରିପାରିଲୁ ନାହିଁ। ନଭେମ୍ବର ୩୦ ଯାଏଁ ଧନବର୍ଷା ଅଫରକୁ ବୃଦ୍ଧି କରିବା ହେଉଛି ଆମକୁ ଭଲପାଇବା ଦେଇ ଆସିଥିବା ଅନେକ ପିଢ଼ିର ଗ୍ରାହକଙ୍କ ପ୍ରତି ଆମର କୃତଜ୍ଞତା ଜଣାଇବାର ଏକ ଛୋଟ ପ୍ରୟାସ।

ଆମେ ଚାହୁଁଛୁ, ଆମର ଗ୍ରାହକ ପରିବାର କେବଳ ବର୍ତମାନର କମ ସୁନା ଦରର ଲାଭ ଉଠାନ୍ତୁ ନାହିଁ ବରଂ ଏହି ଆକର୍ଷଣୀୟ ଅଫରର ସୁଯୋଗ ମଧ୍ୟ ପାଆନ୍ତୁ। ସମସ୍ତଙ୍କୁ ଆମର ଶୋରୁମ୍‌କୁ ଆସି ଏହି ଧନବର୍ଷାର ଆନନ୍ଦ ନିଜ ଘରକୁ ନେବା ପାଇଁ ଆମନ୍ତ୍ରଣ କରୁଛୁ।” ଗ୍ରାହକମାନେ ନିଜ ନିକଟସ୍ଥ ଖିମ୍‌ଜୀ ଜୁଏଲର୍ସ ଶୋରୁମକୁ ଯାଇ ବିଭିନ୍ନ ପାର୍ବଣ ଗହଣା ସମ୍ଭାର ଦେଖିବା ସହ ନଭେମ୍ବର ୩୦ ତାରିଖ ପୂର୍ବରୁ ଧନତେରସ ଧନବର୍ଷା ଅଫରର ଲାଭ ଉଠାଇପାରିବେ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Khimji Jewellers Extends Dhanteras Dhanvarsha Offers till 30th November

ଖିମଜୀ ଜୁଏଲର୍ସର ଧନତେରସ୍ ଧନବର୍ଷା ଅଫର୍ ନଭେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି

November 24, 2026
Khimji Jewellers Extends Dhanteras Dhanvarsha Offers till 30th November

Khimji Jewellers Extends Dhanteras Dhanvarsha Offers till 30th November

November 24, 2026
ଅଢ଼େଇ ବର୍ଷରେ ଭିଜିଲାନ୍ସ ଜାଲରେ ୭୦୬ ସରକାରୀ ବାବୁ

ଅଢ଼େଇ ବର୍ଷରେ ଭିଜିଲାନ୍ସ ଜାଲରେ ୭୦୬ ସରକାରୀ ବାବୁ

November 23, 2026
Centenary Sports Festival : Indian Hockey Shines in New Zealand, Kabaddi Also Steals the Show

Centenary Sports Festival : Indian Hockey Shines in New Zealand, Kabaddi Also Steals the Show

November 23, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Khimji Jewellers Extends Dhanteras Dhanvarsha Offers till 30th November

ଖିମଜୀ ଜୁଏଲର୍ସର ଧନତେରସ୍ ଧନବର୍ଷା ଅଫର୍ ନଭେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି

November 24, 2026
Khimji Jewellers Extends Dhanteras Dhanvarsha Offers till 30th November

Khimji Jewellers Extends Dhanteras Dhanvarsha Offers till 30th November

November 24, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version